Daily Archives

February 8, 2022

ଖଲ୍ଲିକୋଟରେ ଏବେ ବି ରହିଛି ରାଣୀ ସୁଜ୍ଞାନ ଦେଓଙ୍କ ଲୋକପ୍ରିୟତା । ରାଣୀଙ୍କ ଫଟୋ ଥାଇ ଲାଗିଛି ମାଳ ମାଳ ପୋଷ୍ଟର,…

କନକ ବ୍ୟୁରୋ : ଖଲ୍ଲିକୋଟରେ ଏବେ ବି ରହିଛି ରାଣୀ ସୁଜ୍ଞାନ ଦେଓଙ୍କ ଲୋକପ୍ରିୟତା । ରାଣୀଙ୍କ ଫଟୋ ଥାଇ ଖଲ୍ଲିକୋଟର ବିଭିନ୍ନ ସ୍ଥାନରେ ଲାଗିଛି ମାଳ ମାଳ ପୋଷ୍ଟର । ଏହାସହ ସୁଜ୍ଞାନ ଦେଓଙ୍କ ଫଟୋ ଧରି ପ୍ରାର୍ଥୀ ପ୍ରଚାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଖଲ୍ଲିକୋଟରେ ଏବେ ବି ରହିଛି…

ପଞ୍ଚାୟତ ନିର୍ବାଚନରେ କୋଟିପତି ପ୍ରାର୍ଥୀ । ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର ସମ୍ପତି ।

କନକ ବ୍ୟୁରୋ : ବିଧାୟକ ଓ ସାଂସଦ ପଦ ପାଇଁ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ଆପଣମାନେ ଦେଖିଥିବେ । ହେଲେ, ସୁନ୍ଦରଗଡରୁ ଆସିଛି ଜିଲ୍ଳାପରିଷଦ ପଦ ପାଇଁ ନିର୍ବାଚନ ଲଢ଼ୁଥିବା ତିନି କୋଟିପତି ପ୍ରାର୍ଥୀଙ୍କ ଖବର । ଏପରିକି ଜେଏମଏମରୁ ଲଢ଼ୁଥିବା ଜଣେ ପ୍ରାର୍ଥୀଙ୍କ ସମ୍ପତି ୨୫ କୋଟିରୁ…

ପୋଲିସ ଉପସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି । ପ୍ରଚାର ବେଳେ ବିଜେପି ନେତାଙ୍କ ସହ ଧସ୍ତାଧସ୍ତି ଓ…

କନକ ବ୍ୟୁରୋ : ପୁଣି ଥରେ ଦାଦାଗିରି ଦେଖାଇ ବିବାଦକୁ ଆସିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ପ୍ରଚାର ପାଇଁ ଯାଇଥିବାବେଳେ ଏକ ଅପ୍ରିତିକର ସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଠି ଏକ ସାଂସ୍କୃତିକ ପରିଷଦର ଅଫିସକୁ ନିଜ କାର୍ଯ୍ୟାଳୟ…

୧୪ରୁ ଖୋଲିବ କେଜିରୁ ସପ୍ତମ ଯାଏଁ ସ୍କୁଲ । ଛୋଟ ପିଲା ବିଦ୍ୟାଳୟ ଯିବା କେତେ ନିରାପଦ, ବିଶେଷଜ୍ଞ ରଖିଲେ ମତ ।

କନକ ବ୍ୟୁରୋ : ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି । ହେଲେ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବେ କି ନାହିଁ, ଏହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଅଭିଭାବକ । ଏମିତି ସମୟରେ ପିଲାଙ୍କୁ ସତର୍କତାର ସହ ସ୍କୁଲ ଛାଡିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର…

ପଞ୍ଚାୟତ ନିର୍ବାଚନ ଅପରାଜିତାଙ୍କ ପାଇଁ ଅଗ୍ନିପରୀକ୍ଷା । ୨୦୧୯ର ଲୋକପ୍ରିୟତା ପୁଣି ଥରେ ପ୍ରମାଣ କରିପାରିବେ କି ସାଂସଦ…

କନକ ବ୍ୟୁରୋ : ସାଧାରଣ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡିକୁ ମାତ ଦେବା ପରେ ପ୍ରଥମ ଥର ପାଇଁ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୦୧୯ ପରେ ଅନେକ ପରିବର୍ତନ ଆସିଥିବାରୁ ଓ ଶାସକ ଦଳ ନିଜ ଗଡ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ରଣକୌଶଳ…