Daily Archives

February 18, 2022

ପଞ୍ଜାବ ଭୋଟ ପୂର୍ବରୁ ପ୍ରଶ୍ନ ଘେରରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ: କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ…

କନକ ବ୍ୟୁରୋ: ଫେବୃଆରୀ ୨୦ରେ ପଡିବ ପଂଜାବ ପାଇଁ ଭୋଟ । ଠିକ୍ ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆପର ପୂର୍ବତନ ନେତା କୁମାର ବିଶ୍ୱାସ ଦେଇଥିବା ବିସ୍ଫୋରକ ବୟାନ ଏବେ ହଲଚଲ ସୃଷ୍ଟି କରିଛି । ବିଶ୍ୱାସଙ୍କ ବୟାନକୁ ନେଇ ବିରୋଧୀ ଏବେ କେଜ୍ରିୱାଲଙ୍କୁ…

ଋଷର ସେନା ପ୍ରତ୍ୟାହାର ଭିତରେ ଆମେରିକା ଆଣୁଛି ନୂଆ ନୂଆ ଦାବି: ନୂଆ ଯୋଜନା ଆଧାରରେ ୟୁକ୍ରେନ ଋଷ ଉପରେ କରିପାରେ…

କନକ ବ୍ୟୁରୋ: ୟୁକ୍ରେନ ସଙ୍କଟ ଭିତରେ ଆଜି ଜରୁରୀ ବୈଠକ ଡକାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ନାଟୋ ଦେଶମାନଙ୍କ ସହ ବୈଠକ କରି ଆମେରିକା ଆଗକୁ କିଭଳି ୟୁକ୍ରେନ ସଙ୍କଟର ସମାଧାନ ବାହାରିବ ତା ଉପରେ ଚର୍ଚ୍ଚା କରିପାରନ୍ତି । ୟୁକ୍ରେନ-ଋଷ ସଙ୍କଟ ଭିତରେ ଚାଲିଥିବା ତାଜା ଘଟଣାକ୍ରମ…

ଦେଶର ନ୍ୟାୟିକ ଇତିହାସରେ ବିରଳ ଘଟଣା, ଏକକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଅହମଦାବାଦ ସିରିଜ ବିସ୍ଫୋରଣରେ ଆଜି ଆସିଛି ବଡ ରାୟ । ୨୨ବର୍ଷ ପୂର୍ବରୁ ଦେଶକୁ ଦୋହଲାଇ ଦେଇଥିବା ସିରିଜ ବିସ୍ଫୋରଣରେ ଦୋଷୀ ୪୯ଜଣଙ୍କୁ ମଧ୍ୟରୁ ୩୮ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଅହମଦାବାଦ ସ୍ୱତନ୍ତ୍ର କୋର୍ଟ । ନ୍ୟାୟିକା ଇତିହାସରେ ଏହା ଏକ ବିରଳ ଘଟଣା ।…

ରେଳମନ୍ତ୍ରୀଙ୍କ ରେଳ ଯାତ୍ରା: ମୁମ୍ବାଇ ଲୋକାଲ ଟ୍ରେନରେ ଯାତ୍ରା କରି ସ୍ଥିତି ପରଖିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ…

କନକ ବ୍ୟୁରୋ: ଲୋକାଲ ଟ୍ରେନରେ ଯାତ୍ରା କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱୀନୀ ବୈର୍ଷ୍ଣବ । ମୁମ୍ବାଇ ରେଳବାଇ ନେଟୱର୍କ ଠାଣେ ଓ ଦିବା  ଷ୍ଟେସନ ମଧ୍ୟରେ ନବନିର୍ମିତ ରେଳ ଲାଇନର ସମୀକ୍ଷା କରିବା ପାଇଁ ଲୋକାଲ ଟ୍ରେନରେ ଯାତ୍ରା କରିଥିଲେ ରେଳମନ୍ତ୍ରୀ । ଷ୍ଟେସନ ବାହାରେ ଥିବା ଏକ ଚା ଦୋକାନରୁ…

ଚାଲିଛି ଜେରା, ଖୋଲୁଛି ଗୁମର: ନ୍ୟାଶନାଲ ଷ୍ଟକ ଏକ୍ସଚେଂଜ ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ସିବିଆଇର ମାରାଥନ…

କନକ ବ୍ୟୁରୋ: ନ୍ୟାଶନାଲ ଷ୍ଟକ ଏକ୍ସଚେଂଜର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣଙ୍କ ଅଡୁଆ ବୃଦ୍ଧି ପାଇବାରେ ଲାଗିଛି ।ହିମାଳୟରେ ରହୁଥିବା ଜଣେ ତଥାକଥିତ ବାବାଙ୍କୁ ଚିତ୍ରା ଦୀର୍ଘବର୍ଷ ହେଲା ତଥ୍ୟ ଦେବା ଘଟଣାରେ ତଦନ୍ତ ଏବେ ସିବିଆଇ କରୁଛି । ଜେରା ସମୟରେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ…

ଗଭୀର ସମୁଦ୍ର ଭିତରେ ଜଳିଗଲା କାର୍ଗୋ ଜାହଜ: ପୋଡିଗଲା ହଜାର ସଂଖ୍ୟକ ଦାମୀ କାର

କନକ ବ୍ୟୁରୋ: ମଝି ସମୁଦ୍ରରେ ଜାହଜରେ ଲାଗିଲା ନିଆଁ । ଆଟାଲାଟିଂକ  ମହାସାଗରରେ ଜାହଜରେ ନିଆଁ ଲାଗିବା ଯୋଗୁଁ ବହୁ ଦାମୀ କାର ଗୁଡିକ ଜଳିପୋଡି ପାଉଁଶ ହୋଇଛି । ଲାମ୍ବୋରଗିନୀ, ଅଡି, ଫୋର୍ସ ଭଳି ଦାମୀ କାର ବୋଝେଇ କାର୍ଗୋ ଜାହଜ ମହାସାଗରାର ଅକାତ ପାଣି ଭିତରେ ଜଳିଯାଇଛି । ଆଟାଲିଂଟିକ…