Daily Archives

February 23, 2022

ୟୁପିରେ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଦେଲେ ମନ୍ତ୍ରୀ ଅଜୟ ମିଶ୍ରା ।

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୪ର୍ଥ ଚରଣ ପାଇଁ ବୁଧବାର ପଡିଛି ଭୋଟ । ୯ଟି ଜିଲ୍ଲାର ୫୯ଟି ଆସନରେ ହୋଇଛି ମତଦାନ । ତେବେ ୪ର୍ଥ ଚରଣରେ ସବୁଠୁ ଅଧିକ ଫୋକସରେ ରହିଛି ବହୁ ଚର୍ଚ୍ଚିତ ଲଖୀମପୁର ଖେରୀ । ପୂର୍ବରୁ ଏଠାରେ ବିଜେପି ୮ରୁ ୮ ଆସନ ଜିତିଥିବାବେଳେ ଏଥରକ କିନ୍ତୁ…

ରାତି ପାହିଲେ ପଡ଼ିବ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ । ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ହେବ ମତଦାନ ।

କନକ ବ୍ୟୁରୋ : ଆସନ୍ତାକାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ ହେବ । ଏହି ଫେଜରେ ୨୫ଟି ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହେବ । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ଭୋଟ ପଡିବ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ…

ବଢ଼ିଲା ବାୟୁସେନାର ବଳ । ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ୍ ଯୁଦ୍ଧବିମାନ ।

କନକ ବ୍ୟୁରୋ : ଆଉ ତିନିଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିଛି । ଗତକାଲି ସନ୍ଧ୍ୟାରେ ଫ୍ରାନ୍ସ ଏୟାରବେସରୁ ସିଧାସଳଖ ଭାରତରେ ପହଞ୍ଚିଛି । ବାଟରେ ଏହି ତିନି ରାଫେଲ ବିମାନକୁ ୟୁଏଇ ବାୟୁସେନା ଇନ୍ଧନ ଭରିବାରେ ସାହାଯ୍ୟ କରିଥିଲା । ଏହାକୁ ମିଶାଇ ଭାରତ ଫ୍ରାନ୍ସ ଠାରୁ ୩୫ଟି ରାଫେଲ…

ଗିରଫ ହେଲେ ନୱାବ ମଲ୍ଲିକ । ମନି ଲଣ୍ଡ୍ରିଂ ମାମଲାରେ ଫସିଲେ ମହାରାଷ୍ଟ୍ର ମନ୍ତ୍ରୀ

କନକ ବ୍ୟୁରୋ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲ୍ଲିକଙ୍କ ଉପରେ ବୁଧବାର ସକାଳୁ ବଡ ଚଡକ ପଡିଛି । ଅଣ୍ଡରୱାଲ୍ଡ ସହ ସର୍ମ୍ପକ ରଖିବା ଓ ମନି ଲଡ୍ରିଂ ମାମଲାରେ ନୱାବଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମହାରାଷ୍ଟ୍ର ରାଜନୀତିରେ ହଲଚଲ । ଗିରଫ ହେଲେ ମନ୍ତ୍ରୀ…

ବାତିଲ ହେବନି ମାଟ୍ରିକ୍ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ଅନଲାଇନ ପରୀକ୍ଷା ଦାବିରେ ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ…

କନକ ବ୍ୟୁରୋ : ବାତିଲ ହେବନି ମାଟ୍ରିକ୍ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ସିବିଏସସି, ଆଇସିଏସସି ଓ ରାଜ୍ୟ ବୋର୍ଡର ମାଟ୍ରିକ୍ ଏବଂ ଦ୍ୱାଦଶ ପରୀକ୍ଷା ମାମଲାରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନାୟାଳୟ । ଅଫଲାଇନ୍ ପରୀକ୍ଷା ବିରୋଧରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ…