Daily Archives

February 14, 2022

୫୪ରୁ ଅଧିକ ଚାଇନିଜ ଆପ୍ ବ୍ୟାନ୍: ଗୋପନୀୟତାକୁ ଦୃଷ୍ଟିରେ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

କନକ ବ୍ୟୁରୋ: ୫୪ରୁ ଅଧିକ ଚାଇନିଜ ଆପ୍ଲିକେସନକୁ ବ୍ୟାନ୍ କଲେ କେନ୍ଦ୍ର ସରକାର । ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି । ବ୍ୟାନ ତାଲିକାରେ ଆଲି ବାବା, ଟେନସେଂଟ ଏବଂ ନେଟ୍ ଇଜ ଭଳି କମ୍ପାନୀର ଆପ୍ଲିକେସନ ରହିଛି । ବ୍ୟାନ ହୋଇଥିବା…

୩ ରାଜ୍ୟ ପାଇଁ ପଡିଲା ଭୋଟ: ୟୁପିରେ ୨ୟ ଚରଣରେ ୫୫ ଆସନ ପାଇଁ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡା ଟକ୍କର

କନକ ବ୍ୟୁରୋ: ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଉଷ୍ମ୍ତା ଜାରି ରହିଛି । ଆଜି ଉତରପ୍ରଦେଶ ସହ ଆଜି ଆଉ ଦୁଇଟି ରାଜ୍ୟରେ ଆଜି ପଡିଛି ଭୋଟ । ଉତରପ୍ରଦେଶରେ ୨ୟ ପର୍ଯ୍ୟାୟ ଓ ଗୋଆ ଏବଂ ଉତରାଖଣ୍ଡରେ ପ୍ରଥମ ତଥା ଶେଷ ପର୍ଯ୍ୟାୟରେ ପଡିଛି ଭୋଟ । ଏକଦା ସମାଜବାର୍ଦି ପାର୍ଟିର ଗଢ…

ବୟାନ ପାଇଁ ବିବାଦରେ ଆସାମ ମୁଖ୍ୟମନ୍ତ୍ରୀ: କଂଗ୍ରେସ ସାଂସଦ ରାହୁଲଙ୍କୁ ଉପରେ ଆପତିଜନକ ଟିପ୍ପଣୀ ଦେଇ ପ୍ରଶ୍ନ ଘେରରେ…

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତିଜନକ ବୟାନ ଦେଇ ଏବେ ଅଡୁଆରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାହୁଲଙ୍କୁ ତାଙ୍କର ପିତାର ପରିଚୟ ନେଇ ଏକ ଜନସଭାରେ ଆସାମ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିବା ଘଟଣା ଏବେ ବଡ ବିବାଦ ସୃଷ୍ଟି କରିଛି । ରାହୁଲଙ୍କ ସମର୍ଥନ ଏବେ…

ଘନଉଛି ୟୁକ୍ରେନ ସଙ୍କଟ, ବଢୁଛି ଯୁଦ୍ଧ ଆଶଙ୍କା: ୨୪ରୁ ୪୮ ଘଂଟା ଭିତରେ ୟୁକ୍ରେନ ଉପରେ ଋଷର ଆକ୍ରମଣ କରିବା ନେଇ…

କନକ ବ୍ୟୁରୋ: ୟୁକ୍ରେନକୁ ନେଈ ଦିନକୁ ଦିନ ଘନଉଛି ଋଷ ଓ ଆମେରିକା ବିବାଦ । ୟୁରୋପ ଛାତିରେ ପରସ୍ପର ସାମ୍ନାରେ ଛିଡା ହୋଇଛନ୍ତି ବିଶ୍ୱର ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର । ସ୍ଥିତି ଏଭଳି ହେଲାଣି କି କୌଣସି ମୁହୁର୍ତରେ ହୋଇପାରେ ଯୁଦ୍ଧ । ଗୋଟେ ପଟେ ୟୁକ୍ରେନ ସୀମାରେ ଋଷ ନିଜର ହତିଆର, ସେନା…

ସେୟାର ବଜାରରେ ପଡିଲା ଚଡକ: ଦିନକରେ ଖସିଲା ୧୭ଶହ ୪୭ ପଏଣ୍ଟ, ନିବେଶକ ହରାଇଲ ୮ଲକ୍ଷ ୫ହଜାର କୋଟି 

କନକ ବ୍ୟୁରୋ: ଅନ୍ତର୍ଜାତୀୟ ବଜାରରେ ଚାହିଦା କମିବାରୁ ଆଜି ଭାରତୀୟ ସେୟାର ବଜାର ପ୍ରଭାବିତ ହୋଇଛି । ବିଏସଇ ସେନସେକ୍ସ ପାଖାପାଖି ୧୭ ଶହ ୫୦ ପଏଂଟ୍ ତଳକୁ ଖସିଛି । ବିଏସଇ ଇଣ୍ଡେକ୍ସ ୫୬ ହଜାର ୪ ଶହ ୬ରୁ ୩ ପ୍ରତିଶତ ଖସି ୫୬ ହଜାର ୨୯୬ରେ ପହଂଚିଛି । ସେହିପରି ଏନଏସଇ ନିଫ୍ଟି ୩ ଦଶମିକ୍ ୬…