Daily Archives

February 22, 2022

କୋହଲିଙ୍କ ପାଇଁ ଭାବପୂର୍ଣ୍ଣ ଚିଠି ଲେଖିଲେ ଯୁବରାଜ । ଉପହାର ସ୍ୱରୂପ ଦେଲେ ସୁନାର ବୁଟ୍ ।

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି । ଚିଠିରେ ବିରାଟଙ୍କ ଭୂୟସୀ ପ୍ରଂଶସା କରିବା ସହ ଯୁବରାଜ ପୁରୁଣା ଦିନର କିଛି ସ୍ମରଣୀୟ କଥାକୁ ମଧ୍ୟ ଉଲ୍ଲେଖ କରିଛନ୍ତି ।…

କରୋନା ଭୂତାଣୁ ସୃଷ୍ଟିକୁ ନେଇ ତଥ୍ୟ ଲୁଚାଉଛି କି ଚୀନ୍ ? ରାଷ୍ଟ୍ରପତି ଜିନପିଙ୍ଗଙ୍କ ଭୂମିକା ବଢାଇଲା ସନ୍ଦେହ ।

କନକ ବ୍ୟୁରୋ : କରୋନା ଭୂତାଣୁର ସୃଷ୍ଟି ଚୀନର ଉହାନ ସହରକୁ ନେଇ ପୁଣି ଥରେ ଚର୍ଚ୍ଚା ହେବାରେ ଲାଗିଛି । ଉହାନର ଯେଉଁ ଲାବରୁ କରୋନା ଭୂତାଣୁ ଲିକ୍ ହୋଇଥିଲା ସେହି ଲାବକୁ କବଳିତ କରିବାକୁ ନିଜ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜିନପିଙ୍ଗ । ଆଉ ତାଙ୍କର ଏହି କାର୍ଯ୍ୟକଳାପ କରୋନା…

ଘନଉଛି ଋଷ-ୟୁକ୍ରେନ ବିବାଦ, ଡୋନେସ୍କ ଓ ଲୁହାନସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲେ ଋଷ ରାଷ୍ଟ୍ରପତି

କନକ ବ୍ୟୁରୋ : ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି ୟୁକ୍ରେନର ସମସ୍ୟା । ସୀମାରେ ମୁତୟନ ଥିବା ରୁଷ ସେନା ତରଫରୁ ଆରମ୍ଭ ହୋଇ ଯାଇଛି ସିଜ୍ ଫାୟାର୍ । ଆଉ ଆତଙ୍କିତ ଅବସ୍ଥାରେ ୟୁକ୍ରେନବାସୀ । ଏହା ଭିତରେ ୟୁକ୍ରେନ ସହର ଡୋନେସ୍କ ଓ ଲୁହାନ୍ସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇ ଦେଇଛନ୍ତି…

କେମିତି ହେବ ପଞ୍ଚାୟତ କାଉଣ୍ଟିଙ୍ଗ ? କେଉଁ ନେତାଙ୍କ ଫଳ ଆସିବ କେଉଁ ତାରିଖରେ ? ଜାଣନ୍ତୁ ଗଣତିର ପୂରା ପ୍ରକ୍ରିୟା ।

କନକ ବ୍ୟୁରୋ : ପଞ୍ଚାୟତ ଭୋଟର ଚାରି ପର୍ଯ୍ୟାୟ ସରିବା ପରେ ନେତାଙ୍କ ନଜର ରହିଛି ଏବେ ଭୋଟ ଗଣତି ଉପରେ । ଫେବୃୟାରୀ ୨୬, ୨୭, ୨୮ ତାରିଖ ତିନି ଦିନ ଧରି ବ୍ଲକ ମୁଖ୍ୟାଳୟରେ ବାଲାଟ ବକ୍ସ ଖୋଲାଯାଇ ଗଣତି କରାଯିବ । ପ୍ରତି ବ୍ଲକ ଅଧୀନରେ ଆସୁଥିବା ଜିଲ୍ଲାପରିଷଦ ଜୋନ ଗୁଡିକୁ ତିନି ଭାଗରେ…

ଋଷ-ୟୁକ୍ରେନ୍ ଯୁଦ୍ଧ ଆଶଙ୍କା ଭିତରେ ଜାତିସଂଘରେ ଭାରତର ପକ୍ଷ । କହିଲା ଆଲୋଚନା ମାଧ୍ୟମରେ ସମସ୍ୟାର କରାଯାଉ ସମାଧାନ

କନକ ବ୍ୟୁରୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦ ଭିତରେ ୟୁକ୍ରେନ୍ର ଦୁଇଟି ଅଞ୍ଚଳ ଲୁହାନସ୍କ ଓ ଡୋନେସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଛି ରୁଷ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପୁତିନ ସରକାର ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ କରିଥିବା ୟୁରୋପୀୟ ସଂଘ ଅଭିଯୋଗ…