Daily Archives

March 25, 2022

ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମ ସାମ୍ନାରେ ଉତ୍ତେଜନା: ଭିଡ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସର ଲାଠିଚାର୍ଜ

କନକ ବ୍ୟୁରୋ: ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମ ସାମ୍ନାରେ ଉତ୍ତେଜନା । ଉତ୍ତେଜନା ଦେଖି ଷ୍ଟ୍ରଙ୍ଗରୁମ ବାହାରେ ପୋଲିସ ମୁତୟନ ହୋଇଛି । ଭିଡରୁ ନିୟନ୍ତ୍ରଣ କରିବାକୁ ମୃଦୁ ଲାଠି ଚାଳନା କରିଛି ପୋଲିସ । ଷ୍ଟ୍ରଙ୍ଗ ରୁମରେ ଜଣେ ପଶିଥିବା ଅଭିଯୋଗ କରିଥିଲା ବିଜେପି । ଜଣକୁ ରାବୁ କରି…

ୟୁପିରେ ପୁଣି ଆରମ୍ଭ ହେଲା ଯୋଗୀ ରାଜ: ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

କନକ ବ୍ୟୁରୋ: ଉତରପ୍ରଦେଶରେ ପୁଣି ଆରମ୍ଭ ହେଲା ଯୋଗୀ ରାଜ । ଦ୍ୱିତୀୟ ଥର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଯୋଗୀ ଆଦିତ୍ୟନାଥ । ଲଖ୍ନୌରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି ।…

ଅଲିମ୍ପିକ ଖେଳାଳୀ ଦୂତି ଚାନ୍ଦଙ୍କ ବିବାଦୀୟ ପୋଷ୍ଟକୁ ନେଇ ଚର୍ଚ୍ଚା । କହିଲେ, ଖେଳକୁ ନେଇ ଚାଲିଛି ରାଜନୀତି, ହକି…

କନକ ବ୍ୟୁରୋ : ଫେସବୁକରେ ଅଲିମ୍ପିକ୍ ଖେଳାଳି ଦୂତୀ ଚାନ୍ଦଙ୍କ ଏକ ପୋଷ୍ଟ ଆଜି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲା । ରାଜ୍ୟ ସରକାରଙ୍କ ଉପରେ ବେଶ୍ କ୍ଷୁବ୍ଧ ହୋଇ ଦୂତୀ ଏହି ପୋଷ୍ଟ କରିଥିବା ସମସ୍ତେ ଅନୁମାନ କଲେ । ଦୂତୀ ଏଥିରେ ଲେଖିଥିଲେ, ଖେଳକୁ ନେଇ ଏଠି ରାଜନୀତି ଚାଲିଛି । ସରକାରଙ୍କ…

ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ କହିଲା ନାଟୋ: ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବାକୁ ଘୋଷଣା

କନକ ବ୍ୟୁରୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ୩୦ ଦିନରେ ପହଂଚିଛି । କେବେ ଯୁଦ୍ଧ ସରିବ, ଶାନ୍ତି ଫେରିବ, ଏ ନେଇ କିଛି ରାସ୍ତା ବାହାରି ପାରିନି । ବରଂ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଶୁକ୍ରବାର ୟୁକ୍ରେନ ସୀମାରେ ଥିବା ପୋଲାଣ୍ଡ ଗସ୍ତରେ ରାଷ୍ଟ୍ରପତି ବାଇଡେନ୍ । ଏହି ଗସ୍ତର…

ପୌର ଫଇସଲା : ସକାଳ ୮ଟାରୁ ଭୋଟ ଗଣତି, ହାତ ଟେକିଦେଲେ ବିରୋଧୀ । ବିଜେଡି କହିଲା, ପଞ୍ଚାୟତ ଫଳାଫଳର ହେବ ପୁନରାବୃତ୍ତି…

କନକ ବ୍ୟୁରୋ : କାଲି ହେବ ପୌର ନିର୍ବାଚନର ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କାହାକୁ ଭୋଟ ଦେଇଛନ୍ତି ସହରୀ ଭୋଟର । ତେବେ ଗଣତି ପୂର୍ବରୁ ହାତ ଟେକି ଦେଇଛନ୍ତି…

ୟୁକ୍ରେନରେ ଧ୍ୱଂସଲୀଳା ଖେଳୁଛି ପୁଟିନ ବାହିନୀ: ମାରିୟୁପୋଲ ଦଖଲ ପାଇଁ ଲୋକଙ୍କ ଘର ଉପରେ ବୋମା ବର୍ଷା କରୁଛି ଋଷ

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଏକ ମାସ ହୋଇସାରିଲାଣି । କିନ୍ତୁ ଏବେ ବି ଜାରି ରହିଛି ଦୁଇ ଦେଶ ମଧ୍ୟରେ ଯୁଦ୍ଧ । ୟୁକ୍ରେନ ଭିତରେ ପଶି ବିଭିନ୍ନ ସହର ଉପରେ ବୋମା ବର୍ଷା କରୁଛି ରୁଷ ସେନା । ଆଉ ଏହାର ଭୟଙ୍କର ଚିତ୍ର ଏବେ ସାରା ବିଶ୍ୱ ଦେଖୁଛି । ଏ ଭିତରେ ମାରିୟୁପୋଲ ଉପରେ…