Daily Archives

February 16, 2022

ଶିଖର ଧାୱନ ନା ମୟଙ୍କ ଅଗ୍ରୱାଲ ? କିଏ ହେବ ପଞ୍ଜାବ କିଙ୍ଗସର କ୍ୟାପଟେନ୍ ?

କନକ ବ୍ୟୁରୋ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ପାଇଁ ଏକ ଶକ୍ତିଶାଳୀ ଟିମ୍ ପ୍ରସ୍ତୁତ କରିଛି ପଞ୍ଜାବ କିଙ୍ଗସ । ୨୦୨୨ ଆଇପିଏଲ ଅକ୍ସନରେ ଶିଖର ଧାୱନ, ଲିୟାମ ଲିଭିଙ୍ଗଷ୍ଟୋନ, କାଗିସୋ ରାବାଡା, ଜନି ବେୟାରଷ୍ଟୋ, ଶାହରୁଖ ଖାନଙ୍କ ଭଳି ଷ୍ଟାର ଖେଳାଳୀଙ୍କୁ ନିଜ ଦଳରେ ସାମିଲ କରିଛି…

ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ । କହିଲେ, ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ…

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । କେବଳ କିଛି ସ୍ଥାନରେ ଗଣ୍ଡଗୋଳ ନେଇ ଖବର ଆସିଥିବାବେଳେ, ଆଗକୁ ଯେପରି ଏହାର ପୁନରାବୃତ୍ତି ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି । ପୋଲିସ ଡିଜିଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବୁଧବାର…

ତ୍ରିନାଥ ମିଶ୍ରଙ୍କ ପାଖରୁ ଜବତ ହୋଇ ୧୧ କୋଟି ୯୮ ଲକ୍ଷର ଆୟ ବର୍ହିଭୂତ ସମ୍ପତ୍ତି । ଖୁବଶୀଘ୍ର ରିମାଣ୍ଡରେ ନେବାକୁ…

କନକ ବ୍ୟୁରୋ: କୁବେର ପୋଲିସ କମ୍ୟୁନିକେସନର ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କ ଉପରେ ଭିଜିଲାନ୍ସ ଚଢାଉ ନେଇ କଟକ ଭିଜିଲାନ୍ସ ଏସପିଙ୍କ ପ୍ରେସମିଟ୍ । ତାଙ୍କ ନିକଟରୁ ମୋଟ ୧୧ କୋଟି ୯୮ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ହୋଇଥିବା ନେଇ ମିଳିଲା ସୂଚନା । ଖାଲି ସେତିକି ନୁହେଁ,…

ନୂଆ ଅଧିନାୟକ ଘୋଷଣା କଲା କୋଲକାତା ନାଇଟ୍ ରାଇଡର୍ସ । ଶ୍ରେୟାସ ଆୟର ଧରିଲେ କେକେଆରର ମଙ୍ଗ ।

ଶ୍ରେୟାସ ଆୟର ହେଲେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ । ବୁଧବାର ଦଳ ପକ୍ଷରୁ ନିଜର ନୂଆ ଅଧିନାୟକ ଘୋଷଣା କରାଯାଇଛି । ତେଣୁ ଆସନ୍ତା ଆଇପିଏଲରେ କେକେଆର ଦଳର ମଙ୍ଗ ଶ୍ରେୟାସ ଧରିବା ନେଇ ପକ୍କା ହୋଇଛି । ଏଥର ଆଇପିଏଲ୍ ଖେଳାଳି ମେଗା ନିଲାମ ପ୍ରକ୍ରିୟାରେ ଶ୍ରେୟାସ ଆୟାରଙ୍କୁ ୧୨.୨୫ କୋଟି…

କୁବେର ପୋଲିସ ବାବୁ ତ୍ରିନାଥ ମିଶ୍ର ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ, ଚଢୁଥିଲେ…

କନକ ବ୍ୟୁରୋ : ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏନେଇ ପ୍ରେସ ରିଲିଜ ଜରିଆରେ ସୂଚନା ମିଳିଛି । ଦୀର୍ଘ ଗୋଟିଏ ଦିନ ଧରି ଭିଜିଲାନ୍ସ ତ୍ରିନାଥଙ୍କ ଘରେ ଚଢାଉ କରିବା ପରେ ୧୨…

ଢିଙ୍କିଆ ଯିବ ହାଇକୋର୍ଟ କମିଟି । ଫେବ୍ରୁଆରୀ ୧୯ରେ ଢିଙ୍କିଆ ଗସ୍ତ କରି ଦେବ ରିପୋର୍ଟ । 

କନକ ବ୍ୟୁରୋ: ଢିଙ୍କିଆ ଯିବ ହାଇକୋର୍ଟ କମିଟି । ଆସନ୍ତା ଫେବ୍ରୁଆରୀ ୧୯ ତାରିଖରେ ଢିଙ୍କିଆ ଗସ୍ତ କରିବ ହାଇକୋର୍ଟ କମିଟି । ତେବେ ଏହି କମିଟି ୫ ଜଣିଆ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସ୍ଥିତି ଅନୁଧ୍ୟାନ ସହ ଏହି କମିଟି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବ । ଏହାପରେ ଆସନ୍ତା ୨୩…