Daily Archives

February 16, 2022

ଦିନ ଗଡୁଛି, ଶୁଣାଣି ଘୁଞ୍ଚୁଛି । ହିଜାବ ମାମଲାରେ ଆଜି ବି ଅଧାରେ ରହିଲା ଶୁଣାଣି ।

କନକ ବ୍ୟୁରୋ : ହିଜାବ ବିବାଦକୁ ନେଇ ଇସଲାମିକ ଦେଶ ଗୁଡିକର ସଂଗଠନ ଓଆଇସି ଦେଇଛି ଭାରତ ବିରୋଧୀ ବୟାନ । ଏବେ ଏହାର ଜବାବ ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓଆଇସିକୁ ଜବାବ ଦେଇ କହିଛି ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ଭାରତର ସମ୍ବିଧାନ ପ୍ରକିୟା…

ଆଶଙ୍କା ଘେରରେ ୟୁକ୍ରେନ ସ୍ଥିତି । ଆମେରିକାର କହିଲା ଋଷ କରୁଛି ଚାଲ, କରିପାରେ ଆକ୍ରମଣ ।

କନକ ବ୍ୟୁରୋ : ୟୁକ୍ରେନ ଉପରୁ ଯୁଦ୍ଧ ଆଶଙ୍କା ଟଳି ଯାଇଥିବା କୁହାଯାଉଛି । କାରଣ ଋଷ ୟୁକ୍ରେନ ସୀମାନ୍ତରୁ ନିଜର ସେନା ପ୍ରତ୍ୟାହାର କରୁଛି । ସେପଟେ କିନ୍ତୁ କିଛି ଅଲଗା ଦାବି କରୁଛି ଆମେରିକା । ଏବେବି ୟୁକ୍ରେନ ଉପରୁ ସଙ୍କଟ ଟଳିନି ଓ କୌଣସି ମୁହୁର୍ତ୍ତରେ ଆକ୍ରମଣ ହୋଇପାରେ ବୋଲି…

ସନ୍ଥଙ୍କ ଜୟନ୍ତୀରେ ରାଜନେତାଙ୍କ ଦଳିତକାର୍ଡ ଖେଳ । ଗୁରୁ ରବିଦାସଙ୍କ ମନ୍ଦିରରେ ପୂଜା କଲେ ମୋଦି, ଲଙ୍ଗର ବାଣ୍ଟିଲେ…

କନକ ବ୍ୟୁରୋ : ସନ୍ଥଙ୍କ ଜୟନ୍ତୀରେ ରାଜନୈତିକ ଦଳଗୁଡିକ ଖେଳିଲେ ଦଳିତକାର୍ଡ । ଆଜି ହେଉଛି ସନ୍ଥ ଗୁରୁ ରବିଦାସଙ୍କ ଜୟନ୍ତୀ । ଏହି ମୌକାରେ ବିଜେପି, କଂଗ୍ରେସ, ଆମ ଆଦମୀ ପାର୍ଟି ସହ ବିଏସପି ଓ ସମାଜବାର୍ଦି ପାର୍ଟିର ନେତାମାନେ ଉତ୍ତରପ୍ରଦେଶ ଓ ପଞ୍ଜାବରେ ଡେରା ପକାଇଛନ୍ତି । ସନ୍ଥଙ୍କ…

ପଞ୍ଚାୟତ ନିର୍ବାଚନ: ବିଭିନ୍ନ ସ୍ଥାନରେ ବୁଥ ଜବରଦଖଲ କଲେ ଦୁବୃର୍ତ୍ତ । ପଢନ୍ତୁ, କେଉଁଠୁ ଆସିଲା ହିଂସାର ଖବର?

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସାକାଣ୍ଡର ଖବର ଆସିଛି । କେଉଁଠି ବୁଥ କ୍ୟାପଚରିଂ ଉଦ୍ୟମ ତ କେଉଁଠି ଭୋଟ ବାକ୍ସ ଲୁଟ୍ । ସମ୍ବଲପୁର ଘିଚାମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରେ ଗୁଳି ମାଡ ହୋଇଛି । ଏହାଛଡା ବିଭିନ୍ ସ୍ଥାନରେ ବିଜେଡି…

ଗିରଫ ହେଲେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଭିଜିଲାନ୍ସ ଏସପି କହିଲେ ଦେଇପାରିଲେ ନାହିଁ ଅମାପ ସମ୍ପତିର ହିସାବ ।

କନକ ବ୍ୟୁରୋ: ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛି ପୁଲିସ । ଯେଉଁ ପୁଲିସ ବାବୁ ଅନ୍ୟମାନଙ୍କୁ ବାନ୍ଧୁଥିଲେ ଆଜି ନିଜେ ବନ୍ଧା ହୋଇଛନ୍ତି । ତାଙ୍କ କଳାକାରନାମାର ତାଲିକା ଲମ୍ବି ଲମ୍ବି ଚାଲିଛି । ଆଜି ଭିଜିଲାନ୍ସ ଏସପି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଏହି ପୁଲିସ…