Daily Archives

February 4, 2022

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କୁ ଝଟକା: ଭଣଜା ଭୁପିନ୍ଦର ସିଂହ ହନିକୁ ଗିରଫ କଲା ଇଡି

କନକ ବ୍ୟୁରୋ: ପଂଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କୁ ବଡ ଝଟକା । ଗୁରୁବାର ମଧ୍ୟରାତ୍ରିରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୮ ଘଂଟା ଧରି ଜେରା କରିବା ପରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଭଣଜା…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭାବନୀୟ ଦୃଶ୍ୟ: ଗାଈ ଫେରାଇବା ପାଇଁ ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ଗୁହାରୀ ଜଣାଇଲେ…

କନକ ବ୍ୟୁରୋ: ସୋନପୁରରୁ ଆସିଥିବା ଏହି ଖବର, ସାରାରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି । ସ୍ୱାଧୀନତାର ୭୫ ବର୍ଷ ପରେ ବି ରାଜ୍ୟରେ ଏଭଳି ଦୃଶ୍ୟ ଦେଖିଲେ ଭାବିବା ପାଇଁ ବାଧ୍ୟ କରୁଛି । ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବାରେ କେତେ ପାରିବାର ଆମ…

୫ ଲକ୍ଷ ଟପିଲା ଦେଶରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା: କୋଭିଡ୍ ମୃତ୍ୟୁ ରେକର୍ଡ ତାଲିକାରେ ବିଶ୍ୱର ତିନି ନମ୍ବର…

କନକ ବ୍ୟୁରୋ: ଦେଶରେ କମୁଛି କରୋନା ସଂକ୍ରମଣ କିନ୍ତୁ ବଢୁଛି ମୃତ୍ୟ ସଂଖ୍ୟା । ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ପାରକରିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି । ସେପଟେ ଦେଶରେ ଆରୋଗ୍ୟ ହାର ୯୫.୪୯ ପ୍ରତିଶତ ଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ…

ଆଇଏସଆଇଏସର ମୁଖ୍ୟ ନିପାତ: ଆମେରିକା ସେନାର ଅପରେସନ ବେଳେ ନିଜକୁ ବିସ୍ଫୋରଣରେ ଉଡାଇଦେଲା ଅବୁ ଇବ୍ରାହିମ

କନକ ବ୍ୟୁରୋ: ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ମୁଖ୍ୟ ତଥ୍ୟା କୁଖ୍ୟାତ ଆତଙ୍କବାଦୀ ଅବୁ ଇବ୍ରାହିମ୍ ଅଲ – କୁରେସିକୁ ନିପାତ କଲା ଆମେରିକା । ସିରିଆରେ ଆମେରିକା ସେନା ରାଷ୍ଟ୍ରପତି ଜୋ ବାଇଡେନ୍ ନିର୍ଦ୍ଦେଶ କ୍ରମେ ଆତଙ୍କବାଦୀ ଅବୁ ଇବ୍ରାହିମ୍ ଅଲ – କୁରେସିକୁ ମାରିବାରେ ସଫଳ ହୋଇଛନ୍ତି ।…

ପାଖେଇ ଆସୁଛି ନିର୍ବାଚନ: ଜୋର ହେଉଛି ପ୍ରଚାର, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କଲେ…

କନକ ବ୍ୟୁରୋ: ୟୁପିରେ ଆସନ୍ତା ୧୦ ତାରିଖରେ ଆରମ୍ଭ ହେବ ବଧାନସଭା ନିର୍ବାଚନ । ଯାହାକୁ ନେଇ ରାଜନୈତିକ ଦଳ ଗୁଡିକ ଜୋର ସୋର ପସ୍ତୁତି କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖରପୁର ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ସେପଟେ କୋଭିଡ ନିୟମ ଉଲଂଘନ କରିବା ଅଭିଯୋଗରେ ସପା ମୁଖ୍ୟ…

ପ୍ରତିବର୍ଷ ବଢୁଛି ୧୦ ଲକ୍ଷ କର୍କଟ ରୋଗୀଙ୍କ ସଂଖ୍ୟା: ରୋଗ ନିରୂପଣରେ ବିଳମ୍ବ ଯୋଗୁଁ ପ୍ରାଣ ହରାଉଛନ୍ତି ୭ ଲକ୍ଷ ରୋଗୀ

କନକ ବ୍ୟୁରୋ: କ୍ୟାନ୍ସର । ଏକବିଂଶ ଶତାବ୍ଦୀରେ ବି ଏହି ରୋଗ ହୋଇଥିବା ଜାଣିଲେ, ମନରେ ଛନକା ପଶିଯାଏ । କ୍ୟାନ୍ସର ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ଅନେକଙ୍କ ଧାରଣା । କିନ୍ତୁ ବେଳ ଥାଉ ଥାଉ ରୋଗର ଚିହ୍ନଟ ହୋଇଗଲେ ଅମୂଲ୍ୟ ଜୀବନ ବଂଚିପାରେ ବୋଲି କୁହନ୍ତି କର୍କଟ ରୋଗ ବିଶେଷଜ୍ଞ । କର୍କଟ…