Daily Archives

April 24, 2022

ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ । ଦ୍ୱିତୀୟ ଦିନ ଲାଗି ତତଲା କଡେଇ ପାଲଟିଛି ଭୁବନେଶ୍ୱର ।

କନକ ବ୍ୟୁରୋ: ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛନ୍ତି ରାଜଧାନୀବାସୀ । ଲଗାତାର ଦ୍ୱିତୀୟ ଦିନ ଲାଗି ତତଲା କଡେଇ ପାଲଟିଛି ଭୁବନେଶ୍ୱର । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୩ ଡିଗ୍ରୀ ଛୁଇଁଛି । ଆଉ ଏହା ହେଉଛି ଗତ ୭ ବର୍ଷରେ ତୃତୀୟ ସର୍ବାଧିକ । ୨୦୧୬ ଏପ୍ରିଲ ୧୧ ତାରିଖରେ…

‘ମୋ ଆଖିକୁ ଲୁହ ଆସିଯାଉଛି’…କୋହଲିଙ୍କ ଖରାପ ଫର୍ମକୁ ନେଇ ଏମିତି କହିଲେ ଆକାଶ ଚୋପ୍ରା…

କନକ ବ୍ୟୁରୋ: ଚଳିତ ବର୍ଷ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଆରସିବିର କ୍ୟାପଟେନ୍ ପଦରୁ ବିରାଟ କୋହଲି ବିଦାୟ ନେଇଥିଲେ । ଏହାପରେ ଆଶା କରାଯାଉଥିଲା, ବିରାଟଙ୍କ ବ୍ୟାଟରୁ ରନ୍ ଆସିବ । ହେଲେ ଚଳିତ ସିଜିନର ଗତ ଦୁଇଟି ମ୍ୟାଚରେ କୋହଲି ଶୂନରେ ଆଉଟ୍ ହେବା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି ।…

ପଛରେ ପଡିଲେ ଅମ୍ବାନୀ, ବିଶ୍ୱର ଟପ୍-୫ ଧନୀ ତାଲିକାରେ ଅଦାନୀ । ଜାଣନ୍ତୁ ଗୌତମ ଅଦାନୀଙ୍କର ମୋଟ ସମ୍ପତ୍ତି କେତେ?

କନକ ବ୍ୟୁରୋ : ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀଙ୍କ ସମ୍ପତ୍ତି ତାଲିକା ହୁ ହୁ ହୋଇ ବଢିଛି । ସମ୍ପତ୍ତି ବୃଦ୍ଧି ସହ ବିଶ୍ୱର ଅନେକ ବଡ ବଡ ବ୍ୟବସାୟୀ ଓ ଉଦ୍ୟୋଗପତିଙ୍କୁ ପଛରେ ପକାଇ ଧନୀ ତାଲିକାର ଟପ୍-୫ରେ ପହଞ୍ଚିଛନ୍ତି ଅଦାନୀ । ଫୋବର୍ସ ରିଅଲ ଟାଇମ ବିଲେନିୟର ତାଲିକା ଅନୁଯାୟୀ,…

ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଜି ୪୩.୩ ଡିଗ୍ରୀ ଛୁଇଁଲା ଭୁବନେଶ୍ୱରର ତାପମାତ୍ରା

କନକ ବ୍ୟୁରୋ: ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର । ଆଜି ରାଜଧାନୀର ତାପମାତ୍ରା ୪୩.୩ ଡିଗ୍ରୀ ଛୁଇଁବା ସହିତ ସବୁ ରେକର୍ଡ ଭାଙ୍ଗି ଦେଇଛି । ୨୦୧୧ ମସିହା ପରଠାରୁ ଏପ୍ରିଲ ମାସରେ ତୃତୀୟ ସର୍ବାଧିକ ତାପମାତ୍ରା ଦେଖିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱର ର ଚଳିତ ବର୍ଷର…

ଋଷ ପାଇଁ ଘନେଇଲା ବିପଦ, ଖୁବଶୀଘ୍ର ଜେଲେନସ୍କିଙ୍କୁ ଭେଟିବେ ଆମେରିକାର ଦୁଇ ବରିଷ୍ଠ ମନ୍ତ୍ରୀ

କନକ ବ୍ୟୁରୋ : ଋଷ –ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ଗୋଟିଏ ପଟେ ଋଷ ସେନା ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଦଖଲ କରିଚାଲିଥିବା ବେଳେ ଦିନକୁ ଦିନ ୟୁକ୍ରେନ ସେନା ଅସହାୟ ହୋଇପଡୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ନ୍ୟୁଜ ଏଜେନ୍ସି ଏପି ମୁତାବକ ଏବେ ଋଷ…

ଖରା ବଢୁଛି, ପିଇବା ପାଇଁ ମିଳୁନି ପାଣି  । କଟକ ଗୋପୀନାଥପୁର ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା, ପାଖ ଗାଁ ସାଜିଛି…

କନକ ବ୍ୟୁରୋ : ଖରାର ପ୍ରକୋପ ଯେତିକି ବଢ଼ୁଛି ପାନୀୟ ଜଳର ସମସ୍ୟା ତାଠାରୁ ଅଧିକ ହେଉଛି । ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ କରିଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁନି । ପିଇବା ପାଣି ପାଇଁ ମହିଳାମାନେ ଅନ୍ୟ ଗାଁର କୂଅକୁ ଯାଇ ପାଣି…