Daily Archives

March 3, 2022

ଟିକସ ଠକେଇ ପାଇଁ ମୁମ୍ବାଇରୁ ଭୁବନେଶ୍ୱର ଜାଲ ବିଛାଇଛନ୍ତି ସୁନା ବେପାରୀ । ଜିଏସଟି ଫାଙ୍କିବା ପାଇଁ ଚୋରାରେ ଆଣୁଥିଲେ…

କନକ ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନରୁ ୩୨କେଜି ସୁନା ଗହଣା ଜବତ ମାମଲାର ତଦନ୍ତ ଏବେ ଜିଏସଟି ବିଭାଗ କରୁଛି । ମଙ୍ଗଳବାର ରାତିରେ ଜିଆରପି ପୁଲିସ ୪ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ସୁନା ଅଳଙ୍କାର ଭର୍ତ୍ତି ୪ଟି ସୁଟକେସ୍ ଜବତ କରିଥିଲା । ତେବେ ଜିଏସଟି ଫାଙ୍କିବା ପାଇଁ ମୁମ୍ବାଇରୁ…

ଜେଲ ଭିତରେ କଏଦୀଙ୍କୁ ଗପ ଶୁଣାଉଛି ନକଲି ଡାକ୍ତର ରମେଶ ସ୍ୱାଇଁ । ୧୮ ସ୍ତ୍ରୀଙ୍କ ଠକେଇ କାହାଣୀ ଶୁଣିବାକୁ କଏଦୀଙ୍କ…

କନକ ବ୍ୟୁରୋ: ଠକ ସର୍ଦ୍ଦାର ରମେଶ ସ୍ୱାଇଁ ଏବେ ଜେଲ କୋଠରୀରେ ଦିନ କାଟୁଥିବା ବେଳେ ତାଙ୍କୁ ନେଇ କଏଦୀଙ୍କ ମଧ୍ୟରେ ଉତ୍ସୁକତା ଭରିଯାଇଛି । କେମିତି ସେ ୧୮ ଜଣ ମହିଳାଙ୍କୁ ଠକିଲେ ଏବଂ ବାହା ହେବାକୁ ପ୍ରବର୍ତ୍ତାଇଲେ, ଏସବୁ ଜାଣିବା ପାଇଁ କଏଦୀମାନେ ରମେଶଙ୍କ ଚାରିପଟେ ଭିଡ଼ ଜମାଉଥିବା ଖବର…

ପଞ୍ଚାୟତ ନିର୍ବାଚନ ସରିବା ପରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ କସରତ ଆରମ୍ଭ । ନିଜ ପକ୍ଷକୁ ସମିତି ସଭ୍ୟଙ୍କୁ ଆଣିବାକୁ…

କନକ ବ୍ୟୁରୋ:  ଗାଁ ଭୋଟ୍ ସରିବା ପରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆରମ୍ଭ ହୋଇଯାଇଛି ଘୋଡ଼ା ବେପାର । ଏବେ କଳ ବଳ କୌଶଳ ଆପଣାଇବାକୁ ପ୍ରତିଯୋଗିତା ଚାଲିଛି । ନିଜ ସଭ୍ୟ ମାନଙ୍କୁ ନିଜ ପାଖରେ ରଖିବା ବି ଚ୍ୟାଲେଞ୍ଜ ହୋଇଯାଇଛି, କାରଣ ଅନ୍ୟ ଦଳ ସବୁ ନଜର ରଖିଛନ୍ତି । ବରୀ ବିଧାୟିକା…

ୟୁକ୍ରେନରୁ ଓଡିଆଙ୍କୁ ଆଣିବାକୁ ପଦକ୍ଷେପ ନେଲେ ରାଜ୍ୟ ସରକାର । ୪ ଜଣଙ୍କୁ ପ୍ରତିନିଧି ଭାବେ ଦେଲେ ଦାୟିତ୍ୱ ।

କନକ ନ୍ୟୁଜ୍ : ଯୁଦ୍ଧପ୍ରବଣ ୟୁକ୍ରେନରୁ ଓଡିଆ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା । ୟୁକ୍ରେନରୁ ଆସି ପଡୋଶୀ ଦେଶରେ ଅଟକି ରହିଥିବା ଓଡିଆଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀଙ୍କୁ ଆଣିବା ନେଇ ବ୍ୟବସ୍ଥା ରଖିବାକୁ ୪ ଜଣଙ୍କୁ…

ୟୁପିରେ ସରିଲା ଷଷ୍ଠ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍ ହେଲା ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ।

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରୁ ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ସରିଛିି । ଆଜି ୧୦ ଜିଲ୍ଲାର ୫୭ଟି ଆସନରେ ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ଏହି ଆସନ ମଧ୍ୟରୁ ସମସ୍ତଙ୍କ ନଜର ରହିଛି ଗୋରଖପୁର ବିଧାନସଭା ଆସନ ଉପରେ । କାରଣ ଏହି ବିଧାନସଭା ଆସନର ପ୍ରାର୍ଥୀ ଯୋଗୀ…

ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନ ଛାଡିଲେଣି ୧୮ ହଜାର ଭାରତୀୟ । ବୈଦେଶିକ ମନ୍ତ୍ରାଳୟର ସୂଚନା ।

କନକ ବ୍ୟୁରୋ : ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନ ଛାଡିଛନ୍ତି ୧୮ ହଜାର ଭାରତୀୟ । ବୈଦେଶିକ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଅପରେସନ ଗଙ୍ଗାରେ ୬ ହଜାର ୪ ଶହ ଭାରତୀୟ ନାଗରିକ ଉଦ୍ଧାର ହୋଇ ଭାରତ ପହଞ୍ଚିଛନ୍ତି । ବାକି ଲୋକମାନେ ଅନ୍ୟ ଦେଶରେ ଏବେ ରହିଥିବା ସୂଚନା ରହିଛି । ଆଜି ବାୟୁସେନାର…