Daily Archives

March 2, 2022

ସପ୍ତମ ଦିନରେ ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ: ମିଲିଟାରୀ ମୁଖ୍ୟାଳୟରେ ମିଜାଇଲ ମାଡ, ଧ୍ୱସ୍ତବିଧ୍ୱସ୍ତ ପୋଲିସ…

କନକ ବ୍ୟୁରୋ: ରୁଷ୍ ସେନା ୟୁକ୍ରେନ ଦଖଲ ଅଭିଯାନ ଜୋରଦାର କରିଥିବାବେଳେ, ବାଧକ ସାଜୁଥିବା ୟୁକ୍ରେନ ସେନାର ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି କ୍ରେମଲିନ୍ । ରାତି ସାରା ଆକ୍ରମଣ ପରେ, ସକାଳୁ ସକାଳୁ ଖାରକିଭରେ ଥିବା ୟୁକ୍ରେନ ସେନା ଓ ପୋଲିସ ମୁଖ୍ୟାଳୟ ଉପରେ ସୁପରସୋନିକ୍ ମିଜାଇଲ ମାଡ କରିଛି ।…

ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ଝଟକା: ବାଦ୍ ପଡିପାରନ୍ତି ଦୀପକ ଚହର!

କନକ ବ୍ୟୁରୋ: ଆଇପିଏଲ ୨୦୨୨ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗସକୁ ବଡ ଝଟକା । ଟିମ ଇଣ୍ଡିଆର ପେସ ବୋଲର ଦୀପକ ଚହର ଆହତ ସମସ୍ୟା ଯୋଗୁଁ ଏଥର ଆଇପିଏଲ ଖେଳିନପାରନ୍ତି ଦୀପକ ଚହର । ଦୀପକ ଚହରଙ୍କୁ ୧୪ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ସେ ଚେନ୍ନାଇର ଜଣେ ପ୍ରମୁଖ ବୋଲର । ତେବେ…

ପୌର ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି । ନେତାଙ୍କ କାନରେ ମନ୍ତ୍ର ଫୁଙ୍କିଲେ ନବୀନ । କହିଲେ ବିରୋଧୀଙ୍କ ଅପପ୍ରଚାର…

କନକ ବ୍ୟୁରୋ: ସରିଲା ପଞ୍ଚାୟତ ପରୀକ୍ଷା, ଏବେ ପୌର ନିର୍ବାଚନର ବେଳ । ପଞ୍ଚାୟତ ନିର୍ବାଚନରେ ବିଜେଡିର ଅଦ୍ଭୂତପୂର୍ଣ୍ଣ ବିଜୟ ପରେ ନେତା, କର୍ମୀ, ଦଳୀୟ କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସେମାନଙ୍କୁ ଧନ୍ୟବାଦ ଦେବା ସହ ଓଡିଶାବାସୀଙ୍କ ଏମିତି ଆଶିର୍ବାଦ ଆଗାମୀ ଦିନରେ ଓଡିଶାର ବିକାଶ ପାଇଁ…

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଉଡାଇଲା ଏହି ସ୍ୱତନ୍ତ୍ର ବିମାନ, ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ରତା

କନକ ବ୍ୟୁରୋ : ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଏହାରି ମଧ୍ୟରେ କିଛିଦିନ ତଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଥିଲେ କି ସେ ତାଙ୍କ ଦେଶର ପରମାଣୁ ସେନାକୁ ସଜାଗ କରି ଦେଇଛନ୍ତି । ପୁତିନଙ୍କର ଏଭଳି ବୟାନ ପରେ ଫେବୃଆରୀ ୨୮ ତାରିଖରେ ଆମେରିକା ଆକାଶରେ ଏକ ଏମିତି…

ପଞ୍ଚାୟତ ନିର୍ବାଚନରେ ବଡ଼ ବିଜୟ ପରେ…ଓଡ଼ିଶାବାସୀ ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ପୌର ନିର୍ବାଚନର ପ୍ରସ୍ତୁତି ସ୍ଵରୂପ ଦଳର ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚ୍ୟୁଆଲ ମାଧ୍ୟମରେ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତ ପଞ୍ଚାୟତ ନିର୍ବାଚନରେ…

ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ଆଡଭାଇଜରି ଜାରି । ତୁରନ୍ତ ଖାରକିଭ୍ ଛାଡ଼ିବାକୁ କହିଲା ବିଦେଶ…

କନକ ବ୍ୟୁରୋ : ଭାରତୀୟଙ୍କ ପାଇଁ ଜାରି ହେଲା ଜରୁରୀକାଳୀନ ଆଡଭାଇଜରି । ବୈଦେଶିକ ମନ୍ତ୍ରାଳୟ ଜରୁରୀକାଳୀନ ଆଡଭାଇଜରି ଜାରି କରିଛି । ତତ୍କାଳ ଖାରକିଭ୍ ଛାଡ଼ିବାକୁ କହିଲା ବିଦେଶ ମନ୍ତ୍ରାଳୟ । ଏମଇଏ ପକ୍ଷରୁ କୁହାଯାଇଛି ଯେ, ଅତିଶୀଘ୍ର ଖାରକିଭ୍ ଛାଡ଼ିଦିଅନ୍ତୁ ଭାରତୀୟ । ଖାରକିଭ୍ ଛାଡି…