Daily Archives

April 29, 2022

ଥାନାରେ ମହିଳାଙ୍କଠାରୁ ମସାଜ ନେଉଛନ୍ତି ଇନସପେକ୍ଟର: ଭିଡିଓ ଭାଇରାଲ ହେବା ପରେ ହେଲେ ସସପେଣ୍ଡ 

କନକ ବ୍ୟୁରୋ: ବିହାରର ସହରସା ଜିଲ୍ଲାରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଠି ଜଣେ ଥାନା ଅଧିକାରୀ ମହିଳାଙ୍କଠାରୁ ନିଜ ବଡି ମସାଜ କରାଉଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଥାନାଅଧିକାରୀ ଜଣକ ହେଉଛନ୍ତି ଶଶିଭୂଷଣ ସିହ୍ନା । ସେ…

ଜାମିନ ପାଇ ଜେଲରୁ ମୁକୁଳିଲେ ବିଧାୟକ ଜିଗ୍ନେଶ ମେୱାନୀ, ଅଧିକାରୀଙ୍କୁ ମାରପିଟ ଅଭିଯୋଗରେ ହୋଇଥିଲେ ଗିରଫ

କନକ ବ୍ୟୁରୋ : ଜଣେ ମହିଳା ପୋଲିସ ଅଧିକାରୀଙ୍କ ମାରପିଟ ଅଭିଯୋଗରେ ଆସାମର ବାରପେଟା ପୋଲିସ ଦ୍ୱାରା ଗିରଫ ହୋଇଥିବା ଗୁଜୁରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଜାମିନ ମିଳିଛି । ତାଙ୍କ ଓକିଲଙ୍କ କହିବା ମୁତାବକ କିଛି ଔପଚାରିକତା ବାକି ଥିବାରୁ ସେ ଆସନ୍ତା କାଲି ଅର୍ଥାତ ୩୦ ତାରିଖରେ…

ଆଗପଛ ହୋଇ ଆଖିବୁଜିଲେ ବାପପୁଅ । ବାପାଙ୍କ ମୁହଁରେ ମୁଖାଗ୍ନୀ ଦେବା ପୂର୍ବରୁ ନିଜେ ପାଲଟିଲେ ଶବ । ମଶାଣୀରେ ହେଲା…

କନକ ବ୍ୟୁରୋ: ରାତି ଅଧରେ ଆଖିବୁଜିଲେ ବାପା । ବାପାଙ୍କ ଆକସ୍ମିକ ମୃତ୍ୟୁ ପରେ ପୁଅର ମଥା ଉପରୁ ହଟିଗଲା ଗୋଟେ ଭରସାର ଛାତ । ରାତି ପାହି ସକାଳ ହୋଇଥିଲେ ଶ୍ମଶାନ ଯାଇଥାନ୍ତା ଶବ । ରାମ ନାମ ସତ୍ୟ କହି ମଶାଣୀ ମୁହାଁ ହୋଇଥାନ୍ତେ ପରିବାର ବର୍ଗ । ବାପାଙ୍କ ମୁହଁରେ ମୁଖାଗ୍ନୀ ଦେଇଥାନ୍ତେ ବଡ…

କେବେ ୬ଷ୍ଠ ଶ୍ରେଣୀରେ ହୋଇଥିଲେ ଫେଲ୍, କିନ୍ତୁ ପରେ ବିନା କୋଚିଂରେ ହେଲେ ଆଇଏଏସ ଅଫିସର? ଜାଣନ୍ତୁ ରୁକ୍ମଣୀଙ୍କ ସଫଳତାର…

କନକ ବ୍ୟୁରୋ : ୟୁପିଏସସି ପରୀକ୍ଷା । ଯାହାକୁ ପାସ୍ କରିବା ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ । ଅନେକ ସଫଳ ହୋଇଥାନ୍ତି, ଅନେକ ଛାତ୍ରଛାତ୍ରୀଙ୍କ ଏହି ସ୍ୱପ୍ନ ଅଧୁରା ରହିଥାଏ । କାରଣ ଏହି ପରୀକ୍ଷା ପାସ୍ କରିବାକୁ ହେଲେ ଅସୀମ ଧୈର୍ଯ୍ୟ ଓ କଠିନ ପରିଶ୍ରମର ଆବଶ୍ୟକତା ରହିଥାଏ । ବର୍ଷ ବର୍ଷ ଧରି…

ଏହି ଘର କିଣିଲେ ସ୍ୱାମୀଙ୍କୁ ମାଗଣା ଦେଇଦେବାକୁ ବିଜ୍ଞାପନ ଦେଲେ ମହିଳା, ଜାଣନ୍ତୁ କାରଣ

କନକ ବ୍ୟୁରୋ : ଆପଣ ଜାଣିଥିବେ ଯଦି ଆପଣ ଗୋଟିଏ ନୂଆ ଘର କିଣିବାକୁ ଯାଉଛନ୍ତି ତେବେ ଘର ମାଲିକ ବା ବିଲ୍ଡର୍ସମାନେ ଘର ସହ ଅନେକ ଆକର୍ଷଣୀୟ ଉପହାର ଦେବାକୁ ପ୍ରତିଶ୍ରୁତି ଦେଇଥାନ୍ତି । ହେଲେ ଏଠାରେ ଜଣେ ମହିଳା ବିଜ୍ଞାପନ ଦେଇଛନ୍ତି କି ଯଦି ଆପଣ ତାଙ୍କ ଘରଟିକୁ କିଣନ୍ତି ତେବେ ସେ ଘର ସହିତ…

ଚାକିରି ଚାଲିଗଲା, ସ୍କିପିଂ ଖେଳି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ଏହି ମହିଳା । ଜାଣନ୍ତୁ କେମିତି…

କନକ ବ୍ୟୁରୋ : ସାଧାରଣତଃ ଚାକିରି ଚାଲିଯିବା ପରେ ଲୋକେ ଚିନ୍ତାରେ ପଡି ଯାଆନ୍ତି । କେମିତି ରୋଜଗାର ହେବ, କେମିତି ଘର ଚଳିବ ଆଦି କଥା ଭାବି ଭାବି ବିଚଳିତ ହୋଇପଡନ୍ତି । କନ୍ତୁ ଜଣେ ମହିଳା ତାଙ୍କର ନିତିଦିନିଆ ବାୟାମ ସ୍କିପିଂ ଖେଳରୁ ଲକ୍ଷାଧିକ ଟଙ୍କା ରୋଜାଗର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ…