Daily Archives

February 5, 2022

ନିଜ ନିର୍ବାଚନ ମଣ୍ଡଳୀରେ ହଟ୍ଟହଟ୍ଟା ହେଲେ ଗଣଶିକ୍ଷା ମନ୍ତ୍ରୀ । ଗୋପ ବ୍ଲକ ନାଗପୁର ପଞ୍ଚାୟତରେ ରାସ୍ତା ଉପରେ ଗାଡ଼ିକୁ…

କନକ ବ୍ୟୁରୋ: ହଟ୍ଟହଟ୍ଟା ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଲେ ଅସନ୍ତୁଷ୍ଟ କର୍ମୀ । ଫଳରେ ବିଜେଡିରେ ଦୁଇ ଗୋଷ୍ଠୀ ଭିତରେ ବିବାଦ ରହିଥିବା ଚର୍ଚ୍ଚା ହେଉଛି । ନିମାପଡା ନିର୍ବାଚନ ମଣ୍ଡଳୀର ଗୋପ ବ୍ଲକ ନାଗପୁର ପଞ୍ଚାୟତରେ ସରପଞ୍ଚ ଓ…

ବିନା ଅପେରାରେ ହେବ ଖଣ୍ଡଗିରି ମେଳା । ଯୋଗଦେଇପାରିବେନି ସାଧାରଣ ଲୋକ, ଖୋଲିବନି ଦୋକାନ ବଜାର ।

କନକ ବ୍ୟୁରୋ: ବିନା ଲୋକରେ ଓ ବିନା ଯାତ୍ରାରେ ହେବ ଖଣ୍ଡଗିରି ମେଳା । କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯିବ । କୌଣସି ବି ଭକ୍ତ ଏଥିରେ ସାମିଲ ହୋଇପାରିବେ ନାହିଁ । ତା ସହିତ ମେଳାରେ କୌଣସି ପ୍ରକାର ଦୋକାନ ପତ୍ର ଖୋଲିବାକୁ ମଧ୍ୟ ବାରଣ କରାଯାଇଛି । ଏ ସମ୍ଭନ୍ଧିତ…

ଭାରତରେ ଶେଷ ହେବ କରୋନାର ତୃତୀୟ ଲହର । ମାର୍ଚ୍ଚରେ ଏଣ୍ଡେମିକ୍ ସ୍ଥିତିରେ ପହଁଚିବ ମହାମାରୀ

କନକ ବ୍ୟୁରୋ: ମାର୍ଚ୍ଚ ମାସ ଭିତରେ ଦେଶରେ ଶେଷ ହେବ କରୋନାର ତୃତୀୟ ଲହର । ବିଶେଷଜ୍ଞଙ୍କ ଏଭଳି ଏକ ଆକଳନ ଦେଶବାସୀଙ୍କୁ ଆଶ୍ୱସ୍ତି ଦେଇଛି । ଦେଶରେ ତୃତୀୟ ଲହର ଫିକା ପଡୁଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି । ସେପଟେ ଦେଶରେ ଏବେ ବି ମୃତ୍ୟୁହାର ୧ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି ।…

ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଜୋରଦାର ଚାଲିଛି ପ୍ରଚାର । ଘର ଘର ବୁଲି ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ଯୋଗୀ…

କନକ ବ୍ୟୁରୋ: ୟୁପିରେ ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ଯାହାକୁ ନେଇ ସରଗରମ ହେଇଛି ରାଜ୍ୟ ରାଜନୀତି । ଘର ଘର ବୁଲି ପ୍ରଚାର ଓ ନେତାଙ୍କ ରୋଡ ସୋ ଦେଖିବାକୁ ମିଳୁଛି । ସେପଟେ କାନପୁରରେ ଚେକିଙ୍ଗ ସମୟରେ ୬ କୋଟିର ଅଧିକ ଟଙ୍କା ଜବତ କରିଛି ପୁଲିସ । ଘଟଣା ସ୍ଥଳରେ ଆଇଟି ବିଭାଗ ପହଞ୍ଚି…

ପଞ୍ଜାବ କଂଗ୍ରେସର କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା? ସିଦ୍ଧୁ ଓ ଚନ୍ନିଙ୍କ ମଧ୍ୟରେ ଟଣାଓଟରା!

କନକ ବ୍ୟୁରୋ: ପଞ୍ଜାବ କଂଗ୍ରେସରେ ଦିନକୁ ଦିନ କନ୍ଦଳ ବଢିବାରେ ଲାଗିଲାଣି । ବିଧାନସଭା ନିର୍ବାଚନ ପାଇଁ କିଏ ହେବ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଏହାକୁ ନେଇ ଅନ୍ତଦ୍ୱର୍ନ୍ଦ ଲାଗି ରହିଛି । ଏହାରି ଭିତରେ ବିବାଦକୁ ଆହୁରି ବଢାଇ ଦେଇଛି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ…

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହାଇଦ୍ରାବାଦରେ ଶ୍ରୀରାମାନୁଜଆଚାର୍ଯ୍ୟଙ୍କ ୨୧୬ ଫୁଟ୍ ଉଚ୍ଚ…

କନକ ବ୍ୟୁରୋ: ତେଲେଙ୍ଗାନା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହାଇଦ୍ରାବାଦରେ ପହଁଚି ୨୧୬ ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ଭକ୍ତି ସନ୍ଥ ଶ୍ରୀ ରାମାନୁଜ ଆଚାର୍ଯ୍ୟଙ୍କ ସ୍ମୃତିରେ ଏହି ବିଶାଳ ପ୍ରତିମା ନିର୍ମାଣ କରାଯାଇଛି । ସୁନା,…