Daily Archives

February 21, 2022

କର୍ଣ୍ଣାଟକରେ ବଜରଙ୍ଗଦଳ କର୍ମୀଙ୍କ ହତ୍ୟାକୁ ନେଇ ଉତ୍ତେଜନା । ପୋଡାଜଳା ସହ ଅଣାୟତ ସ୍ଥିତି ।

କନକ ବ୍ୟୁରୋ : କର୍ଣ୍ଣାଟକରେ ସିବମୋଗା ଜିଲ୍ଲାରେ ବଜରଙ୍ଗ ଦଳରେ ସଦସ୍ୟଙ୍କୁ ହତ୍ୟା ଘଟଣା ରାଜ୍ୟରେ ପୁଣି ଆଲୋଡନ ସୃଷ୍ଟି କରିଛି । ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ଗାଡି ମଟର ପୋଡା ଜଳା କରିବା ସହ ବାଇକ ର୍ୟାଲି କରିଛନ୍ତି । ସେପଟେ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଫେବୃଆରୀ ୨୩ ତାରିଖ ଯାଏଁ…

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି, ପ୍ରତିଶ୍ରୁତି ରଖୁନି ହାଉସିଂବୋର୍ଡ: ଡୁମୁଡୁମା ଫେଜ୍-୭ରେ ଟଙ୍କା ଦେଇଥିଲେ ବି…

କନକ ବ୍ୟୁରୋ: ଯେତେବେଳେ କୌଣସି ବିଲଡର, ଲୋକଙ୍କୁ ଠକିଥାଏ, ସେତେବେଳେ ସରକାରଙ୍କ ଆଗରେ ଗୁହାରି କରିଥାନ୍ତି ଲୋକ । ଆଉ ଯେତେବେଳେ ସରକାରୀ ସଂସ୍ଥା ଠକିଦେବ, ସେତେବେଳେ କାହାକୁ ଗୁହାରି କରିବେ ବୁଝି ପାରୁନାହାନ୍ତି ଭୁବନେଶ୍ୱର ଡୁମୁଡୁମା ଫେଜ୍ – ୭ ର ହିତାଧିକାରୀ । ଲିଖିତ ପ୍ରତିଶ୍ରୁତି…

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକେଇର ଖୋଳତାଡ କରୁଛି ସିବିଆଇ । ଏବିଜି ସିପୟାର୍ଡ କମ୍ପାନୀର ପୂର୍ବ ସିଇଓଙ୍କୁ ଜେରା ।

କନକ ବ୍ୟୁରୋ : ଦେଶର ବୃହତ ଜାହଜ ନିର୍ମାଣକାରୀ କମ୍ପାନୀ ଏବିଜିର ବଡ ଠକେଇର ପର୍ଦ୍ଦାଫାଶ ହୋଇସାରିଛି । ୨୮ଟି ବ୍ୟାଙ୍କରୁ ଜାଲିଆତି କରି ପାଖାପାଖି ୨୩ ହଜାର କୋଟିରୁ ଅଧିକ ଟଙ୍କାର ଋଣ ନେଇ ଠକିଥିବା ଅଭିଯୋଗରେ ଏବେ କମ୍ପାନୀ ନାଁରେ ଚାଲିଛି ମାମଲା । ବର୍ତମାନ ମାମଲାର ତନାଘନା କରୁଛି…

ରାଜଧାନୀରେ ଆରମ୍ଭ ହେଲା ଆମ କ୍ଲିନିକ ସେବା: ବିଏମସି ଅଧୀନସ୍ଥ ହସପିଟାଲରେ କେଉଁ ଡାକ୍ତର କେତେବେଳେ ସେବା ଯୋଗାଇବେ,…

କନକ ବ୍ୟୁରୋ: ପୌର ନିର୍ବାଚନ ପୂର୍ବରୁ ରାଜଧାନୀରେ ଆରମ୍ଭ ହୋଇଛି ଆମ କ୍ଲିନିକ୍ ସେବା । ଏହି ଯୋଜନା ଅନୁଯାୟୀ ବିଏମସି ହସ୍ପିଟାଲରେ କେଉଁ ଡାକ୍ତର କେତେବେଳେ ସେବା ଯୋଗାଇବେ ଜାରି ହେଉଛି ତାଲିକା । ତେବେ ବିରୋଧୀ ଏପରି ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଗକୁ ପୌର ନିର୍ବାଚନ ରହିଛି ।…

ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ସାଂଘାତିକ ଅଭିଯୋଗ: କ୍ଲିନିକ ଖୋଲି ଲୋକଙ୍କ ଜୀବନ ନେଇଥିବା କହିଲେ ମୃତକଙ୍କ ପରିବାର…

କନକ ବ୍ୟୁରୋ: ମାଟ୍ରିକ ପାସ କରିନଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ସାଂଘାତିକ ଅଭିଯୋଗ । ଢେଙ୍କାନାଳ କାମାକ୍ଷାନଗରରେ ଏକ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା ନାଁରେ ଚୂନ ଲଗାଉଥିଲା ଏହି ଧୃତ । ୧୯୯୦ରୁ ୨୦୧୦ ଯାଏଁ ଏଠାରେ ତାର ପ୍ରଭାବ ରହିଥିଲା । ସରକାରୀ ଡାକ୍ତରଖାନାରେ…