Daily Archives

February 26, 2022

ୟୁକ୍ରେନରେ ବୋମା ବର୍ଷା । ଜନବସତି ଉପରେ ମିଜାଇଲ ମାଡ

କନକ ବ୍ୟୁରୋ: ଯୁଦ୍ଧର ତୃତୀୟ ଦିନରେ ୟୁକ୍ରେନର ରାଜଧାନୀ କିବରୁ ଆସିଥିବା ଏକ ଭିଡିଓ ସାରାବିଶ୍ୱକୁ ଦୋହଲାଇ ଦେଇଛି । ଋଷ୍ ବିରୋଧରେ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆସିବା ସତ୍ତେ୍ୱ ୟୁକ୍ରେନର ରାଜଧାନୀ କିବ୍ ଦଖଲ ପାଇଁ ଅଭିଯାନ ଜାରି ରଖିଛି ଋଷୀୟ ସେନା । ସାମରିକ ଘାଟିକୁ ଟାର୍ଗେଟ…

ଭାରତର ଧୂଆଁଧାର ବ୍ୟାଟିଂ । ଦ୍ୱିତୀୟ ଟି-୨୦ରେ ୭ ୱିକେଟରେ ଶ୍ରୀଲଙ୍କାକୁ ମାତ୍ ଦେଇ ସିରିଜ ଜିତିଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ରୋହିତ ବାହିନୀ । ଦ୍ୱିତୀୟ ଟି-୨୦ରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇବା ସହ ସିରିଜ୍ କବଜା କରିଛି ଭାରତ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ…

ପଞ୍ଚାୟତ ଫଇସଲା: ଚମକାଇଦେଲା ରାତି ୯ଟା ୫୦ ସୁଦ୍ଧାର ଟ୍ରେଣ୍ଡ୍ ପଢ଼ନ୍ତୁ…

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ରାତି ୯ଟା ୫୦ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ବିଜେଡି ୨୮୦ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୧୪ ଏବଂ କଂଗ୍ରେସ…

ପଞ୍ଚାୟତ ଫଇସଲା: ଟ୍ରେଣ୍ଡ ଦେଉଛି ‘ପଦ୍ମ’କୁ ଟେନସନ୍, ରାତି ୯ଟା ୨୦ ସୁଦ୍ଧା ଟ୍ରେଣ୍ଡରେ ଆଗରେ ବିଜେଡି ।

କନକ ବ୍ୟୁରୋ: ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ, ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ରାତି ୯ଟା ୨୦ସୁଦ୍ଧା ବିଜେଡି ୨୭୮ ଜୋନରେ ଆଗୁଆ ରହିଥିବାବେଳେ ବିଜେପି ୧୭ ଏବଂ କଂଗ୍ରେସ ୧୫ଟି ଜୋନରେ ଆଗେଇ ଚାଲିଛି । ଅନ୍ୟପଟେ…