Daily Archives

March 3, 2022

ମେୟର ରେସ୍ ପାଇଁ ଜୋର ହେଉଛି ଲବି । ନେତାଙ୍କ ଘରେ ଭିଡ ଲଗାଉଛନ୍ତି ଆଶାୟୀ ପ୍ରାର୍ଥୀ

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ଗୋଟିଏ ପଟେ ନାମାଙ୍କନ ଚାଲିଛି । ଆଶାୟୀ ପ୍ରାର୍ଥୀ ନିଜ ନିଜର ସମର୍ଥକଙ୍କ ଗହଣରେ ଆସି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରୁଛନ୍ତି । ଆଉ ଏପଟେ ଦଳୀୟ ଟିକେଟ ପାଇବା ପାଇଁ ନେତାଙ୍କ ଘରେ ଆଶାୟୀ ପ୍ରାର୍ଥୀ ଭିଡ ଜମାଇଛନ୍ତି ।…

ଛାତ୍ରଙ୍କୁ ଉଦ୍ଧାର କରିବାକୁ ଚାଲିଛି ‘ଅପରେସନ ଗଙ୍ଗା’ । ଜନ୍ମମାଟିକୁ ଫେରି ଶାନ୍ତିରେ ନିଶ୍ୱାସ ମାରୁଛନ୍ତି ଛାତ୍ର ।

କନକ ବ୍ୟୁରୋ: ଯୁଦ୍ଧଭୂମିରେ ଫସିଯାଇଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଦୁର୍ଦ୍ଦଶା ନଦେଖିଲେ ଅନୁମାନ କରି ହେବ ନାହିଁ । କେଉଁଠି ବଙ୍କର ଭିତରେ ରହି ଉଦ୍ଧାର ପାଇଁ ଅପେକ୍ଷା କରୁଛନ୍ତି, ଆଉ କେଉଁଠି ଗୁଳି ଗୁଳା ସ୍ଥିତି ଭିତରେ ଚାଲି ଚାଲି ପଡ଼ୋଶୀ ଦେଶର ସୀମାରେ ପହଞ୍ଚୁଛନ୍ତି । ୟୁକ୍ରେନ- ଋଷ…

ଋଷ ଆକ୍ରମଣର ଆସିଲା ହୃଦୟ ବିଦାରକ ଦୃଶ୍ୟ । କ୍ଷମତାର ଯୁଦ୍ଧ, ସୁନ୍ଦର ସହରକୁ କରିଦେଲା ଧ୍ୱଂସସ୍ତୁପ ।

କନକ ବ୍ୟୁରୋ: ଋଷ ଆକ୍ରମଣ ପରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ୟୁକ୍ରେନୀୟ ସହର ଏବେ ଏକ ପ୍ରକାର ଭଗ୍ନସ୍ତୁପରେ ପରିଣତ ହୋଇଛି । ଋଷ ଆକ୍ରମଣ ପରେ ୟୁକ୍ରେନର ବିଭିନ୍ନ ସହରରେ ଭାଙ୍ଗି ପଡିଛି ବଡ ବଡ ଅଟ୍ଟାଳିକା ଆଉ ଧ୍ୱଂସସ୍ତୁପରେ ପରିଣତ ହୋଇଛି ସମ୍ପୂର୍ଣ୍ଣ ଅଞ୍ଚଳ । ୟୁକ୍ରେନ ଓ ଋଷ୍…

ୟୁକ୍ରେନର ଯୁଦ୍ଧଭୂମିରୁ ଆସିଲା ଜୀବନ ବଞ୍ଚାଇବାକୁ ଓଡିଆ ଛାତ୍ରଛାତ୍ରୀଙ୍କ ସଂଘର୍ଷର ଚିତ୍ର । ପୋଲାଣ୍ଡ ସୀମାରେ…

କନକ ବ୍ୟୁରୋ: ଯୁଦ୍ଧ ବେଳର ସ୍ଥିତି କେମିତି ରହେ, ଯିଏ ସେଠି ଏକଥା ନିଜେ ଅନୁଭବ କରିଛି, ସିଏ ହିଁ ଠିକ୍ ଭାବେ ବୁଝିଛି ଓ ଠିକ୍ ଭାବେ କହିପାରିବେ । ୟୁକ୍ରେନରୁ ଓଡ଼ିଶା ଫେରିଥିବା ଛାତ୍ରଛାତ୍ରୀ ଏକ ଘଟଣା କନକ ନ୍ୟୁଜରେ ବୟାନ କରିଛନ୍ତି । ଯୁଦ୍ଧର ସାଇରନ ଭିତରେ କେମିତି ଲୁଚି ଲୁଚି ସେମାନେ…

ସବୁ ଦେଶର ଜାତୀୟ ପତାକା ହଟିଲା । ଋଷ ରକେଟରେ ରହିଲା ତ୍ରୀରଙ୍ଗାର ଚିତ୍ର ।

କନକ ବ୍ୟୁରୋ : ଆମେରିକା, ବ୍ରିଟେନ୍, ଜାପାନ ଭଳି ଦେଶ ଋଷ ଉପରେ ଆର୍ଥିକ କଟକଣା ଲଗାଇବା ପରେ, ଏବେ ଋଷ ମଧ୍ୟ କଡାଆଭିମୁଖ୍ୟ ଗ୍ରହଣ କରିଛି । ୟୁକ୍ରେନ-ଋଷ ଯୁଦ୍ଧ ଭିତରେ ଋଷର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି, ଋଷ ନିଜ ରକେଟରୁ କିଛି ଦେଶର ଜାତୀୟ ପତାକାର ଚିହ୍ନକୁ…

ଆହୁରି ଉଗ୍ର ହେଉଛି ଋଷ । ଅଷ୍ଟମ ଦିନରେ ଖେରସନ ସହରକୁ ଦଖଲକୁ ନେଲେ ପୁଟିନ ସେନା । ଖାରକିଭ ଉପରେ ପ୍ରଚଣ୍ଡ ଆକ୍ରମଣ

କନକ ବ୍ୟୁରୋ: ଯେତେବେଳେ ଋଷ୍ ସେନା ୟୁକ୍ରେନ ଆକ୍ରମଣ କରିଥିଲା, ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା, କ’ଣ ରହିବ ସ୍ଥିତି, କେବେ ସରିବ ଯୁଦ୍ଧ? ହେଲେ ୮ ଦିନ ବିତି ଯାଇଥିଲେ ବି ଚିତ୍ର ଅସ୍ପଷ୍ଟ ରହିଛି । ଉଭୟ ପକ୍ଷ ମଧ୍ୟରେ ଆଲୋଚନାରୁ କୌଣସି ସମାଧାନ ବାହାରି ପାରିନାହିଁ । ବରଂ ଯୁଦ୍ଧର…