Daily Archives

February 7, 2022

ଦେଶରେ କମୁଛି କରୋନା ସଂକ୍ରମଣ । ପୁଣି ଟ୍ରାକକୁ ଫେରୁଛି ଜୀବନ. ୫ ରାଜ୍ୟରେ ଖୋଲିଲା ଶିକ୍ଷାନୁଷ୍ଠାନ

କନକ ବ୍ୟୁରୋ: ଦେଶରେ କମୁଛି କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । କମୁଥିବା ସଂକ୍ରମଣକୁ ଦେଖି ଆଜିଠୁ ୫ଟି ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିଛି । ସେପଟେ  ରାଜଧାନୀ ଦିଲ୍ଲୀରେ ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ମିଳିଲା ଅନୁମତି । ଅନ୍ୟପଟେ ୟୁରୋପୀୟ ଦେଶରେ…

ବେଜିଂରେ ପୁଣି ଉଠିଲା କଶ୍ମୀର ପ୍ରସଙ୍ଗ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ଚୀନ ରାଷ୍ଟ୍ରପତିଙ୍କ ମିଳିତ ବିବୃତି ଜାରି

କନକ ବ୍ୟୁରୋ: ଚୀନରେ ପହଁଚି କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଫେବୃଆରୀ ୬ ତାରିଖରେ ଚୀନ ରାଷ୍ଟ୍ରପତି ସି-ଜିନ-ପିଙ୍ଗଙ୍କ ସହ ପାକିସ୍ତାନ ବୈଠକ କରିଛି । ଏହି ସମୟରେ ବେଜିଂରେ ବସି କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ।…

ଓଡିଶାରେ ଅନେକ ଦିନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ଖୁସିର ବିଷୟ । ପଢନ୍ତୁ, ସ୍କୁଲ ଖୋଲିବା ପରେ କଣ କହିଲେ…

କନକ ବ୍ୟୁରୋ: ଓଡିଶାରେ ଅନେକ ଦିନ ପରେ ଶିକ୍ଷାନୁଷ୍ଠାନ ଖୋଲିବା ଖୁସିର ବିଷୟ । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଆଗ୍ରହ ଓ ଉତ୍ସାହର ସହ ସ୍କୁଲକୁ ଯାଇ ପାଠ ପଢିଛନ୍ତି । ନିଜ ସାଙ୍ଗ, ସହପାଠୀ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଭେଟିବା ଛାତ୍ରଛାତ୍ରୀଙ୍କୁ ପୁଣି ଆନନ୍ଦ ଦେଇଛି । ସୋମବାର…

ପଞ୍ଜାବ ରାଜନୀତିରେ ବଦଳିଲା ପାଣିପାଗ । ବାଜି ମାରିଲେ ଚରଣଜୀତ ସିଂହ ଚନ୍ନି । ସିଦ୍ଧୁଙ୍କ ସ୍ୱପ୍ନ ଧୂଳିସାତ୍

କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିହ ଚନ୍ନିଙ୍କ ନାଁରେ ମାରିଛି ମୋହର । ପଞ୍ଜାବରେ କଂଗ୍ରେସ ପକ୍ଷରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ କିଛି ଦିନ ଧରି ଲାଗି ରହିଥିବା…

ଭୋଟ ଦେବ ଜୁମଡାଙ୍ଗ । ଓଡିଶା ସହ ରହିବାକୁ ମନ ବଲାଇଛନ୍ତି ସୀମାବର୍ତ୍ତୀ ବାସିନ୍ଦା

କନକ ବ୍ୟୁରୋ : ଓଡିଶା ର ସୀମାବର୍ତ୍ତୀ ଅଞ୍ଚଳ ଉପରେ ଆନ୍ଧ୍ରର ନଜର । କୋରାପୁଟ ଜିଲ୍ଲା କୋଟିଆ ପରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଥିବା ଅନେକ ଗାଁ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି । ବିଶେଷ କରି ଜୁମଡାଙ୍ଗ ଗାଁରେ ଆନ୍ଧ୍ର ସରକାର ବିଭିନ୍ନ ଯୋଜନାର ପ୍ରଲୋଭନ ଦେଖାଇ ଭୋଟର…

ଶିଳ୍ପ ସହରରେ ଦୟନୀୟ ଚିତ୍ର । ଷ୍ଟ୍ରିଟ୍ ଲାଇଟ୍ ତଳେ ଚାଲିଛି ପାଠ ପଢା

କନକ ବ୍ୟୁରୋ: ଶିଳ୍ପ ସହର ଝାରସୁଗୁଡାରୁ ଆସିଲା ବିକଳ ଚିତ୍ର । ଷ୍ଟ୍ରିଟ୍ ଲାଇଟ ତଳେ ପାଠ ପଢୁଛନ୍ତି ପିଲା । ୮ବର୍ଷ ତଳେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ଦିନଠାରୁ ଅଭାବ ଅନଟନ ଲାଗିରହିଛି । ରହିବା ପାଇଁ ଘର ଖଣ୍ଡିଏ ମିଳିନଥିବା ବେଳେ ବିଜୁଳି ସଂଯୋଗ ମଧ୍ୟ କଟିଯାଇଛି । ହେଲେ…