Daily Archives

February 25, 2022

ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୋଦୀ । ଟୁଇଟ୍ କରି ଲେଖିଲେ ଏମିତି କଥା…

କନକ ବ୍ୟୁରୋ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୁଇଟ୍ କରି ସେ ହେମାନନ୍ଦଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହିତ ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ସମ୍ବେଦନତା ଜ୍ଞାପନ…

ଫିକି ମହିଳା ଅନୁଷ୍ଠାନ ଭୁବନେଶ୍ୱରର ରୁଚି ଓ ଫ୍ରୋଜିଟ୍ ପରିଦର୍ଶନ

କନକ ବ୍ୟୁରୋ: ଗୁରୁବାର ଦିନ ଭୁବନେଶ୍ୱର ଫିକି ମହିଳା ଅନୁଷ୍ଠାନ ଭୁବନେଶ୍ୱରର କର୍ମକର୍ତ୍ତାମାନେ କଟକ ସ୍ଥିତ ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ପ୍ରତିଷ୍ଠାନ ରୁଚି ଓ ଫ୍ରୋଜିଟ୍ ପରିଦର୍ଶନରେ ଆସିଥିଲେ । ଫିକି ମହିଳା ଅନୁଷ୍ଠାନ ଭୁବନେଶ୍ୱରର…

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଶିିକ୍ଷାମନ୍ତ୍ରୀ…

କନକ ବ୍ୟୁରୋ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ ପରେ ଗଭୀର ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ବୋଲି କହିବା ସହିତ ସମାଜର ଅବହେଳିତ…

ଦେଶକୁ ଫେରୁଛନ୍ତି ୟୁକ୍ରେନ ଫସି ରହିଥିବା ଭାରତୀୟ । ସ୍ୱତନ୍ତ୍ର ବିମାନରେ ରୋମାନିଆ ବାଟ ଦେଇ ଆସୁଛନ୍ତି ଭାରତ ।

କନକ ବ୍ୟୁରୋ: ଦେଶକୁ ଫେରୁଛନ୍ତି ୟୁକ୍ରେନ ଫସି ରହିଥିବା ଭାରତୀୟ । ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ରୋମାନିଆ ବାଟ ଦେଇ ଭାରତ ଅଣାଯାଉଛି । ୟୁକ୍ରେନ ଛାଡି ରୋମାନିଆ ସୀମା ଅଭିମୁଖେ ପ୍ରଥମ ବ୍ୟାଚରେ ୩୦ଜଣ ଛାତ୍ରଛାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି । ଏନେଇ ଭାରତୀୟ ବୈଦେଶିକ…

ୟୁକ୍ରେନରେ ଫସିଛନ୍ତି ବହୁ ସଂଖ୍ୟାରେ ଓଡିଆ ଛାତ୍ରଛାତ୍ରୀ । ଉଦ୍ଧାର କରି ଫେରାଇ ଆଣିବାକୁ ବିଦେଶରୁ କରୁଛନ୍ତି ଅପିଲ

କନକ ବ୍ୟୁରୋ: ଆମକୁ ସୁରକ୍ଷା ଦିଅ , ଆମେ ବିପଦରେ ଅଛୁ । ଆମେ ଭାରତ ଫେରିବାକୁ ଚାହୁଁଛୁ । ଯେତେ ଜଲଦି ହେବ ଆମକୁ ଭାରତ ନେଇଯାଅ । ୟୁକ୍ରେନରୁ ଆସୁଛି ଏଭଳି ନିବେଦନ ଭରା ବାର୍ତ୍ତା । ଜୀବନ ଓ ମୃତ୍ୟୁ ଭିତରେ ବିତୁଛି ସମୟ । ଘର ଭିତରେ ଥିଲେ ବି ମୃତ୍ୟୁର ଭୟ ଘାରୁଛି । କେତେବେଳେ କେଉଁ…

କରୋନା ବେଳେ ଚୋରି ହେଉଥିଲା ଭେଣ୍ଟିଲେଟର । ଘରୋଇ ହସ୍ପିଟାଲକୁ କରାଯାଉଥିଲା ବିକ୍ରି

କନକ ବ୍ୟୁରୋ: କରୋନା କାଳରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭେଣ୍ଟିଲେଟର, ଆଇସିୟୁ ଆଣିଥିଲେ । ସେହି ଭେଣ୍ଟିଲେଟର, ଆଇସିୟୁ ମନିଟର ଚୋରି କରି ଘରୋଇ ହସ୍ପିଟାଲକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଓଏସଏମସି ଜେନେରାଲ ମ୍ୟାନେଜର ଚୋରି ନେଇ ଏତଲା…