Daily Archives

February 9, 2022

ବିଶ୍ୱବାସୀଙ୍କୁ ସର୍ତକ କରାଇଲା ହୁ’: କହିଲା, ଆସିପାରେ ଆଉ ଏକ ଭାରିଆଣ୍ଟ

କନକ ବ୍ୟୁରୋ: ଦେଶରେ କମୁଛି କରୋନା ସଂକ୍ରମଣ । ସ୍ୱାଭାବିକ ହେଉଛି ଜୀବନ । ଏହା ଭିତରେ ପୁଣି ଥେରେ ବିଶ୍ୱବାସୀଙ୍କୁ ସର୍ତକ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତୃତୀୟ ଲହର ସଂକ୍ରମଣ କମ୍ ହେଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ନେଇ ସତର୍କ କରାଇଛି । ସଂଗଠନ କହିଛି ଓମିକ୍ରନ…

ୟୁପି ବିଜୟ ପାଇଁ ବଡ ପ୍ରତିଶ୍ରୁତି ଦେଲା କଂଗ୍ରେସ: କ୍ଷମତାକୁ ଆସିଲେ ସରକାର ଗଠନର ୧୦ ଦିନ ଭିତରେ ଚାଷୀଙ୍କ ଋଣ ହେବ…

କନକ ବ୍ୟୁରୋ: ଉତରପ୍ରଦେଶ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ଉନ୍ନତି ବିଧାନ ଜାରି କରିଛନ୍ତି । ଲୋକଙ୍କ ନିକଟକୁ ଯାଇ ଏହି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛନ୍ତି ବରିଷ୍ଠ ନେତା ସଲମାନ ଖୁର୍ସିଦ ଓ ପିଏଲ୍…

ୟୁକ୍ରେନ ଘନଉଛି ଯୁଦ୍ଧ ଆଶଙ୍କା: ବେଲାରୁସରୁ ନୂଆ ସାଟେଲାଇଟ ଫଟୋ ଜାରି ପରେ ସମରସଜ୍ଜା ପଥରେ ଉଭୟ ଆମେରିକା ଓ ଋଷ

କନକ ବ୍ୟୁରୋ: ୟୁକ୍ରେନ ବିବାଦକୁ ନେଇ ମୁହାଁମୁହିଁ ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ଋଷ ସ୍ଥିତିରେ । ଦୁନିଆରେ ୩ୟ ବିଶ୍ୱଯୁଦ୍ଧ ମୁହାଁ ହେବାକୁ ଲାଗିଲାଣି ବେଲାରୁସରୁ ଆସିଥିବା ସାଟେଲାଇଟ ପିକଚରକୁ ଜଣାପଡୁଛି କି କୌଣସି ମୁହୁର୍ତରେ ଯେଉଁ ଭୟକୁ ନେଇ ଆଶଙ୍କା ଥିଲା ଅର୍ଥାତ…

ହିଜାବ ସମର୍ଥନ ଓ ବିରୋଧରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ: ପରବର୍ତ୍ତୀ ଶୁଣାଣି ପାଇଁ ମାମଲାକୁ ବୃହତର ବେଞ୍ଚକୁ ପଠାଇଲେ…

କନକ ବ୍ୟରୋ: କର୍ଣ୍ଣାଟକରେ ଶିକ୍ଷାନୁଷ୍ଠାନ ବନାମ ଧର୍ମକୁ ନେଈ ବିବାଦ ଜୋର ଧରିଛି । ଶିକ୍ଷାନୁଷ୍ଠାନ ଏବେ ରଣଭୂମି ପାଲଟିଲାଣି । ସ୍କୁଲ ଓ କଲେଜରେ ପାଠପଡା ବଦଳରେ ପ୍ରଦର୍ଶନ ଓ ଉତେଜନା ସୃଷ୍ଟି କରିଛି । କଲେକ କ୍ୟାମ୍ପସରେ ହିଜାବ ବନାମ ଗେରୁଆ ପୋଷାକୁ ନେଇ ଏବେ କର୍ଣ୍ଣାଟକ ସୀମା ଡେଇଁ…

ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମଦାର ବୋଲିଂ: ମ୍ୟାଚ ଜିତିବା ସହ ସିରିଜ କବଜା କଲା ଭାରତ

କନକ ବ୍ୟୁରୋ: ଆଜି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏହାସହ ସିରିଜରେ ୨-୦ରେ ଆଗୁଆ ରହି ଭାରତ ସିରିଜ କବଜା କରିଛି । ଏହି ମ୍ୟାଚରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ଭାରତ ଏହି ମ୍ୟାଚରେ ୪୪ ରନରେ ବିଜୟୀ ହୋଇଛି । ଏହି…

ସମାଜବାଦ ଓ ପରିବାରବାଦ କଥା କହିଲେ ମୋଦୀ: ‘ପରିବାରବାଦ ଲୋକତନ୍ତ୍ର ପାଇଁ ବିପଦ’

କନକ ବ୍ୟୁରୋ: ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସାକ୍ଷାତକାରରେ ମୋଦୀ ସମାଜବାଦ ଓ ପରିବାରବାଦ କଥା କହିଛନ୍ତି । ଆଜିର ସମାଜବାଦ ପରିବାରବାଦ ଅଟେ । ପରିବାରବାଦ ଲୋକତନ୍ତ୍ର ପାଇଁ ବିପଦ । ମୁଁ ସମାଜ ପାଇଂ ସମର୍ପିତ ଅଟେ ।…