Daily Archives

February 16, 2022

ଏପ୍ରିଲ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା! ଅଫଲାଇନ୍ ପରୀକ୍ଷା ସପକ୍ଷରେ ବଢୁଛି ମତ

କନକ ବ୍ୟୁରୋ: କରୋନା ସଂକ୍ରମଣ କମିବା ପରେ ସ୍କୁଲ କଲେଜ ଖୋଲିଛି । ପୁଣି ଶିକ୍ଷାନୁଷ୍ଠାନରେ ସ୍ୱାଭାବିକ ଢଙ୍ଗରେ ପାଠପଢା ଆରମ୍ଭ ହୋଇଛି । ଏହାରି ଭିତରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । କିଛି ଦିନ ପୂର୍ବରୁ ଅଫଲାଇନ୍…

ସାମନାକୁ ଆସିଲା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କଳା କାରନାମା । ତଦନ୍ତରୁ ମିଳିଲା ୧୪ ନୁହେଁ ଅଛନ୍ତି ୧୭ ସ୍ତ୍ରୀ

କନକ ବ୍ୟୁରୋ: ଫିଟୁଛି ନକଲି ଡାକ୍ତରଙ୍କ ନୂଆ କାରନାମା । ୧୪ ନୁହେଁ ୧୭ ଜଣଙ୍କୁ ବାହା ହୋଇଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ । ଏମାନଙ୍କ ମଧ୍ୟରେ ଥିଲେ ଡାକ୍ତର, ଚାଟାର୍ଡ ଆକାଉଣ୍ଟ ଓ ଉଚ୍ଚ ଶିକ୍ଷିତା ମହିଳା । ମହିଳାଙ୍କୁ ଫସାଇବାକୁ ସେ ଜାଲ ଚିଠି ବନାଉଥିଲେ । ଏହାପଛରେ ମୁଖ୍ୟ ଉଦ୍ଦେଶ୍ୟ…

ରାଜନୈତିକ ହିଂସା ଭିତରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବୁଥ ଜବରଦଖଲ କଲେ ଦୁବୃର୍ତ୍ତ, ମତଦାନ କେନ୍ଦ୍ରରେ…

କନକ ବ୍ୟୁରୋ : ରାଜନୈତିକ ହିଂସା ଭିତରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଭୋଟ ବେଳେ ବିହାର, ୟୁପି ଷ୍ଟାଇଲରେ ହେଉଥିବା ହିଂସାକାଣ୍ଡ ଓଡିଶା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଲଣ୍ଡା ପଞ୍ଚାୟତରେ ଭୋଟ ଗ୍ରହଣ ବେଳେ ଉଗ୍ର ହିଂସାକାଣ୍ଡ…

ବିଧାନସଭା ନିର୍ବାଚନ ପରେ ମହଙ୍ଗା ମାଡ! ତେଲ ଦର ଲିଟର ପିଛା ବଢିପାରେ ୬ ରୁ ୧୦ ଟଙ୍କା    

କନକ ବ୍ୟୁରୋ: ନିର୍ବାଚନ ବି ଆପଣଙ୍କ ପାଇଁ ଏକ ବଡ ଆଶ୍ୱସ୍ତି ଆଣିପାରେ, ଏହା ବୋଧହୁଏ ଆପଣ ଚିନ୍ତା କରିନଥିବେ । କିନ୍ତୁ ଏହି ନିର୍ବାଚନ ପାଇଁ ଆପଣଙ୍କ ପକେଟ ଉପରେ ବେଶି ଚାପ ପଡୁନାହିଁ । ୟୁପି, ପଞ୍ଜାବ ଭଳି ରାଜ୍ୟରେ ନିର୍ବାଚନ ପାଇଁ ପେଟ୍ରୋଲ ଦର ସ୍ଥିର ରହିଛି । ଅନ୍ତର୍ଜାତୀୟ ବଜାରରେ…

ଭାରତ-ୱେଷ୍ଟଇଣ୍ଡିଜ ପ୍ରଥଟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

କନକ ବ୍ୟୁରୋ: ଆଜି ଭାରତ ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇ ୱେଷ୍ଟଇଣ୍ଡିଜ ଦଳ । ଘରୋଇ ମାଟିରେ ଭାରତ ଏହି ସିରିଜ ଜିତିବାକୁ ପ୍ରୟାସ କରିବ । ସେହିପରି ୱେଷ୍ଟଇଣ୍ଡିଜ ଦିନିକିଆର…

ଏମିତି ବଦଳିଲା ଜୀବନ: ୬୦ ବର୍ଷର ଦିନ ମଜୁରିଆ ରାତାରାତି ହୋଇଗଲେ ମଡେଲ, ଫଟୋ ଭାଇରାଲ 

କନକ ବ୍ୟୁରୋ: କାହା ଜୀବନ କେତେବେଳେ କଡ ଲେଉଟାଏ ତାହା ଜାଣିବା ମୁସକିଲ । ଏହାର ତାଜା ଉଦାହରଣ ହେଉଛନ୍ତି ୬୦ ବର୍ଷିୟ ଜଣେ ଦିନ ମଜୁରିଆ । ତାଙ୍କୁ କଣ ବା ଜଣାଥିଲା ସେ ରାତାରାତି ମଡେଲ ହୋଇଯିବ ବୋଲି । ତେବେ ଏମିତି ଏକ ଘଟଣା ଘଟିଛି ଏହି ଦିନ ମଜୁରିଆ ମମିକ୍କାଙ୍କ ସହ । କେରଳର ଏହି ୬୦…