Daily Archives

February 2, 2022

ସରକାର ! ସମୟ ସରୁଛି, ମୋ ପୁଅ ପାଇଁ ନେହୁରା ହେଉଛି… ଏଥର ତ ଶୁଣ ? ମୋ ଛୁଆକୁ ବଞ୍ଚେଇ ଦିଅ…

କନକ ବ୍ୟୁରୋ: ଦୟାକରି ମତେ ଥରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ କରେଇ ଦିଅନ୍ତୁ, ମୁଁ ମୋ ଛୁଆ କଥା କହିବି । ମୋ ପୁଅ ପାଇଁ ତାଙ୍କ ପାଖରେ ପଣତ ପାତି ଭିକ ମାଗିବି । ଏ ଧନ... ଧନରେ, ତୁ ବି ହାତ ଯୋଡି ତୋ ପାଇଁ ଭିକ ମାଗ । ଏ ଇଲେକ୍ସନ ଭିଡ ଭିତରେ ତୋ ଇଞ୍ଜେକସନ ପାଇଁ ତୁ ଓଡିଶାବାସୀଙ୍କୁ…

ରେଳ ବଜେଟରେ ଓଡିଶାକୁ ରେକର୍ଡ ଅନୁଦାନ । ମିିଳିଲା ୯,୭୩୪ କୋଟି ।

କନକ ବ୍ୟୁରୋ : ରେଳ ବଜେଟରେ ଓଡିଶାକୁ ସର୍ବାଧିକ ଅନୁଦାନ ମିଳିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଓଡିଶା ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ଅନୁଦାନ ମିଳିଛି । ରାଜ୍ୟରେ ୧୨ଟି ପ୍ରସ୍ତାବିତ ନୂଆ ରେଳପଥ ପ୍ରକଳ୍ପ ପାଇଁ ୧ ହଜାର ୮୦୬ କୋଟି ୧୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ସେହିପରି ରେଳପଥର…

କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧି । କହିଲେ, ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ନ୍ୟାୟପାଳିକା ଓ ନିର୍ବାଚନ…

କନକ ବ୍ୟୁରୋ : ପାର୍ଲାମେଣ୍ଟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ରାଷ୍ଟପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନାରେ ଅଂଶଗ୍ରହଣ କରି ରାହୁଲ କହିଛନ୍ତି, ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ନ୍ୟାୟପାଳିକା ଓ ନିର୍ବାଚନ…

ରେଳ ବଜେଟରେ ଓଡ଼ିଶାକୁ କ’ଣ ଦେଲେ ଅଶ୍ୱିନୀ ବୈଷ୍ଣବ ? ଜାଣନ୍ତୁ କେଉଁ ପ୍ରକଳ୍ପ ପାଇଁ ମିଳିଲା କେତେ ଟଙ୍କା ।

କନକ ବ୍ୟୁରୋ : ରେଳ ବଜେଟରେ ଓଡିଶା କେଉଁ ପ୍ରକଳ୍ପକୁ କେତେ ଅନୁଦାନ ମିଳିଛି ତାର ସ୍ପଷ୍ଟ ଚିତ୍ର ଧିରେ ଧିରେ ଆସିବାରେ ଲାଗିଛି । ଖୋର୍ଦ୍ଧା ରୋଡ-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଦୀର୍ଘଦିନ ହେଲା ଏହି ପ୍ରକଳ୍ପ କାମ ସରୁନଥିବାରୁ ଏଥର ଅଧିକ ଅନୁଦାନ…

୫୭ ଦେଶରେ ବ୍ୟାପିଲାଣି ଓମିକ୍ରନର ଉପ ପ୍ରଜାତି: ବିଶ୍ୱରେ ଓମିକ୍ରନ୍ ଭ୍ୟାରିଆଂଟ ଦ୍ରତ ଗତିରେ ବୃଦ୍ଧିକୁ ନେଇ ସର୍ତକ…

କନକ ବ୍ୟୁରୋ: ଚିନ୍ତା ବଢାଉଛି ଓମିକ୍ରନର ନୂଆ ଭାରିଆଂଟ ବିଏ.୨ । ଏ ପର୍ଯ୍ୟନ୍ତ ବିଶ୍ୱର ୫୭ ଟି ଦେଶରେ ବ୍ୟାପି ସାରିଛି ଏହି ଘାତକ ଭାରିଆଂଟ । ଓମିକ୍ରନ୍ର ପ୍ରଥମ ପ୍ରଜାତି ବିଏ.୧ ଠାରୁ ବିଏ.୨ ୩୩ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି । ଯାହାକୁ ନେଇ ସର୍ତକ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ…

ପଞ୍ଜାବ ହାଇଭୋଲଟେଜ ରାଜନୈତିକ ଡ୍ରାମା: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଚନ୍ନି ଓ ସିଦ୍ଧୁଙ୍କ ଭିତରେ ଟଣାଓଟରା

କନକ ବ୍ୟୁରୋ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରାଜନୀତିରେ ଉଷ୍ମତା ଆଣିଛି କଂଗ୍ରେସ । ନିର୍ବାଚନରେ କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା ତାକୁ ନେଇ ଚାଲିଛି ଟଣାଓଟରା । ପ୍ରଦେଶ କଂଗ୍ରେସର ଦୁଇ ଟାଣୁଆ ନେତା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ନିଜ ଜିଦରେ ଅଡିବସିଛନ୍ତି ।…