Daily Archives

February 24, 2022

ମୋଦି-ପୁଟିନ ଆଲୋଚନା: ଯୁଦ୍ଧ ରୋକି, ଶାନ୍ତି ଆଣିବାକୁ ପୁଟିନଙ୍କୁ ମନ୍ତ୍ର ଦେଲେ ମୋଦି

କନକ ବ୍ୟୁରୋ: ୟୁକ୍ରେନ ସଙ୍କଟ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ଫୋନ ଯୋଗେ ପୁଟିନଙ୍କ ସହ କଥା ହେଲେ ମୋଦି । ପ୍ରାୟ ୨୫ ମିନିଟ୍ କାଳ କଥା ହେଲେ ମୋଦି । ଆଲୋଚନା ଦ୍ୱାରା ବିବାଦ ସମାଧାନ ପାଇଁ କହିଲେ । ଏହା ସହ ହିଂସାର ପଥ ଛାଡିବାକୁ ପୁଟିନଙ୍କୁ…

ଯୁଦ୍ଧର ଭୟ ଭିତରେ ଭାରତୀୟଙ୍କ ପାଇଁ ଭଲ ଖବର । ୟୁକ୍ରେନରୁ ସ୍ୱଦେଶ ଫେରିବେ ଫସିଥିବା ଭାରତୀୟ ।

କନକ ବ୍ୟୁରୋ: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆଶ୍ୱସ୍ତିର ଖବର । ଖୁବଶୀଘ୍ର ସ୍ୱଦେଶ ଫେରିବେ ଭାରତୀୟ । ୟୁକ୍ରେନରୁ ପୋଲାଣ୍ଡ ରାସ୍ତା ଦେଇ ଭାରତୀୟ ମାନଙ୍କୁ ଅଣାଯିବ । ତେବେ ୟୁକ୍ରେନ ସଙ୍କଟ ନେଇ ବିଦେଶ ମନ୍ତ୍ରାଳୟର ପ୍ରେସମିଟ ପରେ ଏହା ସ୍ପଷ୍ଟ ହୋଇଛି । ୟୁକ୍ରେନର ସ୍ଥିତି…

ନକଲି ରସିକିଆ ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ନୂଆ ମାମଲା । ମିଛ କହି ଜଣେ ଅସଲି ଡାକ୍ତରାଣୀଙ୍କୁ କରିଥିଲେ ବିବାହ ।

କନକ ବ୍ୟୁରୋ : ନକଲି ଡାକ୍ତର ରମେଶ ସ୍ୱାଇଁ ଜାଲି କାରବାର କରି, ଜଣେ ଅସଲି ଡାକ୍ତରାଣୀଙ୍କୁ ବିବାହ କରିଥିଲେ । ଆଜି ଏହି ଠକେଇ କାହାଣୀ ଆଗକୁ ଆସିଛି । ମହିଳା ଡାକ୍ତର ବାହା ହେଉଥିବା ବେଳେ ନଣନ୍ଦ ପୁଟୁଳି ନେବାକୁ ପହଞ୍ଚିଥିଲେ, ରମେଶଙ୍କ ଭଉଣୀ ସସ୍ମିତା । ଆଜି ସେହି ସମୟର ଫୋଟକୁ ପୁଲିସକୁ…

ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଭାରତର ହସ୍ତକ୍ଷେପ ଲୋଡିଲା ୟୁକ୍ରେନ୍ । ଆଜି ରାତିରେ ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ସହ କଥା…

କନକ ବ୍ୟୁରୋ : ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଘନଘଟା ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଜି ରାତିରେ ଫୋନରେ କଥା ହୋଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି । ରୁଷର ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ ଭାରତର ହସ୍ତକ୍ଷେପ…

ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଟାଟା ଆଇପିଏଲ! ଗଭର୍ନିଙ୍ଗ କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା

କନକ ବ୍ୟୁରୋ: ଆଇପିଏଲ ୨୦୨୨ ପାଇଁ ବାଜିଲା ବିଗୁଲ । ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇପାରେ ଟାଟା ଆଇପିଏଲ ୨୦୨୨ । ଆଜି ଗଭର୍ନିଙ୍ଗ କାଉନସିଲ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏଥର ଆଇପିଏଲ ଭାରତରେ କରିବାକୁ ନିଷ୍ପତ୍ତି ନେଇଛି ବିସିଆଇ । ଏଥର ଆଇପିଏଲର ସମସ୍ତ ମ୍ୟାଚ…