Daily Archives

May 4, 2022

ମହାରାଷ୍ଟ୍ରରେ ଥମୁନି ଆଜାନ-ହନୁମାନ ଚାଲିଶା ବିବାଦ: ରାଜ୍ୟର ବିଭିନ୍ନ ସ୍ଥାନରୁ ୨୫୦ରୁ ଅଧିକ ଏମଏନଏସ କର୍ମୀ ଅଟକ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଆଜାନ ଓ ହନୁମାନ ଚାଳିଶା ବିବାଦ ଚରମ ସୀମାରେ ପହଁଚିଛି । ମସଜିଦରେ ଲାଉଡସ୍ପିକର ବ୍ୟବହାର ବନ୍ଦ ନହେବା ପର୍ଯ୍ୟନ୍ତ ଏହା ବିରୋଧରେ ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ । ସେପଟେ ୨୦୦୮ର ଏକ ମାମଲାରେ ରାଜ…

ଜନତା ମୈଦାନରେ ଭାରତର ପ୍ରଥମ ମହିଳା ବ୍ୟବସାୟ ମେଳା: ସାମିଲ ହେଲେ ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ

କନକ ବ୍ୟୁରୋ: ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ହେଉଛି ଦେଶର ପ୍ରଥମ ମହିଳା ବ୍ୟବସାୟୀ ମେଳା । ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ଓମେନ ଏଂଟରପ୍ରେନୁଅରସିପ କାଉନସିଲ ପକ୍ଷରୁ ଆୟୋଜିତ ଏହି ମେଳାକୁ ଭର୍ଚୁଆଲ ମୋଡରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଦିନ ଧରି ହେବାକୁ…

ଓଡ଼ିଆ ପରୀକ୍ଷାରେ କେମିତି ରଖିବେ ଭଲ ମାର୍କ? ପରୀକ୍ଷା ପାଇଁ କେମିତି ହେବେ ପ୍ରସ୍ତୁତି?

କନକ ବ୍ୟୁରୋ: ଆସନ୍ତାକାଲି ମାଟ୍ରିକ ପରୀକ୍ଷାରେ ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଓଡ଼ିଆ ପରୀକ୍ଷାକୁ ଅପେକ୍ଷାକୃତ କମ୍ ଗୁରୁତ୍ୱ ଦେଇଥାନ୍ତି ପରୀକ୍ଷାର୍ଥୀ । ମାତୃଭାଷା ହୋଇଥିବାରୁ ଏହା ସହଜ ଲାଗେ, ଆଉ ଏକ ଧାରଣା ହେଉଛି, ଓଡ଼ିଆ ଭାଷାରେ ଅଧିକ ମାର୍କ ଆଣିହୁଏ ନାହିଁ । ଏହି ମାନସିକତା…

ଅଚାନକ ବଢିଲା ଟମାଟୋ ଦର, କିଲୋ ପିଛା ୭୦ରୁ ୮୦ ଟଙ୍କାରେ ବିକ୍ରି

କନକ ବ୍ୟୁରୋ: ପରିବା ବଜାରରେ ନିଆଁ ଲାଗିଛି । ଟମାଟୋର ଦର ଏମିତି ବଢିଯାଇଛି ଯେ ଛୁଇଁ ହେଉନି । ଟୁଇନସିଟି ଭୁବନେଶ୍ୱର ଓ କଟକରେ ଟମାଟୋ ଦର ଏବେ ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ଟମାଟୋ ନିତିଦିନିଆ ଆବଶ୍ୟକ ପରିବା ହୋଇଥିବାରୁ ଦର ବୃଦ୍ଧି ଖାଉଟିଙ୍କୁ ବାଧୁଛି । ଗୋଟିଏ ସପ୍ତାହ ଆଗରୁ…

ଏସି କ୍ୟାବିନରୁ ବାହାରିଲେ ଦେବଗଡ଼ ବିଧାୟକ: ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର ହେଲେ ସୁବାସ ପାଣିଗ୍ରାହୀ

କନକ ବ୍ୟୁରୋ: ଦେବଗଡ ହସ୍ପିଟାଲର ଏସି କ୍ୟାବିନରୁ ବାହାରିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ । ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଡିହୋଇ ଗୁରୁତର ହୋଇପଡିଥିବା ଜଣେ ଶିଶୁକୁ ଏସି କ୍ୟାବିନରୁ ବାହାର କରି ବିଧାୟକଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କିତ…

ବିଦେଶ ଗସ୍ତବେଳେ ବିଭିନ୍ନ ପଦାଧିକାରୀଙ୍କୁ ମୋଦୀ ଦେଲେ ଦେଶୀ ଉପହାର, ଜାଣନ୍ତୁ କାହାକୁ ଦେଲେ କେଉଁ ଜିନିଷ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହାରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଛନ୍ତି । ଏହି ଅବସରରେ ସେ ଡେନମାର୍କ, ଜାପାନ ଓ ଫ୍ରାନ୍ସର ବିଭିନ୍ନ ବରିଷ୍ଠ ପଦାଧିକାରୀଙ୍କ ସହ ଭେଟ କରି ଭାରତ ସହ ସେମାନଙ୍କ ବାଣିଜ୍ୟିକ. ଅର୍ଥନୈତିକ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା…