Daily Archives

April 24, 2022

ଓଡିଆ ଧାରାବାହିକ ଅଭିନେତା ଏମ୍ ସୁମନ କୁମାର ଗିରଫ । ଯୁବତୀଙ୍କ ଅଭିଯୋଗ ପରେ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ: ଓଡିଆ ଧାରାବାହିକ ଅଭିନେତା ଏମ୍ ସୁମନ କୁମାର ଗିରଫ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ପ୍ରେମ ସମ୍ପର୍କରେ ରହି ବିବାହ ପାଇଁ ମନା କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ । ଏହାପରେ ଅଭିନେତା ଜଣଙ୍କୁ ପୋଲିସ ଗିରଫ କରିଛି । ଅଭିନେତା ଏମ…

ଛାତ୍ର ଛାତ୍ରୀଙ୍କ ପାଇଁ ବାଇବେଲକୁ ବାଧ୍ୟତାମୂଳକ କଲା ଏହି ସ୍କୁଲ, ଜାଣନ୍ତୁ କଣ ରହିଛି ସରକାରଙ୍କ ପ୍ରତିକ୍ରିୟା

କନକ ବ୍ୟୁରୋ : ପ୍ରଥମେ ହିଜାବ ପରେ ହନୁମାନ ଚାଳିଶା ଓ ଏବେ ବାଇବେଲକୁ ନେଇ କର୍ଣ୍ଣାଟକ ରାଜନୀତି ବେସ୍ ସରଗରମ ହେବାରେ ଲାଗିଛି । କର୍ଣ୍ଣାଟକ ବେଙ୍ଗାଲୋରର ଏକ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ବାଇବେଲକୁ ବାଧ୍ୟତାମୂଳକ ବୋଲି ଘୋଷଣା କରିବା ପରେ ଏହାକୁ ନେଇ ଦକ୍ଷୀଣପନ୍ଥୀ ଗୋଷ୍ଠୀ ଅସନ୍ତୋଷ…

ଆମେ ପଢିବୁ, ଆମ ସ୍କୁଲ ଖୋଲ । କେନ୍ଦ୍ରାପଡା ଭୋପାଳ ସ୍କୁଲ ପରିସରରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା, ପୁଣିଥରେ…

କନକ ବ୍ୟୁରୋ : କେନ୍ଦ୍ରାପଡା ଭୋପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମ କ୍ଲାସ ବନ୍ଦକୁ ବିରୋଧ କରି ଧାରଣାରେ ଅଭିଭାବକ ଓ ଛାତ୍ରଛାତ୍ରୀ । ପୁଣି ଥରେ ସେହି ସ୍କୁଲରେ ଷଷ୍ଠ ଓ ସପ୍ତମ କ୍ଲାସ ପାଠପଢ଼ା ଆରମ୍ଭ କରିବାକୁ ଦାବି କରାଯାଉଛି । ପିଲାଙ୍କ ଯାତାୟତରେ ଅସୁବିଧା ହେଉଥିବାରୁ…

ଅସହ୍ୟ ଗରମରେ ଘଣ୍ଟା ଘଣ୍ଟା ପାୱାରକଟ୍, ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ବିଦ୍ୟୁତ୍ ସେବା ସ୍ୱାଭାବିକ ନହେଲେ…

କନକ ବ୍ୟୁରୋ : ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟ ଏବେ ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ଆଗକୁ ପରୀକ୍ଷା ଆସୁଥିଲେ ମଧ୍ୟ ଦିନକୁ ୨ ଘଣ୍ଟାରୁ ଆରମ୍ଭ କରି ୮ଘଣ୍ଟା ଧରି ବିଦ୍ୟୁତ ସଂଯୋଗ ରହୁ ନଥିବାରୁ…

ବଦଳିବ ନୀତିଶ କୁମାରଙ୍କ ଠିକଣା । କୁଆଡେ ଯିବେ ନୀତିଶ?

କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଆଲୋଚନା ହେଉଛି । କେବେ ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କୁହାଯାଉଛି ତ ଆଉ କେତେବେଳେ ତାଙ୍କୁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କୁହାଯାଉଛି । ଗତ କିଛି ଦିନ ହେବ ବିହାରର ରାଜନୀତି ନୀତିଶ…

ଲକ୍ଷ୍ମୀପୁର ଖେରୀ କୃଷକ ହତ୍ୟା ମାମଲାର ନୂଆ ମୋଡ, ଆତ୍ମସମର୍ପଣ କଲେ ହତ୍ୟା ଅଭିଯୁକ୍ତ ଆଶିଷ ମିଶ୍ରା

କନକ ବ୍ୟୁରୋ : ଆଇନ ଉପରେ କେହି ବଡ ନୁହଁନ୍ତି । ଆଇନକୁ ଫାଙ୍କି କେହି କିଛିଦିନ ପାଇଁ ଲୁଚିପାରେ ହେଲେ ଅପରାଧୀ କିମ୍ବା ଅପରାଧ ଅଭିଯୁକ୍ତଙ୍କ ପାଇଁ ଆଇନ ସବୁଠୁ ଉପରେ । ସେ ରାଜନେତା ହୁଅନ୍ତୁ କି ପୁଞ୍ଜିପତି କିମ୍ବା ସାଧାରଣ ଲୋକ । ଏହା ପୁଣି ପ୍ରମାଣ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ…