Daily Archives

February 11, 2022

ଲିଙ୍ଗରାଜରେ ମହାଶିବରାତ୍ରୀ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଥର କୋଭିଡ କଟକଣାରେ ହେବ ଜାଗର

କନକ ବ୍ୟୁରୋ: ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଳନ ନେଇ ବୈଠକ । ଟ୍ରଷ୍ଟ ବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ହୋଇଥିଲା ବୈଠକ । ମହାଶିବରାତ୍ରୀ ପାଳନ ନେଇ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୋଭିଡ କଟକଣାରେ ଚଳିତ ଥର ପାଳନ ହେବ ମହାଶିବରାତ୍ରୀ ।…

୯୬ ରନରେ ହାରିଲା ୱେଷ୍ଟଇଣ୍ଡିଜ: ବିଜୟ ସହ ସିରିଜ ପୋଛିନେଲା ଭାରତ

କନକ ବ୍ୟୁରୋ: ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ମ୍ୟାଚରେ ୯୬ ରନରେ ଇଣ୍ଡିଜକୁ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଟିମ ଇଣ୍ଡିଆ ୩-୦ରେ ସିରିଜରେ ବିଜୟ ଲାଭ କରିଛି । ଏହି ମ୍ୟାଚରେ ପୁଣି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । କ୍ରିଷ୍ଣା ୮ ଓଭର ବୋଲିଂ କରି…

ଉତ୍ତରପ୍ରଦେଶରେ ଜୋରଦାର ଚାଲିଛି ନିର୍ବାଚନ ପ୍ରଚାର: ମୋଦୀ କହିଲେ, ଏବେଠୁ ଛାନିଆ ହେଲେଣି ବିରୋଧୀ 

କନକ ବ୍ୟୁରୋ: ଉପତପ୍ରଦେଶରେ ଆରମ୍ଭ ହୋଇଛି ବିଧାନସଭା ନିର୍ବାଚନ । ଗୁରୁବାର ପଶ୍ଚିମ ୟୁପିର ୫୮ଟି ବିଧାନସଭା ଆସନରେ ୬୨ ପ୍ରତିଶତ ମତଦାନ ହୋଇଛି । ସମସ୍ତ ପୋଲିଙ୍ଗ ବୁଥରେ ଶାନ୍ତିପୁର୍ଣ୍ଣ ମତଦାନ ହୋଇଥିବା ଜଣାପଡିଛି । ସେପଟେ ବିଭିନ୍ନ ରାଜନୈତିକ ଦଳ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ…

ମମିତା ମେହେର ମାମଲାରେ ଚାର୍ଜସିଟ୍ ଦାଖଲ । ସିନ୍ଧେକେଲା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ

କନକ ବ୍ୟୁରୋ: ବଲାଙ୍ଗୀରର ବହୁଚର୍ଚ୍ଚିତ ମାମଲା ମମିତା ମେହେର କେସରେ ଚାର୍ଜସିଟ୍ ଦାଖଲ କଲା ପୋଲିସ । ସିନ୍ଧେକେଲା ଜେଏମଏଫସି କୋର୍ଟରେ ପୋଲିସ ଚାର୍ଜସିଟ୍ ଦାଖଲ କରିଛି । ତେବେ ବଲାଙ୍ଗୀର ପୋଲିସ ପକ୍ଷରୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଥିବା ସୂଚନା ମିଳିଛି । ମୁଖ୍ୟ ଅଭିଯୁକ୍ତ…

ଆକାଉଣ୍ଟଧାରୀଙ୍କ ଅଜାଣତରେ ଆକାଉଣ୍ଟରେ ଡିପୋଜିଟ୍ ହେଉଥିଲା ଟଙ୍କା । ଏବେ ପ୍ରଶ୍ନ, ଆକାଉଣ୍ଟକୁ କେମିତି ଆସିଲା ଏତେ…

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କେନ୍ତିଆ ଗ୍ରାମର ଗୋବିନ୍ଦ ସ୍ୱାଇଁ । ଆର୍ଥିକ ଅବସ୍ଥା ଭଲ ନୁହେଁ । ଏକ କ୍ୟାବିନ ପକାଇ ଛୋଟ ଇଲେକଟ୍ରିକ୍ ଦୋକାନଟିଏ କରି ଗୁଜରାଣ ମେଣ୍ଟାନ୍ତି । ମହାକାଳପଡ଼ା ବ୍ଳକ ରାମନଗର ଷ୍ଟେବ୍ୟାଙ୍କ ଶାଖାରେ ତାଙ୍କର ଏକ ଆକାଉଣ୍ଟ ଥିବା ବେଳେ ଏବେ…

୨ ମାସ ପରେ ମିଳିଲା ଉନ୍ନାଓ ନିଖୋଜ ଯୁବତୀଙ୍କ ମୃତଦେହ: ସପାର ପୂର୍ବ ମନ୍ତ୍ରୀଙ୍କ ଫାର୍ମହାଉସରୁ ଉଦ୍ଧାର

କନକ ବ୍ୟୁରୋ: ଉତରପ୍ରଦେଶ ଉନ୍ନାଓରୁ ୨ ମାସ ପୁର୍ବରୁ ନିଖୋଜ ଥିବା ଦଳିତ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଅନେକ ଦିନ ଧରି ଛାନବିନ ପରେ ପୋଲିସକୁ ନିଖୋଜ ଯୁବତୀଙ୍କ ମୃତଦେହ ମିଳିଛି । ଆଉ ଏହି ମୃତୁ ଦେହ ସପା ସରକାର ସମୟରେ ମନ୍ତ୍ରୀ ଥିବା ଫତେହ ବାହାଦୁର ଫାର୍ମ ହାଉସରୁ ଉଦ୍ଧାର ହୋଇଛି…