Daily Archives

April 18, 2022

ଏପ୍ରିଲ ୨୧ ତାରିଖରେ ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦୀ, ଜାଣନ୍ତୁ ଦେଶବାସୀଙ୍କ ସାମ୍ନାରେ କେଉଁ…

କନକ ବ୍ୟୁରୋ : ଶିଖ ଗୁରୁ ତେଗ ବାହାଦୁରଙ୍କ ୪୦୦ ତମ ପ୍ରକାଶ ଦିବସ ଏପ୍ରିଲ ୨୧ ତାରିଖରେ ପଡୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି । କହିରଖୁ କି ଏହି ଅବସରରରେ ଏପ୍ରିଲ ୨୦ ଓ ୨୧ ତାରିଖରେ ଲାଲ କିଲ୍ଲାରେ ଏକ…

କ୍ରୋମ୍ ୟୁଜର୍ସଙ୍କୁ ଚେତାବନୀ । ଚୋରି ହେଇପାରେ ଆପଣଙ୍କ ତଥ୍ୟ…

କନକ ବ୍ୟୁରୋ: ଆପଣ ଯଦି ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, କ୍ରୋମ୍ ବ୍ରାଉଜରରେ ସର୍ଚ୍ଚ କରୁଛନ୍ତି । ତେବେ ସତର୍କ ହେଇଯାଆନ୍ତୁ । କାହିଁକି ନା, ଅତି ସହଜରେ ଲିକ୍ ହେଇପାରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ । ବର୍ତମାନ ସମୟରେ ଗୁଗୁଲ କ୍ରୋମ୍ ହେଉଛି ଗୋଟିଏ ଲୋକପ୍ରିୟ ବ୍ରାଉଜର । ଯାହାକୁ କୋଟି…

ମୁଢି ବସ୍ତାରେ ଗଞ୍ଜେଇ ଚାଲାଣ । ଜୟପୁର ସହର ନିକଟରୁ ଟ୍ରକକୁ ଧରିଲା ପୋଲିସ, ଜବତ କଲା ୬୦ ଲକ୍ଷରୁ ଅଧିକ ଗଞ୍ଜେଇ ।

କନକ ବ୍ୟୁରୋ : ଅଭିନବ ଉପାୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ । ମୁଢ଼ି ବସ୍ତା ଭିତରେ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ । ୩୦ ବସ୍ତା ମୁଢ଼ିରୁ ଗଂଜେଇ ଜବତ କରିଛି ଜୟପୁର ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ହେବ । ରାୟପୁରରୁ ରାଜ୍ୟ ବାହାରକୁ ଚୋରା ଚାଲଣ ହେଉଥିବା ବେଳେ…

ପରମ୍ପରା ନାଁରେ ପିଲାଙ୍କ ଜୀବନ ସହ ଚାଲିଛି ସାଂଘାତିକ ଖେଳ । ଚଇତି ପର୍ବରେ ୪୦ ଫୁଟ ଉଚ୍ଚରେ ଅସୁରକ୍ଷିତ ରାମ ଦୋଳିରେ…

କନକ ବ୍ୟୁରୋ : ପରମ୍ପରା ନାଁରେ କୁନି ପିଲାଙ୍କ ଜୀବନ ସହ ସାଙ୍ଘାତିକ ଖେଳ । ୪୦ ଫୁଟ ଉଚ୍ଚ ଅସୁରକ୍ଷିତ ରାମ ଦୋଳିରେ ପିଲାଙ୍କୁ ବୁଲାଉଛନ୍ତି ଗ୍ରାମବାସୀ । ଏ ଚିତ୍ର ଆସିଛି ସ୍ୱାଭିମାନ ଅଂଚଳରୁ । ପ୍ରତି ବର୍ଷ ସ୍ୱାଭିମାନ ଅଂଚଳ ଯୋଡାମ୍ବ ପଞ୍ଚାୟତରେ ଦାରଲାବେଡା ଗାଁରେ ଚଇତି ପରବ ଅବସରରେ…

ଖର୍ଚ୍ଚ ହେଉଛି ୩୧୨ କୋଟି, ୨ ବର୍ଷ ପରେ ବି ସରୁନି ପାଇପ୍ ପୋତା । କେବେ ମିଳିବ ପାଣି? କାମର ମାନକୁ ନେଇ ଉଠିଲା ପ୍ରଶ୍ନ…

କନକ ବ୍ୟୁରୋ: ପାଣି ପାଇଁ ଖର୍ଚ୍ଚ ହେଉଛି ଶହଶହ କୋଟି, ହେଲେ କାମ ଚାଲିଛି ଯେ ସରିବାର ନାଁ ଧରୁନାହିଁ । ପାଣି ମୁନ୍ଦାଏ ପାଇଁ ଜଗି ବସିଛନ୍ତି ଅଞ୍ଚଳବାସୀ । ସୁନ୍ଦରଗଡ ଜିଲ୍ଲାରେ ମେଗା ପାଇପ୍ ଓାର୍ଟର ପ୍ରୋଜେକ୍ଟ ପାଇଁ ଚାଲିଛି ୩୧୨ କୋଟିର ପକଳ୍ପ । ହେଲେ ପାଣି କେବେ ମିଳିବ ତାହାକୁ ନେଇ…

ଦିଲ୍ଲୀରେ ଥମୁନି ସାଂପ୍ରଦାୟିକ ହିଂସା, ଗିରଫ କରିବାକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ

କନକ ବ୍ୟୁରୋ : ଏବେ ଦେଶର ଅନେକ ରାଜ୍ୟରେ ସାଂପ୍ରଦାୟିକ ହିଂସା ଲାଗି ରହିଛି । ଗୁଜୁରାଟ, ରାଜସ୍ଥାନ ଓ ଦିଲ୍ଲୀ ଭଳି ରାଜ୍ୟରେ ଏହା ଉଗ୍ରରୂପ ନେଇଛି । ଦିଲ୍ଲୀର ଜାହାଙ୍ଗୀରପୁରୀ ଠାରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ହିଂସା ଏବେ ଉଗ୍ରରୂପ ନେଇଛି । ଏହି ହିଂସାରେ ସଂପୃକ୍ତ ଥିବା ଜଣେ…