Daily Archives

February 6, 2022

ପୋଲିସ କନଷ୍ଟେବଳଙ୍କ ନିଆରା ଉଦ୍ୟମ । ବିଦେଶରୁ ଚାରା ଆଣି ଗଞ୍ଜାମ ମାଟିରେ ଫଳାଇଛନ୍ତି ଥାଇଲାଣ୍ଡ ବରକୋଳି

କନକ ବ୍ୟୁରୋ: ପେଷା ପୋଲିସ ଚାକିରି କିନ୍ତୁ ନିଶା କିଛି ନୂଆ ପ୍ରଣାଳୀରେ ଚାଷ କରିବା । ବିଦେଶରୁ ଚାରା ଆଣି ଗଞ୍ଜାମ ମାଟିରେ ଥାଇଲାଣ୍ଡ ବରକୋଳି ଫଳାଇଛନ୍ତି ଜଣେ ପୋଲିସ କନଷ୍ଟେବଳ ବି.ରଞ୍ଜନ ପ୍ରଧାନ । ତାଙ୍କର ଏହି ଚାଷକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ବଜାରରେ ଚାହିଦା…

ପଞ୍ଚାୟତ ନିର୍ବାଚନରେ ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ । ଫ୍ଲେକସ୍, ବ୍ୟାନର ତିଆରି କେନ୍ଦ୍ରରେ ଲାଗୁଛି ଭିଡ଼

କନକ ବ୍ୟୁରୋ: କୋଭିଡ ନିୟନ୍ତ୍ରଣ ମଧ୍ୟରେ ନିର୍ବାଚନ ପ୍ରଚାର ଚାଲିଛି । କଟକଣା ଅନୁଯାୟୀ ପ୍ରାର୍ଥୀ ନିଜ ପାଇଁ ସମର୍ଥନ ଜୁଟାଇବା ପାଇଁ ଘର ଘର ବୁଲୁଥିବା ବେଳେ ସଭାସମିତି କିମ୍ବା ଶୋଭାଯାତ୍ରା ରେ ବାହାରିବା ନିଷେଧ କରାଯାଇଛି । ତେବେ ଏହା କାହା ପାଇଁ ପୁଷ ମାସ ତ ଆଉ କାହା ପାଇଁ ସର୍ବନାଶ…

ଅସହାୟଙ୍କ ସାହାରା ସାଜିଛି ଗ୍ରାମ ତରଙ୍ଗ । ଦିବ୍ୟାଙ୍ଗଙ୍କୁ ଯୋଗାଉଛି କର୍ମସଂସ୍ଥାନ

କନକ ବ୍ୟୁରୋ: ଆମେ ବି କାହାଠାରୁ କମ୍ ନୁହେଁ । ସେମାନେ ଦିବ୍ୟାଙ୍ଗ, ହେଲେ କାହା ଉପରେ ବୋଝ ନୁହଁନ୍ତି । ନିଜେ ଆତ୍ମନିର୍ଭରଶୀଳ ହେବା ସହ କରିପାରୁଛନ୍ତି ରୋଜଗାର । ନିଜ ପରିବାର କି ଘର ଲୋକଙ୍କ ଉପରେ ବୋଝ ନପାଲଟି ନିଜେ ମେଣ୍ଟାଉଛନ୍ତି ନିଜ ଗୁଜରାଣ । ଶବ୍ଦ ଓ ବାକ୍ ଶକ୍ତି ହରାଇଥିବା…

ସ୍ପୁଟନିକ୍ ଲାଇଟ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି । ଟୁଇଟ୍ କରି ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍…

କନକ ବ୍ୟୁରୋ: ଦେଶକୁ ମିଳିଲା ଆଉ ଏକ କୋଭିଡ୍ ଟିକା । ସ୍ପୁଟନିକ୍ ଲାଇଟ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଡିସିଜିଆଇ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ଟୁଇଟ୍ କରି ସୂଚନା ଦେଇଛନ୍ତି । ତେବେ ଏହା…

ରାଜନୀତିରେ ରୋଚକ ଦୃଶ୍ୟ । ସରପଞ୍ଚ ପ୍ରାର୍ଥିନୀ ନେଲେ ଶପଥ । କହିଲେ, ମତେ ଜିତାଇଲେ ମୁଁ ବାହା ହେବିନି

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଦୁଲୁକୁଛି ଗାଁ ଦାଣ୍ଡ । ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀ ଆପଣାଇଛନ୍ତି ନିଜସ୍ୱ ରଣନୀତି । କିଏ କହୁଛି ମୁଁ ଗାଁର ଝିଅ, ସରପଞ୍ଚ ହେଲେ ବିବାହ କରିବିନି ବୋଲି କହିଛନ୍ତି । ତ ଆଉ କେଉଁଠି ପ୍ରାର୍ଥୀ ସ୍କୁଟିରେ ନିଜର ପୋଷ୍ଟର ଲଗାଇ କରୁଛନ୍ତି ପ୍ରଚାର ।…

କେନ୍ଦ୍ରାପଡ଼ା ପ୍ରଚାରରେ ମଇଦାନରେ ଦେଖାଯାଉନାହାନ୍ତି ଅନୁଭବ ମହାନ୍ତି । ପୋଷ୍ଟର, ବ୍ୟାନରରେ ବି ନାହିଁ ସାଂସଦଙ୍କ ଫଟୋ

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ବିଜେଡିର ବିଗତ ଦିନର ପୋଷ୍ଟର ବୟଙ୍କ ଦେଖା ମିଳୁନି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବେ ଜିଲ୍ଲା ରାଜନୀତିରୁ ଏକ ପ୍ରକାର ଗାଏବ ହୋଇଯାଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ପୋଷ୍ଟର କି ବ୍ୟାନରରେ…