Daily Archives

May 4, 2022

ସହିଦଙ୍କ ପରିବାରକୁ ସହାୟତା ରାଶି ବୃଦ୍ଧି । ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ରାଶି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ: ସହିଦଙ୍କ ପରିବାରକୁ ମିଳୁଥିବା ଅନୁକମ୍ପା ରାଶି ବୃଦ୍ଧି ହୋଇଛି । ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସହାୟତା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଯୁଦ୍ଧ ତଥା ଉଗ୍ରବାଦ ମୁକାବିଲାରେ ସହିଦ ଓଡିଆ ଯବାନଙ୍କ…

ଢିଙ୍କିଆ ଆନ୍ଦୋଳନକୁ ନେଇ ଚର୍ଚ୍ଚା: ଜାତୀୟ ଗଣମାଧ୍ୟମରେ ରିପୋର୍ଟ, ଆନ୍ଦୋଳନକାରୀଙ୍କ ପାଖକୁ ଦିଲ୍ଲୀରୁ ଆସୁଛି ଟଙ୍କା

କନକ ବ୍ୟୁରୋ: ଢିଙ୍କିଆ ଆନ୍ଦୋଳନ ପଛରେ କାହାର ହାତ ରହିଛି କି? ଏଭଳି ଏକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ସ୍ଥାନୀୟ ଅଭୟଚାନ୍ଦପୁର ଥାନାରେ ଏକାଧିକ ରିପୋର୍ଟ ପରେ ଏଭଳି ସନ୍ଦେହ ସୃଷ୍ଟି ହୋଇଛି । ପୁଲିସ୍ ଏନେଇ ତଦନ୍ତ ମଧ୍ୟ ଆରମ୍ଭ କରିଛି । ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ…

ୟୁକ୍ରେନର ଏହି ସ୍ଥାନଗୁଡିକୁ ଧ୍ୱଂସ କରିଦେଲା ଋଷ ସେନା, ଏବେ ପଶ୍ଚିମ ଦେଶମାନଙ୍କରୁ ୟୁକ୍ରେନକୁ ଆସିପାରିବ ନାହିଁ…

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଦୁଇମାସରୁ ଅଧିକ ହୋଇଗଲାଣି । ହେଲେ ଯୁଦ୍ଧ ସମାପ୍ତ ହେବା ପରିବର୍ତ୍ତେ ଦିନକୁ ଦିନ ଆକ୍ରମଣ ଜୋରଦାର ହେବାରେ ଲାଗିଛି । ସେପଟେ ମଇ ୯ ତାରିଖକୁ ଋଷ ବିଜୟ ଦିବସ ଭାବେ ପାଳନ କରୁଥିବାରୁ ଏହିଦିନ ପୁଟିନ କିଛି ବଡ ଘୋଷଣା କରିପାରନ୍ତି…

ଭାରତରେ ପ୍ରଥମ: ଭିତରକନିକାରେ ପ୍ରସ୍ତୁତ ହେଉଛି ୬୪ ପ୍ରଜାତିର ମ୍ୟାନଗ୍ରୋଭ

କନକ ବ୍ୟୁରୋ: ଜୈବ ବିବିଧତା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଲୁଣା ଜଙ୍ଗଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡିଶାରେ ୨୫୮.୫୯ ବର୍ଗ କିଲୋମିଟିର ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ଲୁଣା ଜଙ୍ଗଲ ରହିଛି । ଆଉ ଏଠାରେ ଲୁଣା ଜଙ୍ଗଲ ବୃଦ୍ଧି ପାଇଁ…

ଖବର ପ୍ରସାରଣର ପ୍ରଭାବ, ରୋଗୀ ପାଇଲା ଏସି କ୍ୟାବିନ୍: ଦେବଗଡ଼ ହସ୍ପିଟାଲରୁ ବୁର୍ଲା ସ୍ଥାନାନ୍ତର ହେଲେ ବିଧାୟକ ସୁବାସ…

କନକ ବ୍ୟୁରୋ: ଚାଲିଲା ନାହିଁ ବିଧାୟକଙ୍କ ଭିଆଇପି କଲଚର । ଖବର ପ୍ରସାରଣ ପରେ ଏସି କ୍ୟାବିନରୁ ବାହାରି ବୁର୍ଲା ଗଲେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ । ଦେବଗଡ଼ ହସ୍ପିଟାଲରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଡିହୋଇ ଗୁରୁତର ହୋଇଥିବା ଶିଶୁକୁ ଏସି କ୍ୟାବିନରୁ ବାହାର କରି…

ଏହି କମ୍ପାନୀର କର୍ମଚାରୀଙ୍କ ପାଇଁ ଖୁସି ଖବର, ସପ୍ତାହକୁ ୩ ଦିନ ଛୁଟି ଦେବାକୁ ଘୋଷଣା

କନକ ବ୍ୟୁରୋ : ଘରୋଇ ଚାକିରି କ୍ଷେତ୍ରରେ ବିଶେଷ ଭାବେ ସପ୍ତାହରେ ଗୋଟିଏ ଦିନ ଛୁଟି ମିଳିଥାଏ । ହେଲେ ଏବେ ଏକ ବଡ କମ୍ପାନୀ ତାର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛି । ଏହି କମ୍ପାନୀ ଘୋଷଣା କରିଛି କି ତାର କର୍ମଚାରୀମାନେ ଏବେ ସପ୍ତାହକୁ ୪ ଦିନ କାମ କରିବେ ଓ ବାକି ୩ ଦିନ ଛୁଟି ପାଇବେ ।…