Daily Archives

February 10, 2022

ଅଢେଇ ବର୍ଷ ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ । ବାରମ୍ବାର ବ୍ରେକଅପ କରିବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ…

କନକ ବ୍ୟୁରୋ : ପ୍ରତିଶୋଧ ପାଇଁ ପ୍ରେମିକ କେମିତି ସଇତାନ ସାଜିପାରେ, ସେ ନେଇ ଏକ ଅଭିଯୋଗ ଆସିବା ପରେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି । ସିତେଶ ନାମକ ଜଣେ ବିବାହିତ ଯୁବକ ଜଣେ ଯୁବତୀଙ୍କୁ ଅବିବାହିତ କହି ସମ୍ପର୍କ ରଖିଥିଲେ । ହେଲେ ସତ ଜାଣିବା ପରେ ଦୂରେଇ ଯାଇଥିଲେ ସେହି ଯୁବତୀ ।…

ପୌର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ । ଏଥର ମେୟର ପାଇଁ ହେବ ସିଧାସଳଖ ଭୋଟ୍ ।

କନକ ବ୍ୟୁରୋ : ପୌର ନିର୍ବାଚନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ । କେମିତି ନିର୍ବାଚନ ଅବାଧ ଓ ନିରପେକ୍ଷ ହେବ ସେନେଇ ରାଜନୈତିକ ଦଳ ଗୁଡିକ ସହ ଆଲୋଚନା କରିଛନ୍ତି ନିର୍ବାଚନ କମିଶନ । ଏଥିସହ ପୌର ଅଧ୍ୟକ୍ଷ ଓ ମେୟର ନିର୍ବାଚନ ପାଇଁ ସିଧାସଳଖ ନିର୍ବାଚନ ହେବ ବୋଲି ଦଳଙ୍କୁ ଅବଗତ କରାଯାଇଛି…

ପୂର୍ବତନ ପ୍ରଶାସନିକ ଅଧିକାରୀ ପାଲଟିଛନ୍ତି ଗଞ୍ଜାମର ନୂଆ ନେତା । ବିଜେଡି ପ୍ରାର୍ଥୀଙ୍କ ପାଇଁ କରୁୁଛନ୍ତି ଭୋଟ ଅପିଲ୍…

କନକ ବ୍ୟୁରୋ : ଗଞ୍ଜାମ ରାଜନୀତିରେ ଏବେ ଦୁଇ ପୂର୍ବତନ ଅଧିକାରୀ ଚର୍ଚ୍ଚାରେ ରହିଛନ୍ତି । ଗୋପାଳପୁରରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ନିଜର ଶକ୍ତି ବଢ଼ାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ପ୍ରତିନିଧି ଶରତ ମହାପାତ୍ର ସେଠାରେ ପ୍ରଚାରର ମଙ୍ଗ ଧରିଛନ୍ତି ।…

ଆଇଏଲଏସର ଅନୁଧ୍ୟାନରୁ ମିଳିଲା ତଥ୍ୟ । ଓଡିଶାରେ ୯୮% ଓମିକ୍ରନ୍ ଭୂତାଣୁ

କନକ ବ୍ୟୁରୋ: ଆଇଏଲଏସର ଅନୁଧ୍ୟାନରୁ ମିଳିଲା ତଥ୍ୟ । ଓଡିଶାରେ ୯୮% ଓମିକ୍ରନ୍ ଭୂତାଣୁ । ତେବେ ଏହା ଏଥିପାଇଁ କୁହାଯାଉଛି, କାହିଁକି ନା ଆଇଏଲଏସ ୨୪୧ଟି ନମୁନାକୁ ନେଇ ଅନୁଧ୍ୟାନ କରିଥିଲା । ସେଥିରୁ ୨୩୫ଟି ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଛି । ତେବେ ୨୩୫ଟି ଓମିକ୍ରନ୍ ସଂକ୍ରମିତଙ୍କ ଭିତରୁ…

କେନ୍ଦ୍ରାପଡ଼ା ପଞ୍ଚାୟତ ମୈଦାନରେ ଦେଖିବାକୁ ମିଳୁନି ବଡ଼ ଚେହେରା । କୁଆଡ଼େ ଗଲେ ସାଂସଦ ଅନୁଭବ ମହାନ୍ତି ? ବୈଜୟନ୍ତ…

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ନିର୍ବାଚନ । ପ୍ରଚାର ସରଗରମ, ଘମାଘୋଟ ଲଢ଼େଇ । ହେଲେ କେନ୍ଦ୍ରାପଡା ବିଜେପିର ହେଭିୱେଟ୍ ବୈଜୟନ୍ତ ଓ ବିଜୟଙ୍କ ଦେଖା ନାହିଁ । ସେହିପରି ଗାଏବ ଅଛନ୍ତି ବର୍ତମାନର ସାଂସଦ ତଥା ଅଭିନେତାରୁ ନେତା ବନିଥିବା ଅନୁଭବ ମହାନ୍ତି । ଯାହାକି ପ୍ରଚାର ମଇଦାନରେ ବାରି…

ପ୍ରଚାର ବେଳେ ଗାଁ ଦାଣ୍ଡରେ ହଟହଟା ହେଉଛନ୍ତି ବଡ଼ ନେତା । ଗୁଡେଇ ତୁଡେଇ ପ୍ରଶ୍ନ ପଚାରୁଛନ୍ତି ଜନତା ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ହେଭିୱେଟ୍ ନେତା ଓହ୍ଲାଇଥିବା ବେଳେ ବିଭିନ୍ନ ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡ଼ୁଛି । ଢେଙ୍କାନାଳରେ ମନ୍ତ୍ରୀ ପ୍ରଫ୍ଲୁଲ ମଲ୍ଲିକ ଓ ନବରଙ୍ଗପୁରରେ ସାଂସଦ ରମେଶ ମାଝୀ ନିର୍ବାଚନୀ ପ୍ରଚାର କରିବାକୁ ଯାଇଥିବା ବେଳେ ହଟହଟା…