Daily Archives

February 1, 2022

ଦେଶସେବାରୁ ଜନସେବା । ରାଜନୀତି ମୈଦାନରେ ଅବସରପ୍ରାପ୍ତ ଯବାନ । ଦେଶମାତୃକାର ସେବା କଲେ, ଏବେ ଜନ୍ମମାଟିରେ ସେବାର…

କନକ ବ୍ୟୁରୋ: ଦେଶମାତୃକାର ସେବା କଲେ, ଏବେ ଜନ୍ମମାଟିରେ ସେବା କରିବାର ସମୟ । ଦିନେ ସୀମାରେ ଶତ୍ରୁ ସହ ଲଢେଇ କରି ଭାରତ ମାତାର ସେବା କରୁଥିଲେ, ଦେଶକୁ ସୁରକ୍ଷା ଦେଉଥିଲେ । ଏବେ ନିଜ ଅଞ୍ଚଳର ସେବା କରିବାକୁ ଅଣ୍ଟା ଭିଡିଛନ୍ତି ଜଣେ ଅବସରପ୍ରାପ୍ତ ସୈନିକ । ଆଉ ରାଜନୀତିରେ ପାଦଦେଇ…

ବଜେଟରେ ଭିତିଭୂମି ବିକାଶକୁ ଗୁରୁତ୍ୱ । ‘ପିଏମ ଗତଶକ୍ତି ମାଷ୍ଟର ପ୍ଲାନ’ ଘୋଷଣା ।

କନକ ବ୍ୟୁରୋ : ଚଳିତ ବର୍ଷ ବଜେଟରେ ଭିତିଭୂମିର ବିକାଶ ଓ ସୁଦୃଢ଼ିକରଣ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଯୋଜନାରେ ରେଳ, ସଡକ, ଭଳି ୧୬ଟି ମନ୍ତ୍ରାଳୟକୁ…

ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ । ଶ୍ରେଣୀଗୃହରେ ଲାଗିବ ଟିଭି, ସ୍ଥାପନ ହେବ ୭୫ ହଜାର ଗ୍ରାମ୍ୟ…

କନକ ବ୍ୟୁରୋ : କରୋନା କାଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଥିବାରୁ ବଜେଟରେ ଏହି ଦୁଇ ବିଭାଗ ଉପରେ ଗୁରୁତ୍ୱ ଦିଆଯାଇଛି । ଉଭୟ କ୍ଷେତ୍ରରେ ଡିଜିଟାଇଜେସନ ବୃଦ୍ଧି ସହ ଏହାର ଉପଯୋଗ ଉପରେ ଫୋକସ ଦେଇଛନ୍ତି ସରକାର । ତେବେ ହେଲଥ ଇନ୍ସୁରାନ୍ସ ପାଇଁ ସାଧାରଣ ଲୋକ…

ଦେଶରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ: ଦୈନିକ ସଂକ୍ରମଣ ୨ ଲକ୍ଷ ତଳକୁ ଖସିଲା, ହେଲେ ମୃତ୍ୟୁ ସଂଖ୍ୟା ୧ ହଜାର ଟପିଲା

କନକ ବ୍ୟୁରୋ: ଲଗାତାର ଭାବେ ଦେଶରେ କମୁଛି କରୋନା ସଂକ୍ରମଣ । ଲାଗୁଛି ଭାରତରେ ତୃତୀୟ ଲହର ଗତି ଧିମା ପଡି ଯାଇଛି । ଗତ ୨୪ ଘଂଟାରେ ଦେଶରେ ୧ ଲକ୍ଷ ୬୭ ହଜାର ୫୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ସଂକ୍ରମଣ କମୁଥିବାବେଳେ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବା ଦେଖିବାକୁ ମିଳୁଛି । ଗତ…

କାନାଡା ପ୍ରଧାନମନ୍ତ୍ରୀଙ୍କୁ ଘାରିଛି ପ୍ରତିବାଦ ଚିନ୍ତା: ତିନି ଦିନ ଧରି ରାଜଧାନୀ ଓଟାୱାରେ ଆନ୍ଦୋଳନ କରୁଛନ୍ତି ୨୦…

କନକ ବ୍ୟୁରୋ: କାନାଡାରେ ତେଜିବାରେ ଲାଗିଛି ଟ୍ରକ ଡ୍ରାଇଭରଙ୍କ ଆନ୍ଦୋଳନ । ରାଜଧାନୀ ଓଟାୱାରେ ହଜାର ହଜାର ସଂଖ୍ୟାରେ ଟ୍ରକ ଡ୍ରାଇଭର ନିଜ ନିଜ ଟ୍ରକ ସହ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । କରୋନା ଟିକାକୁ ବାଧ୍ୟତାମୂଳକ କରାଯିବା ନିୟମକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏହି ସବୁ…

ବାଜିରେ ରାଜ ପରିବାର ରାଜନୀତି । ପଞ୍ଚାୟତ ହେବ କି ଶେଷ ସୁଯୋଗ ?

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ବଲାଙ୍ଗୀରରେ ଗଡ ରକ୍ଷା ପାଇଁ ଉଦ୍ୟମ କରୁଛନ୍ତି ରାଜା ପରିବାର । ପତିଆରା ପ୍ରଦର୍ଶନ ପାଇଁ ଶେଷ ସୁଯୋଗ ହୋଇଛି ପଞ୍ଚାୟତ ଲଢ଼େଇ । ପଞ୍ଚାୟତ ନିର୍ବାଚନରେ ସଫଳ ହେଲେ ଆଗକୁ ରାସ୍ତା ସହଜ ହେବ ବୋଲି କୁହାଯାଉଛି,…