Daily Archives

April 18, 2022

ଆନ୍ଦୋଳନ ଭିତରେ ଦୁଇଫାଳ ହେଲା ଡ୍ରାଇଭର ସଂଘ: ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ

କନକ ବ୍ୟୁରୋ: ଆନ୍ଦୋଳନ ଭିତରେ ଦୁଇଫାଳ ହେଲା ଡ୍ରାଇଭର ସଂଘ । ଡ୍ରାଇଭର ସଂଘ ଭିତରେ ଫାଟ ସୃଷ୍ଟି ହୋଇଛି । ଫଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସଭାପତି ଓ ସମ୍ପାଦକଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣିଛନ୍ତି । ଆନ୍ଦୋଳନକୁ ଭଣ୍ଡୁର କରିଥିବା ଅଭିଯୋଗ କଲେ ଡ୍ରାଇଭର । ଆଜି ସକାଳୁ ସକାଳୁ…

ପୋଖରୀରେ ଗାଧୋଇବା ବେଳେ ବୁଡିଗଲେ ଇସ୍ରୋ ବୈଜ୍ଞାନିକ । ଉଦ୍ଧାର କଲେ ଗ୍ରାମବାସୀ, ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର…

କନକ ବ୍ୟୁରୋ : ପୋଖରୀରେ ଗାଧୋଉଥିବା ବେଳେ ବୁଡିଗଲେ ଇସ୍ରୋ ବୈଜ୍ଞାନିକ । ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଝାରପାଲି ଗାଁରେ ଘଟିଛି ଏଭଳି ଅଘଟଣ । ଗାଁର ୨୭ ବର୍ଷୀୟ ଯୁବକ ନିହାର ରଞ୍ଜନ ପ୍ରଧାନ ଇସ୍ରୋରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥିଲେ । ଶନିବାର ସେ ନିଜ ପୈତୃକ ଗାଁ ଝାରପାଲିକୁ…

ଦେଶରେ ବଢୁଥିବା ହିଂସାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ଓୱେସୀ, ପୋଲିସକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଦିଲ୍ଳୀ ଜାହାଙ୍ଗୀରପୁରୀ ହିଂସାକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓୱେସୀ ସୋମବାର ଦିନ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଓୱେସୀ କହିଛନ୍ତି କି ଦିଲ୍ଲୀ ପୋଲିସ କମିଶନରଙ୍କ ସୂଚନା ମୁତାବକ ଜାହାଙ୍ଗୀରପୁରୀରେ ଯେଉଁ ଶୋଭାଯାତ୍ରା…

ରାଜଧାନୀର ମିଳୁଛି ଚିକେନ୍ ଦହିବରା । ଦାମ କମ୍, ଟେଷ୍ଟ ଦମଦାର । ଜାଣନ୍ତୁ, କେଉଁଠି ମିଳୁଛି ଏ ନନଭେଜ୍ ଦହିବରା…

କନକ ବ୍ୟୁରୋ: ରାଜଧାନୀର ଉଦୁଉଦିଆ ଖରାବେଳେ...ପେଟକୁ ଯେତେବେଳେ ଭୋକ ଆସେ...ତଣ୍ଟିକୁ ଯେତେବେଳେ ଶୋଷ ଆସେ...ମନ ଖୋଜିଥାଏ ଟିକେ ଦହିବରା ଆଉ ଟିକେ ଆଳୁଦମ । ଗଳି ହେଉ କି କନ୍ଧି, ରାସ୍ତା ହେଉକି ଗଛ ମୂଳ । ସବୁଠି ସବୁବେଳେ, ଆପଣଙ୍କ ଭୋକ ଆଉ ଶୋଷକୁ ମେଣ୍ଟାଇଦିଏ ଏଇ ଦହିବରା । ଖରାଦିନେ…

ପୁଣି ବଢିଲା ବସ୍ ଭଡା । ଜାଣନ୍ତୁ କେଉଁ ବସରେ ଗଲେ ଦେବାକୁ ପଡିବ କେତେ ଟଙ୍କା?

କନକ ବ୍ୟୁରୋ : ବସ୍ ଯାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟରେ ପୁଣି ବଢିଲା ବସ୍ ଭଡା । ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦର ବଢୁଥିବା ବେଳେ ଆଜି ବସ୍ ଭଡା ବୃଦ୍ଧି ପାଇଛି ।  ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା ୪ ପଇସା ବଢିଛି ।…

ଉଇଁଲା ପାଠ ପଢିବାର ଆଶା । ଅନାଥ ଦୁଇ ଭଉଣୀଙ୍କ ସବୁ ଦାୟିତ୍ୱ ନେବ ପ୍ରଶାସନ । ଖବର ବାଜିବା ପରେ ବଢିଲା ସହାୟତାର ହାତ ।

କନକ ବ୍ୟୁରୋ: ଆଖିରେ ଆଖିଏ ଆଶା, ଓଠରେ ଚେନାଏ ହସ । ଏବେ ସେମାନେ ହାରିଯିବେନି କି ଜୀବନର ବାଜିରେ ବିଫଳ ହେବେନି । ସେମାନେ ପଢିବେ, ବଢିବେ, ଭଲ ମଣିଷ ହୋଇ ସ୍ୱର୍ଗରେ ଥିବା ବାପାମାଆଙ୍କ ସ୍ୱପ୍ନ ପୂରା କରିବେ । ପ୍ରଶାସନ ପାଖରୁ ଭରସା ଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ସେମାନଙ୍କ ମୁହଁରେ…