Daily Archives

February 19, 2022

୧୭ ସ୍ତ୍ରୀଙ୍କ ସ୍ୱାମୀ ନକଲି ଡାକ୍ତରଙ୍କୁ ନେଇ ତନାଘନା ଜୋର୍: ୫ ଦିନିଆ ରିମାଣ୍ଡରେ ନେଇ ଠକେଇ ପଛର ଗୁମର ଖୋଜୁଛି…

କନକ ବ୍ୟୁରୋ: ମୁହଁ ପୋତି ପୋତି ପୁଲିସ ହେପାଜତକୁ ଯାଉଥିବା ଏହି ନିରୀହ ଚେହେରା ପଛରେ ଏତେ ଯେ କେଳେଙ୍କାରୀ ରହିଛି, ତାର ଖୋଲତାଡ କରିବା ପାଇଁ ଏହି ଠକକୁ ପୁଲିସକୁ ରିମାଣ୍ଡରେ ନେବାକୁ ପଡିଛି । ରିମାଣ୍ଡ ଅବଧି ଭିତରେ ନକିଲ ଡାକ୍ତର ତଥା ଠକମାଷ୍ଟର ରମେଶ୍ୱ ସ୍ୱାଇଁ ଠାରୁ ସ୍ତ୍ରୀଙ୍କ ତାଲିକା…

ଦୁଇଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ଭୁବନେଶ୍ୱରରେ ପହଁଚି ଗଲେ ପୁରୀ, ଜଗନ୍ନାଥଙ୍କୁ କଲେ ଦର୍ଶନ

କନକ ବ୍ୟୁରୋ: ଦୁଇ ଦିନିଆ ପୁରୀ ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପରିବାର ସହ ବଡ ଠାକୁରଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଗର୍ଭଗୃହକୁ ଯାଇ କାଳିଆ ଠାକୁରଙ୍କ ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ତାଙ୍କ ସହ ଥିଲେ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ତାଙ୍କ ଝିଅ-ଜ୍ୱାଇଁ…

ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜେମ୍ସ ଫକନରଙ୍କୁ ଟଙ୍କା ଦେଲାନି ପାକିସ୍ତାନ । ଅଧାରୁ ଛାଡିଲେ ପାକିସ୍ତାନ ସୁପର ଲିଗ୍ ।

କନକ ବ୍ୟୁରୋ: ପାକିସ୍ତାନ ସୁପର ଲିଗକୁ ଅଧାରୁ ଛାଡିଲେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜେମ୍ସ ଫକନର । ତାଙ୍କୁ ଖେଳିବା ନେଇ ପ୍ରାପ୍ୟ ନମିଳିବା କାରଣରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କ ସହିତ ହୋଇଥିବା ଚୁକ୍ତିକୁ ସମ୍ମାନ ଜଣାଇନାହିଁ ଓ…

ନିଶ୍ଚିନ୍ତକୋଇଲି ବ୍ଲକ ଷ୍ଟ୍ରଙ୍ଗରୁମରେ ଅବ୍ୟବସ୍ଥା । ସିସିଟିଭି ନଥିବା ସହ ଜଗିଛନ୍ତି ମାତ୍ର ଜଣେ ସୁରକ୍ଷାକର୍ମୀ,…

କନକ ବ୍ୟୁରୋ : ନିଶ୍ଚିନ୍ତ କୋଇଲି ବ୍ଲକ ଷ୍ଟ୍ରଙ୍ଗରୁମରେ ଅବ୍ୟବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଲେ ସ୍ଥାନୀୟ ବାସିନ୍ଦା । ଷ୍ଟ୍ରଙ୍ଗ ରୁମରେ ୪୧ଟି ପଞ୍ଚାୟତର ବାଲାଟ ବକ୍ସ ରହିଥିବା ବେଳେ ଜଣେ ମାତ୍ର ସୁରକ୍ଷାକର୍ମୀ ରହିଛନ୍ତି । ଷ୍ଟ୍ରଙ୍ଗରୁମରେ ସିସିଟିଭିର ବ୍ୟବସ୍ଥା ନାହିଁ । ଏହାକୁ ନେଇ…

ଜନତାଙ୍କ ଉପରେ ପଡିବ କି ବିଜୁଳି ବୋଝ? ଶସ୍ତାରେ ବିଜୁଳି ଯୋଗାଇବା ବଦଳରେ ଗ୍ରୀଡକୋ ମନମୁଖୀ କାର୍ଯ୍ୟ ବଢାଉଛି ଚିନ୍ତା

କନକ ବ୍ୟୁରୋ: ପୁଣି ବଢ଼ିବ କି ବିଦ୍ୟୁତ ଦର । ଏଭଳି ଆଶଙ୍କାରେ ସାଧାରଣ ଲୋକ ଥିବାବେଳେ ବିଦ୍ୟୁତ ଦର ବୃଦ୍ଧି ନେଇ ଓଇଆରସିରେ ଶୁଣାଣି ହୋଇଛି । ଦରବୃଦ୍ଧିକୁ ବିରୋଧ କରି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଆଗରେ ଯୁକ୍ତି ରଖିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି,…