Daily Archives

April 29, 2022

ବଡ ବଡ ବନ୍ଧ ବାନ୍ଧି ମହାନଦୀ ପାଣି ଅଟକାଉଛି ଛତିଶଗଡ । ଅଣମୌସୁମୀ ସମୟରେ ୩୦ ପ୍ରତିଶତ କମିଲା ଜଳ ପ୍ରବାହ

କନକ ବ୍ୟୁରୋ: ପ୍ରବଳ ଗୀଷ୍ମ ପ୍ରବାହ ଭିତରେ ମହାନଦୀକୁ ନେଇ ଚିନ୍ତାଜନକ ଖବର ଆସିଛି । ଛତିଶଗଡରୁ ମହାନଦୀକୁ ଜଳ ପ୍ରବାହ ବହୁ ପରିମାଣରେ କମିଯାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରାୟ ୩୦ ପ୍ରତିଶତ କମିଯାଇଛି । ଛତିଶଗଡରେ ବହୁ ପରିମାଣରେ ବନ୍ଧ, ଆନିକଟ ନିର୍ମାଣ ହୋଇଥିବା ଯୋଗୁଁ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ । ପାଣିପାଗ ବିଭାଗ କହିଲା ୫ରେ ଲଘୁଚାପ, ଆଗକୁ ହେବ ଘନୀଭୂତ 

କନକ ବ୍ୟୁରୋ: ମେ’ ୪ ତାରିଖରେ ଓଡ଼ିଶା ଉପକୂଳରୁ ପ୍ରାୟ ୧୩ ଶହ କିଲୋମିଟର ଦୂର ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ୫ ତାରିଖରେ ଏହା ଲଘୁଚାପର ରୂପ ନେଇପାରେ ଏବଂ ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ବୌଦ୍ଧ: ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ

କନକ ବ୍ୟୁରୋ: ଆଜି ପୁଣି ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୫ଡିଗ୍ରୀ ରହିଛି । ଲଗାତର ଦ୍ୱିତୀୟ ଦିନରେ ବୌଦ୍ଧର ସର୍ବୋଚ୍ଚ ତାପମାତ୍ରା ୪୫ଡିଗ୍ରୀ ଛୁଇଁଛି । ୫ଟି ସହରରେ ଦିନର ତାପାମତ୍ରା ୪୪ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି । ୯ଟି ସହରରେ ତାପମାତ୍ରା ୪୩ଡିଗ୍ରୀ ଉପରେ ଓ ୨୫ଟି…

ଶାରୀରିକ ଅକ୍ଷମତା ସତ୍ୱେ ଶିକ୍ଷାଦାନରେ ବ୍ରତୀ ନିରଞ୍ଜନ ସାର । ଟ୍ରାଇ ସାଇକେଲରେ ପିଲାଙ୍କୁ ପଢାଉଛନ୍ତି ପାଠ ।

କନକ ବ୍ୟୁରୋ: ଶିକ୍ଷକତା ମଣିଷ ଗଢିବାର ମୁଖ୍ୟ ମାଧ୍ୟମ । ଗୁରୁ ହେଉଛନ୍ତି ଆମ ଜୀବନର ପଥ ପ୍ରଦର୍ଶକ, ଚଳନ୍ତି ଦେବତା । ସେମାନେ ଭଲ ମଣିଷ ହେବାର ରାସ୍ତା ଦେଖାନ୍ତି, ଉନ୍ନତି କରିବାକୁ ସଫଳତାର ଅ ଆ ଶିଖାନ୍ତି । ଶିକ୍ଷକ ସୁସ୍ଥ ହୁଅନ୍ତୁ କି ଶାରୀରିକ ଭାବେ ଅକ୍ଷମ । ନିଜ ଶିଷ୍ୟଙ୍କୁ ଗଢିବାକୁ…

ଗଞ୍ଜେଇ ଧରିବାକୁ ଯାଇ ହଟହଟ୍ଟା ହେଲେ ପୋଲିସ ଓ ଅବକାରୀ ବିଭାଗ । ଛେଳି ଚୋରି କରୁଥିବା ଅଭିଯୋଗରେ ଅଟକାଇ ରଖିଲେ…

କନକ ବ୍ୟୁରୋ: ଗଞ୍ଜେଇ ଧରିବାକୁ ଯାଇ ହଟହଟ୍ଟା ହେଲେ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ । ଛେଳି ଚୋରି କରୁଥିବା ଅଭିଯୋଗରେ ଅଟକାଇ ରଖିଲେ ଗ୍ରାମବାସୀ । ଉଚ୍ଚପଦସ୍ତ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଛାଡିଲେ ଗ୍ରାମବାସୀ। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ସୀମାନ୍ତରେ।…

ଗାଙ୍ଗୁଲିଙ୍କ ଥଟ୍ଟା, ମୋତେ ରାତି ସାରା ଶୁଆଇ ଦେଇନଥିଲା । ଯୁବରାଜ କଲେ ଖୁଲାସା ।

କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ପୁଣି ଏକ ନୂଆ ଖୁଲାସା କରିଛନ୍ତି । ଆଉ ତାହା ବି ପୁଣି ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ । ଯୁବରାଜ ଦୀର୍ଘ ୨୨ ବର୍ଷ ତଳର ଏକ ଘଟଣା ମନେ ପକାଇ କହିଛନ୍ତି ଆଇସିସିର ଏକ ନକଆଉଟ…