Daily Archives

April 29, 2022

କିଶୋରଙ୍କୁ ଟିକାକରଣ କ୍ଷେତ୍ରରେ ଆଉ ଏକ ସଫଳତା, କୋଭୋଭାକ୍ସକୁ ଏନଟିଏଜିଆଇର ଅନୁମତି

କନକ ବ୍ୟୁରୋ : ଦେଶରେ କିଶୋରମାନଙ୍କୁ କରୋନା ନିରୋଧୀ ଟିକାକରଣ କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ସୂତ୍ର ସୂଚନା ମୁତାବକ ଏନଟିଏଜିଆଇ ତରଫରୁ ୧୨-୧୭ ବର୍ଷର ପିଲାଙ୍କୁ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକା ଦେବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କୁହାଯାଇଛି କି…

ଚୀନ ନାଗରିକଙ୍କ ପର୍ଯ୍ୟଟନ ଭିସା ରଦ୍ଦ ପରେ ଏବେ ଚେତିଲା ଚୀନ, ଜାଣନ୍ତୁ କଣ ନେଲା ନିଷ୍ପତ୍ତି

କନକ ବ୍ୟୁରୋ : ଦୁଇବର୍ଷ ପରେ ଚୀନ ସରକାର ଭାରତର କିଛି ନାଗରିକଙ୍କୁ ଚୀନ ଯାଇ ପାଠ ପଢିବାକୁ ଅନୁମତି ଦେଇଛନ୍ତି । ଏହାସହ ଚୀନ ସରକାର ଛାତ୍ରମାନଙ୍କ ଠାରୁ କିଛି ଜରୁରୀ ସୂଚନା ମାଗିଛନ୍ତି । ଚୀନରେ ଥିବା ଭାରତୀୟ ଦୂତାବାସ ତରଫରୁ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି । ଭାରତୀୟ ଦୂତାବାସ…

କେନ୍ଦୁପତ୍ର ତୋଳାରେ ମାଲେମାଲ ମାଲିକ: ଶୋଷଣର ଶିକାର ହେଉଛନ୍ତି କେନ୍ଦୁପତ୍ର ତୋଳାଳି

କନକ ବ୍ୟୁରୋ: ଚୋରି ହେଉଛି ସବୁଜହୀରା । ବେସରକାରୀ ସଂସ୍ଥା କରୁଛି ମନମାନି । କେଉଁଠି ବିନା ରସିଦରେ କିଣୁଛି ତ ଆଉ କେଉଁଠି ସଲାସୁତୁରା କରି ରାଜସ୍ୱ ଫାଙ୍କୁଛି । ସରକାରୀ ଫୋଡି ବଦଳରେ ବେସରକାରୀ ଫୋଡିରେ ଦେବାକୁ ଆସୁଛନ୍ତି କେନ୍ଦୁପତ୍ର ତୋଳାଳି । ଏପଟେ ପତ୍ରର କୈଣସି ଧାର୍ଯ୍ୟ ମୂଲ୍ୟ…

ରାୟଗଡାରେ ଦେଖାଦେଇଛି ପେଟ୍ରୋଲ-ଡିଜେଲର କୃତ୍ରିମ ଅଭାବ: ତେଲ ନଥିବାରୁ ବନ୍ଦ ରହିଛି ୧୫ଟି ପେଟ୍ରୋଲ ପମ୍ପ

କନକ ବ୍ୟୁରୋ: ରାୟଗଡା ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲର କୁତ୍ରିମ ଅଭାବ, ନଗଦ ନଦେଲେ ଡିପୋରୁ ମିଳୁନି ତୈଳ, ୪୯ଟି ପମ୍ପ୍ରୁ ୧୫ଟି ପମ୍ପ୍ ସଂପୂର୍ଣ୍ଣ ବନ୍ଦ, ବାଇକ୍କୁ ୧ ଲିଟର ଓ କାର୍ କୁ ମିଳୁଛି ୭ ଲିଟର । ଜିଲ୍ଲାରେ ତୈଳର ଏପରି ପରିସ୍ଥିତି କେବେ ହୋଇନଥିଲା । ତେବେ ଆନ୍ତର୍ଜାତିକ ବଜାରରେ…

ଗଜପତି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର ଅଜବ ନୀତି: କେନାଲ ପୋତି, ୧ ଫୁଟିଆ ନାଳ ଖୋଳିବାକୁ ନିଆଯାଉଛି ନିଷ୍ପତି

କନକ ବ୍ୟୁରୋ: ୧ ଫୁଟିଆ ନାଳ ଖୋଳିବାକୁ ଯୋଜନା କରୁଛି କ୍ଷୁଦ୍ର ଜଳସେଚନ ବିଭାଗ । ସରକାରୀ ଟଙ୍କାକୁ କିଭଳି ମନଇଛା ଖର୍ଚ କରାଯାଏ, ତାର ଉଦାହରଣ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ରାଜା ରାଜୁଡା ଅମଳ କେନାଲର ପୁନଃରୁଦ୍ଧାର ପାଇଁ ଚାଷୀମାନେ ବାରମ୍ବାର ଦାବି କରୁଥିବ ବେଳେ ଫୁଟେ ଓସାରର…

ଉଦଘାଟନ୍ ଅପେକ୍ଷାରେ ସ୍ପୋଟର୍ସ ହଷ୍ଟେଲ: କାମରେ ନଲାଗିବାରୁ ଭୂତକୋଠି ପାଲଟିଛି ୬ କୋଟିରେ ନିର୍ମିତ କୋଠା

କନକ ବ୍ୟୁରୋ: ଯାଜପୁର ସହରରେ କ୍ରୀଡାର ବିକାଶ ପାଇଁ କୋଟି କୋଟି ଟଙ୍କ୍ା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା କ୍ରୀଡାବିତଙ୍କ କାମରେ ଆସିପାରୁନି । ୬ କୋଟି ଟଙ୍କାର ସ୍ପୋଟର୍ସ ହଷ୍ଟେଲ ଓ ସୁଇମିଂ ପୁଲ ଏବେ ମଦ୍ୟପ ଓ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ୨ ବର୍ଷ ହେଲା ଏହାର ନିର୍ମାଣ…