Daily Archives

February 12, 2022

ଢେଙ୍କାନାଳରେ ପ୍ରାକ ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀଙ୍କୁ ହାଣି ପଳାଇଲେ ଦୁର୍ବୃତ୍ତ ।

କନକ ବ୍ୟୁରୋ: ବଜ ଖବର । ଢେଙ୍କାନାଳରେ ପ୍ରାକ ନିର୍ବାଚନୀ ହିଂସା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆସିଲା ହିଂସାକାଣ୍ଡର ଖବର । ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ଢେଙ୍କାନାଳ ଓଡପଡା ବଦାଳୁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ । ଭୁଜାଲୀରେ ହାଣିଦେଲେ ୪ ମୁଖାଧାରୀ…

ଉଗ୍ର ହେଉଛି ହିଜାବ ଝଡ଼ । ପୁଣି ଘୁଞ୍ଚିଲା ଶିକ୍ଷାନୁଷ୍ଠାନ ଖୋଲିବା ତାରିଖ

କନକ ବ୍ୟୁରୋ: ଦେଶରେ ଥମିବାର ନାଁ ନେଉନି ହିଜାବ ଝଡ । ରାଜ୍ୟକୁ ରାଜ୍ୟ ଡେଉଁଛି ବିବାଦ । ଆଉ ଏହାକୁ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ବାହାରେ ଗୁରଖା ଓ ହିଜାବ ପିନ୍ଧି ପ୍ରତିବାଦକୁ ଓହ୍ଲାଉଛନ୍ତି ମୁସଲମାନ ମହିଳା । ମାମଲା ଦିନକୁ ଦିନ ଜଟିଳ ହେଉଥିବାରୁ କର୍ଣ୍ଣାଟକରେ ପୁଣିଥରେ ଘୁଞ୍ଚିଛି…

ପାଞ୍ଚ ରାଜ୍ୟର ନିର୍ବାଚନ ପ୍ରଚାର କଟକଣାକୁ କୋହଳ କଲେ ଜାତୀୟ ନିର୍ବାଚନ କମିଶନ । ପଦଯାତ୍ରାକୁ ଦେଲେ ଅନୁମତି

କନକ ବ୍ୟୁରୋ: ପାଞ୍ଚ ରାଜ୍ୟର ନିର୍ବାଚନ ପ୍ରଚାର ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ସଂକ୍ରମଣ କମୁଥିବାରୁ ନିର୍ବାଚନରେ ପଦଯାତ୍ରାକୁ ଅନୁମତି ଦେଇଛନ୍ତି କମିଶନ । ତେବେ ସୀମିତ ସଂଖ୍ୟାରେ ଲୋକଙ୍କୁ ନେଇ ପଦଯାତ୍ରା କରିବାକୁ କହିଛନ୍ତି । ସେହିପରି ପ୍ରଚାର ସମୟ…

ଉତ୍ତରପ୍ରଦେଶ ପରେ ମିଶନ୍ ଉତ୍ତରାଖଣ୍ଡ । ଦେବଭୂମିରେ ନେତାଙ୍କ ଡେରା

କନକ ବ୍ୟୁରୋ: ଦେଶର ୫ଟି ରାଜ୍ୟରେ ହେଉଛି ବିଧାନସଭା ନିର୍ବାଚନ । ବିଜୟ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଛନ୍ତି । ବିଜେପି ହେଉ କି କଂଗ୍ରେସ, ଆମ ଆଦମି ପାର୍ଟି ହେଉ କି ଶିବସେନା, ସମସ୍ତ ଦଳର ବଡ ବଡ ହେବିୱେଟ ନେତା ଜୋର ସୋରରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ।…

ରମେଶ ମାଝୀଙ୍କ ପରେ ନିଜ ଗଡରେ ହଟହଟା ହେଲେ ବିଧାୟକ ମନୋହର ରନ୍ଧାରୀ । ପ୍ରଚାର ପାଇଁ ଯିବାବେଳେ ଅଟକାଇଲେ ଗ୍ରାମବାସୀ

କନକ ବ୍ୟୁରୋ: ସାଂସଦ ରମେଶ ମାଝୀଙ୍କ ପରେ ବିଧାୟକ ମନୋହର ରନ୍ଧାରୀ ନିଜ ଗଡରେ ହଟହଟା ହୋଇଛନ୍ତି । ମନୋହର ରନ୍ଧାରୀ ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ଦୁଇ ନମ୍ବର ଜୋନର କଂଟାମାଳ ପଞ୍ଚାୟତ ଚଣ୍ଡାଗୁଡା ଗାଁକୁ ଯାଉଥିବାବେଳେ ତାଙ୍କ ଗାଡିକୁ ଅଟକାଇଛନ୍ତି ଗାଁ ଲୋକ । ରାତିରେ ପ୍ରଚାର ନକରିବାକୁ…

ମମିତା ମେହେର ହତ୍ୟା ମାମଲାରେ ଦୁଇ ହଜାର ପୃଷ୍ଠାର ଚାର୍ଜସିଟ୍ । ଲାପଟପ, ପେନ୍ ଡ୍ରାଇଭ୍ ଓ ମନ୍ତ୍ରୀଙ୍କ ଲିଙ୍କ୍…

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି । ୨ ହଜାର ପୃଷ୍ଠାରେ ଏହି ଚାର୍ଜଶିଟ୍ ଦାଖଲ ହୋଇଥିବା ଡିଆଇଜି ଦୀପକ କୁମାର କହିଛନ୍ତି । ଦୁଇ ଜଣ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କ ଡ୍ରାଇଭର ରାଧେ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଛି ।…