Daily Archives

February 13, 2022

ସରିଲା ଅକ୍ସନ । ଜାଣନ୍ତୁ କେଉଁ ଦଳକୁ ଗଲେ କେଉଁ ଖେଳାଳି…ଦେଖନ୍ତୁ ପୂରା ଲିଷ୍ଟ ।

କନକ ବ୍ୟୁରୋ : ଆଇପିଏଲ ୨୦୨୨ ପାଇଁ ଶେଷ ହୋଇଛି ନିଲାମୀ ପ୍ରକ୍ରିୟା । ୧୦ଟି ଟିମ୍ ନିଜ ପସନ୍ଦର ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଛନ୍ତି । ଦେଖନ୍ତୁ କେଉଁ ଖେଳାଳୀଙ୍କୁ କେତେ ଟଙ୍କାରେ କିଣିଛନ୍ତି କେଉଁ ଦଳ । ମୁମ୍ବାଇ ଇଣ୍ଡିଆନ୍ସ : ଇଶାନ କିଷାନ : ୧୫ କୋଟି ୨୫ ଲକ୍ଷ, ଡିୱଲର୍ଡ…

ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ଚିହ୍ନ ଥିବା ମାସ୍କର ବଢୁଛି ଚାହିଦା । ସାଲେପୁର ବଜାରରେ ମିଳୁଛି ସୂର୍ଯ୍ୟ, କେଟିଲ,…

କନକ ବ୍ୟୁରୋ: ଚାଲିଛି ନିର୍ବାଚନୀ ଋତୁ । ଗାଁ ଗାଁ ଜମୁଛି ନିର୍ବାଚନୀ ପ୍ରଚାର । ଆଉ ଏହି ସମୟରେ ନିର୍ବାଚନୀ ଚିହ୍ନର ମାସ୍କକୁ ନେଇ ଲୋକଙ୍କ ଭିତରେ ଚାହିଦା ବଢୁଛି । ବଜାରରେ ରଙ୍ଗ ବେରଙ୍ଗର ମାସ୍କ ଦୋକାନରେ ଲୋକଙ୍କ ଗହଳି ଲାଗୁଛି । ତେବେ ଭଳିକି ଭଳି ମାସ୍କରେ ସଜା ହୋଇଛି ସାଲେପୁର…

ପାନ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଏସଏଚଜି ମହିଳା । ଓଡ଼ିଶା ଜୀବିକା ମିଶନରୁ ୫୦ ହଜାର ଟଙ୍କାର ଋଣ ଆଣି କରୁଛନ୍ତିି…

କନକ ବ୍ୟୁରାେ: ପାନ ଚାଷ ଦେଇଛି ରୋଜଗାର । ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳ କାଲିମେଳା ବ୍ଲକରେ ପାନ ଚାଷ କରି ବେଶ ଦି ପଇସା ରୋଜଗାର କରୁଛନ୍ତି ଏସଏଚଜି ମହିଳା । ଘର କାମ କରି ପାନ ଚାଷ କରିବା ଦ୍ୱାରା କିଛି ରୋଜଗାର ମଧ୍ୟ ହୋଇପାରୁଛି । ପାନ ଚାଷରୁ ରୋଜଗାର କରି ପରିବାର ମୁହଁରେ ହସ…

ଅବସରପ୍ରାପ୍ତ ଶିକ୍ଷକଙ୍କ ନିଆରା ଉଦ୍ୟମ । ଗଛ ଲଗାଇବା ସହ ପରିବେଶ ସଚେତନତା ବାର୍ତ୍ତା ଦେଉଛନ୍ତି ଶିକ୍ଷକ ନାରାୟଣ…

କନକ ବ୍ୟୁରୋ: ଅବସରପ୍ରାପ୍ତ ଶିକ୍ଷକଙ୍କ ନିଆରା ଉଦ୍ୟମ । ଶିକ୍ଷକତା ଚାକିରି ପରେ ଫାର୍ମ ହାଉସ କରି ଲଗାଇଛନ୍ତି ବିଭିନ୍ନ ପ୍ରକାରର ପନିପରିବା ଫଳ ଗଛ । ନିଜେ ରୋଜଗାର କରିବା ଅନ୍ୟ ମାନଙ୍କୁ ଯୋଗାଉଛନ୍ତି କର୍ମ ନିଯୁକ୍ତି । ପାଖାପାଖି ୫ ଲକ୍ଷ ଟଙ୍କା ବ୍ୟୟରେ ତିଆରି କରିଛନ୍ତି କୃତ୍ରିମ…

ସୁନ୍ଦରଗଡରେ ହାଇଭୋଲଟେଜ ପ୍ରଚାର । ଭୋଟରଙ୍କୁ ମନେଇବାକୁ ମୈଦାନରେ ହେଭିୱେଟ 

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ ଭୋଟ ପଡିବ । ତେଣୁ ଭୋଟରଙ୍କ ମନଜିଣିବାକୁ ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା ଓ ଅଭିନେତା । ସେପଟେ ସିନେ ତାରକା ମଧ୍ୟ ପ୍ରାର୍ଥୀଙ୍କ ପ୍ରଚାର କରି ସମର୍ଥନ ଯୋଗାଡ କାମରେ ଲାଗିଯାଇଛନ୍ତି । ପ୍ରାର୍ଥୀଙ୍କ ପାଇଁ ମଇଦାନକୁ…

ପିଲାଙ୍କ ଉପରେ ବଢୁଛି କି ମାନସିକ ଚାପ? ଦୀର୍ଘଦିନ ସ୍କୁଲ ବନ୍ଦ ଯୋଗୁଁ ପାଠପଢ଼ା ପ୍ରତି ହେଉଛି କି ଭୟ?

କନକ ବ୍ୟୁରୋ: ମାଲକାନଗିରିରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପରିବାର ଲୋକଙ୍କ କହିବା କଥା, ସ୍କୁଲ ଯିବାକୁ ସେ ରାଜି ହେଉ ନଥିଲେ । ବାରମ୍ବାର ବାଧ୍ୟ କରିବାକୁ ସେ କୀଟନାଶକ ପିଇ ଦେଇଥିଲେ । ତେଣୁ ଦୀର୍ଘ ଦିନ ଧରି ସ୍ଲୁଲ ବନ୍ଦ ଥିବାରୁ ପିଲାଙ୍କ…