Daily Archives

March 2, 2022

ଅପରେସନ୍ ଗଙ୍ଗାରେ ଜାରିରହିଛି ଭାରତୀୟଙ୍କ ଉଦ୍ଧାରକାର୍ଯ୍ୟ । ଖାରକିଭ୍ ଛାଡିବାକୁ ସବୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଲା…

କନକ ବ୍ୟୁରୋ : ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଏପର୍ଯ୍ୟନ୍ତ ୟୁକ୍ରେନ ରାଜଧାନୀ କିବରୁ ପ୍ରାୟ ସସସ୍ତ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି । ସେପଟେ କେନ୍ଦ୍ରମନ୍ତ୍ରୀମାନେ ୟୁକ୍ରେନ ପଡୋଶୀ ଦେଶରେ…

ଓଡିଶାରେ ଏବର୍ଷ ଖରାଦିନେ କମ୍ ଗରମ: ରାଜ୍ୟ ଉପରେ ରହିବ ଲା-ନିନାର ପ୍ରଭାବ

କନକ ବ୍ୟୁରୋ: ଗ୍ରୀଷ୍ମ ରୁତୁକୁ ନେଇ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଆଶ୍ୱସ୍ତି ଆଣି ଦେଇଛି । ମାର୍ଚରୁ ମେ ମାସ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ତାପମାତ୍ରା କମ ରହିବ । ଅର୍ଥାତ୍ ବେଶି ଖରା ହେବ ନାହିଁ, ଏପରିକି ସ୍ଥାନେ ସ୍ଥାନେ ହାଲକା ବର୍ଷା ହେବାର ପୂର୍ବାନୁମାନ କରାଯାଇଛିି ।…

ଉତ୍ତରପ୍ରଦେଶ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଦି । ବାରାଣାସୀରୁ ଅଖିଳେଶ ଯାଦବଙ୍କ ପାଇଁ କରିବେ ପ୍ରଚାର ।

କନକ ବ୍ୟୁରୋ : ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମୋର୍ଚ୍ଚା ବାନ୍ଧିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଛନ୍ତି ହେବିୱେଟ୍ ନେତ୍ରୀ ମମତା ବାନାର୍ଜୀ । ଆଉ ବାରାଣାସୀରେ ପହଞ୍ଚି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ…

ପୌର ଟିକେଟ ପାଇଁ ନେତାଙ୍କ ଘରେ ଲାଗିଲା ଆଶାୟୀଙ୍କ ଭିଡ: ସେପଟେ ପ୍ରାର୍ଥୀ ଚୟନ ପାଇଁ ସବୁ ଦଳର ମାନସମନ୍ଥନ 

କନକ ବ୍ୟୁରୋ: ସହରାଂଚଳ ଭୋଟର କାହାକୁ ଦେବେ ସମର୍ଥନ? ପୌର ନିର୍ବାଚନକୁ ନେଇ ରାଜନୈତିକ ଦଳର କସରତ । ଦୋକାନ ବଜାର ଓ ଖଟି ମୁଣ୍ଡରେ ଚାଲିଛି ପୌର ନିର୍ବାଚନ ଚର୍ଚ୍ଚା  ସରକାରୀ ବାସଭବନରେ ଆଶାୟୀଙ୍କ ଭିଡ । କିଏ ମୁଣ୍ଡିଆ ମାରୁଛି ତ ଆଉ କିଏ ପରୋକ୍ଷରେ ପ୍ରାର୍ଥୀ କଥା କହି ଲବିକୁ ଜୋରଦାର…

ଶାସକ ଦଳ ସପକ୍ଷରେ ଗଲେ ଗାଁ ଲୋକ: କଣ ରହିବ ସହରବାସୀଙ୍କ ମତ?

କନକ ବ୍ୟୁରୋ: ଗାଁରୁ ଆସିଛି ଏକପାଖିଆ ଜନମତ । ପଂଚାୟତ ନିର୍ବାଚନରେ ଶାସକ ଦଳକୁ ସମର୍ଥନ ଓଜାଡି ଦେଇଛନ୍ତି ଗାଁ ଭୋଟର । ଏହାରି ଭିତରେ ଆରମ୍ଭ ହୋଇଛି ସହରାଂଚଳ ପାଇଁ ନିର୍ବାଚନ ପ୍ରକ୍ରିୟା । ତେବେ ଗାଁରୁ ଆସିଥିବା ଜନମତ ସହରାଂଚଳ ଭୋଟରଙ୍କ ଉପରେ କିଭଳି ପ୍ରଭାବ ତାକୁ ନେଇ ଆରମ୍ଭ ହୋଇଛି…

ୟୁକ୍ରେନରେ ଏବେ ବି ଫଶିଛନ୍ତି ବହୁ ସଂଖ୍ୟାରେ ଭାରତୀୟ: ଯୁଦ୍ଧ ଭୂମିରୁ ଫେରିବା ପରେ ଭୟଙ୍କର ଅନୁଭୂତି ବଖାଣିଲେ ଓଡିଆ…

କନକ ବ୍ୟୁରୋ: ଆଖିରେ ନିଦ ନାହିଁ, ଭୋକ ବି ହଜିଯାଇଛି । ସାଇରନ ବାଜିଲେ ଥରି ଉଠୁଛି ଛାତି । ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ସେମାନଙ୍କ ଅନୁଭୂତି କହିଛନ୍ତି ଯୁଦ୍ଧକୁ ଅଙ୍ଗେ ଲିଭାଇଥିବା ଓଡିଆ ଛାତ୍ରଛାତ୍ରୀ । କ୍ୟାରିୟର ଗଢ଼ିବାକୁ ବିଦେଶ ଯାଇଥିବା ପିଲାଙ୍କ ମନରେ କେବଳ ଗୋଟିଏ କଥା,…