Daily Archives

March 25, 2022

ବିଧାନସଭାରେ ରାଜ୍ୟପାଳ ଆଙ୍କିଲେ ସରକାରଙ୍କ ସଫଳତାର ଗୋଲାପୀ ଚିତ୍ର । ବିରୋଧୀ କହିଲେ, ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ…

କନକ ବ୍ୟୁରୋ : ବିଧାନସଭା ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣ ରଖି କହିଛନ୍ତି, ଗାଁରେ ଗରିବଙ୍କୁ ପକ୍କା ଘର ଏବଂ ସହରରେ ଜାଗା ମିଶନ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଥିସହ ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସର ଚଢ଼ାଉକୁ ପ୍ରଶଂସା କରି ରାଜ୍ୟପାଳ…

ମାନସଙ୍କ କ୍ୟାମେରା ଚିପରେ ଥିଲା କଣ? ସହଯୋଗୀ କ୍ୟାମେରାମ୍ୟାନଙ୍କ ବିସ୍ଫୋରକ ବୟାନ ।

କନକ ବ୍ୟୁରୋ : କ୍ୟାମେରାମ୍ୟାନ ମାନସ ସ୍ୱାଇଁକୁ ହତ୍ୟା ପଛର କାରଣ ନେଇ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ସତ ହୋଇଛି । ଏକ ଭିଡିଓ କ୍ଲିପ୍ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ଧୀରେ ଧୀରେ ସ୍ପଷ୍ଟ ହେଉଛି । କନକ ନ୍ୟୁଜକୁ ସାକ୍ଷାତକାର ଦେଇ ମାନସଙ୍କ ସହଯୋଗୀ କ୍ୟାମେରାମ୍ୟାନ କହିଛନ୍ତି,…

ମୋଦୀ କ୍ୟାବିନେଟରେ ସ୍ଥାନ ପାଇଲେ ପୂର୍ବତନ ଆଇଏଏସ୍ ଅଫିସର ଅରବିନ୍ଦ ଶର୍ମା । ମୋଦୀଙ୍କର ଖାସ୍ ଲୋକ ବୋଲି ରହିଛି…

କନକ ବ୍ୟୁରୋ: ୟୁପିରେ ଆଜିଠୁ ଆରମ୍ଭ ହୋଇଛି ଯୋଗୀ ସରକାରର ଦ୍ୱିତୀୟ ପାଳି । ଲକ୍ଷ୍ନୌରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀମାନେ ମଧ୍ୟ ଶପଥ ପାଠ କରିଛନ୍ତି । ଯେଉଁଥିରେ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକଙ୍କୁ…

ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଚେନ୍ନାଇ ପାଇଁ ଆସିଲା ଖୁସିଖବର । ଚେନ୍ନାଇ ସୁପର କିଙ୍ଗସ କ୍ୟାମ୍ପରେ ଯୋଗ ଦେଲେ ଏହି ଷ୍ଟାର…

କନକ ବ୍ୟୁରୋ :  ଶନିବାର ଠାରୁ ଆରମ୍ଭ ହେବ ଆଇପିଏଲ ମହାମୁକାବିଲା । ତେବେ ଏହାପୂର୍ବରୁ  ଚେନ୍ନାଇ ସୁପର କିଙ୍ଗସ ପାଇଁ ଆସିଛି ଖୁସି ଖବର । ଆଇପିଏଲ ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ କ୍ୟାମ୍ପରେ ଯୋଗ ଦେଇଛନ୍ତି ଦଳର ଷ୍ଟାର ଅଲରାଉଣ୍ଡର ମୋଇନ ଅଲ୍ଲୀ । ଭିସା ସମସ୍ୟାକୁ ନେଇ…

କାହିଁକି ହୋଇଥିଲା ମାନସଙ୍କ ହତ୍ୟା? କନକ ନ୍ୟୁଜକୁ କହିଲେ ମାନସଙ୍କ ସହଯୋଗୀ

କନକ ବ୍ୟୁରୋ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଉପରୁ ହଟିଲା ପରଦା । କନକ ନ୍ୟୁଜକୁ ମାନସଙ୍କ ସହଯୋଗୀ କ୍ୟାମେରାମ୍ୟାନଙ୍କ ବୟାନ । ଚିପରେ କଣ ଥିଲା ସେନେଇ ସହଯୋଗୀଙ୍କୁ କହିଥିଲେ ମାନଓ । ପୁରୀ ବେଳାଭୂମିରେ ଏକ ଫିଲ୍ମର ସିନ୍ ସୁଟ୍ ହୋଇଥିଲା । ଏହି ସିନରେ ନିରଞ୍ଜନ ସେଠୀ ଓ ୨ ଜଣ…

ସନ୍ୟାସୀରୁ ସିଂହାସନ । ମଠ ମହନ୍ତରୁ ୟୁପି ମୁଖ୍ୟମନ୍ତ୍ରୀ । ପଢନ୍ତୁ, ଯୋଗୀ ଆଦିତ୍ୟନାଥଙ୍କ ଜୀବନ କାହାଣୀ…

କନକ ବ୍ୟୁରୋ: ଯୋଗୀ ଆଦିତ୍ୟନାଥ । ଯେତେବେଳେ ଜଣେ ବ୍ୟକ୍ତି, ସଂସାର ଗଢିବାକୁ ଇଚ୍ଛାକରେ, ପରିବାର ସହ ବେଳ କାଟିବାକୁ ସମୟ ଖୋଜେ । ସେତେବେଳେ ସେ ନେଇଥିଲେ ସନ୍ୟାସ । ସଂସାରର ମୋହ ମାୟା ତ୍ୟାଗ କରି, ସେ ନେଇଥିଲେ ଜୀବନର କଠିନ ନିଷ୍ପତି । ୧୯୭୨ ମସିହା ଜୁନ୍ ୫ ତାରିଖ । ଉତ୍ତରାଖଣ୍ଡର…