Daily Archives

February 17, 2022

କାଲି କୋଟିଆରେ ପଞ୍ଚାୟତ ଭୋଟ । ଆନ୍ଧ୍ରକୁ ମିଳିବ କଡା ଜବାବ ।

କନକ ବ୍ୟୁରୋ : କୋଟିଆ ଗ୍ରାମପୁଞ୍ଜରେ ପଞ୍ଚାୟତ ନିର୍ବାଚନକୁ ଭଣ୍ଡରୁ କରିବାର ଆନ୍ଧ୍ରର ଷଡଯନ୍ତ୍ର ଭିତରେ ଆସନ୍ତାକାଲି ପଡିବାକୁ ଯାଉଛି ଭୋଟ । ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ଆଜି ସିଲ୍ କରିଛି ଓଡିଶା ପ୍ରଶାସନ । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ…

ବେଲଜିୟମ ଏବେ ସପ୍ତାହକୁ ୪ ଦିନିଆ କାମ । ନୂଆ ଶ୍ରମ ନିୟମକୁ ମଞ୍ଚୁରୀ ଦେଲେ ଦେଶର ସରକାର । ୟୁଏଇ ପରେ ପାଲଟିଲା…

କନକ ବ୍ୟୁରୋ: ଜୀବନ ଓ କାର୍ଯ୍ୟର ଚାପ ମଧ୍ୟରେ ଭାରସାମ୍ୟ ରକ୍ଷା ବିଷୟରେ ସାରା ବିଶ୍ୱରେ ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଆଉ ଏହାକୁ ନେଇ ସାପ୍ତାହିକ କାମର ସମୟ କମାଇବାକୁ ବିଭିନ୍ନ ଦେଶ ନିଷ୍ପତି ନେବା ଆରମ୍ଭ କଲେଣି । ଏବେ ଏଥିରେ ନୂଆକରି ଯୋଡ଼ି ହୋଇଛି ବେଲଜିୟମ । ବେଲଜିୟମରେ ଏବେ…

ଓଡ଼ିଶାରେ ବିହାର ଷ୍ଟାଇଲ ନିର୍ବାଚନ ! ଦୁର୍ବୃତଙ୍କ କବଜାରେ ଗଣତନ୍ତ୍ର । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ବୁଥ ରିଗିଂର…

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବୁଥ ରିଗିଂର ଲାଇଭ ଭିଜୁଆଲ ସାମ୍ନାକୁ ଆସିଛି । ଆପଣ ବିଶ୍ୱାସ କରିପାରିବେ ନାହିଁ, କେମିତି ଖୁଲମଖୁଲ୍ଲା ବୁଥ୍ ରିଗିଂ ଚାଲିଛି । କିଛି ସ୍ଥାନରେ ଦଳବଳ ଧରି ଜବରଦସ୍ତ ବୁଥ ଭିତରେ ପଶି ରିଗିଂ ହୋଇଛି, ତ ଆଉ କେଉଁଠି ଦଳୀୟ ଏଜେଣ୍ଟ ଆରାମରେ…

ଜଗା ଦର୍ଶନ ପାଇଁ ଦରକାର ପଡିବନି କୋଭିଡ୍ ସାର୍ଟିଫିକେଟ୍ । ପଢନ୍ତୁ, ଏସଓପିରେ କଣ କହିଲା ଶ୍ରୀମନ୍ଦିର ପ୍ରଶାସନ?

କନକ ବ୍ୟୁରୋ: ଆସନ୍ତା ୨୧ ତାରିଖରୁ ଶ୍ରୀମନ୍ଦିରରେ ସହଜ ହେବ ଜଗା ଦର୍ଶନ । ଜଗା ଦର୍ଶନ ନେଇ ଥିବା କଟକଣାକୁ କୋହଳ କରାଯାଇଛି । ଏଣିକି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତମାନଙ୍କୁ କୋଭିଡ୍ ସାର୍ଟିଫିକେଟ୍ ଦେବାକୁ ପଡିବନି ବୋଲି ଛତିଶା ନିଯୋଗ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍…

ୟୁକ୍ରେନ-ଋଷ୍ ବିବାଦରେ ନୂଆ ମୋଡ଼ । ଋଷର ସେନା ଅପସାରଣ ଘୋଷଣା ନେଇ ସନ୍ଦେହ ପ୍ରକଟ କଲା ଆମେରିକା

କନକ ବ୍ୟୁରୋ: ୟୁକ୍ରେନ ସୀମାରୁ ସେନା ଅପସାରଣ କରାଯାଉଥିବା ନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିବା ପରେ ଆଶା କରାଯାଉଥିଲା ଯେ, ଉତ୍ତେଜନା କମିବ । ହେଲେ ଏବେ ଆମେରିକା ପକ୍ଷରୁ ଯେଉଁ ବୟାନ ଆସିଛି, ତାହା ଘଟଣାକୁ ନୂଆ ମୋଡ଼ ଦେଇଛି । ଋଷ ଯେ ସତରେ ୟୁକ୍ରେନ ସୀମାରୁ ସୈନ୍ୟ ହଟାଇଛି,…