ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମ ସାମ୍ନାରେ ଉତ୍ତେଜନା: ଭିଡ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସର ଲାଠିଚାର୍ଜ

204

କନକ ବ୍ୟୁରୋ: ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମ ସାମ୍ନାରେ ଉତ୍ତେଜନା । ଉତ୍ତେଜନା ଦେଖି ଷ୍ଟ୍ରଙ୍ଗରୁମ ବାହାରେ ପୋଲିସ ମୁତୟନ ହୋଇଛି । ଭିଡରୁ ନିୟନ୍ତ୍ରଣ କରିବାକୁ ମୃଦୁ ଲାଠି ଚାଳନା କରିଛି ପୋଲିସ । ଷ୍ଟ୍ରଙ୍ଗ ରୁମରେ ଜଣେ ପଶିଥିବା ଅଭିଯୋଗ କରିଥିଲା ବିଜେପି । ଜଣକୁ ରାବୁ କରି ପୋଲିସ ଜିମା ଦେଇଛନ୍ତି ବିଜେପି କର୍ମୀ । ବିକ୍ଷୋଭକାରୀଙ୍କ ଆକ୍ରମଣରେ ଯୁବକ ଜଣକ ଆହତ ହୋଇଛନ୍ତି ।