Daily Archives

February 20, 2022

ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ…

କନକ ବ୍ୟୁରୋ: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ବର୍ତ୍ତମାନ ସମୟର ସବୁଠୁ ବଡ ଖବର । ଗିରଫ ହେଲା ମୃଖ୍ୟ ଅଭିଯୁକ୍ତ । ସାମ୍ବାଦିକଙ୍କୁ ମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସହ ମାଡ ଘଟଣାରେ ସମ୍ପୃକ୍ତ କିଛି ଲୋକଙ୍କୁ ଚିହ୍ନଟ ବି କରାଯାଇଛି । ଗିରଫ ନେଇ…

ଚିନାବାଦାମ ଚାଷ କରି ରୋଜଗାରକ୍ଷମ ହେଉଛନ୍ତି ଚାଷୀ । ଦିଆଯାଉଛି ସ୍ୱତନ୍ତ୍ର ତାଲିମ, ଏକର ପିଛା ବାର୍ଷିକ ପାଖାପାଖି ୧…

କନକ ବ୍ୟୁରୋ : ଗଜପତି ଜିଲ୍ଲାରେ ଚିନାବାଦାମ ଚାଷ କରି ରୋଜଗାରକ୍ଷମ ହେଉଛନ୍ତି ଚାଷୀ । ଆତ୍ମା ଜୀବିକା ମିଶନ ତରଫରୁ ଚାଷୀଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ । ସାର, ବିହନ, ଔଷଧ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେଉଛି ଜିଲ୍ଲା କୃଷି ବିଭାଗ । ଭଲ ଉତ୍ପାଦନ କରିବା ସହ ବାର୍ଷିକ ୩ଟି…

ରୋଜଗାର ଦେଉଛି ଉନ୍ନତମାନର କୁକୁଡ଼ା ଫାର୍ମ । ଅଟୋମେଟିକ୍ ଯନ୍ତ୍ରାଂଶ ସାହାଯ୍ୟରେ କୁକୁଡ଼ା ମାନଙ୍କୁ ଦିଆଯାଉଛି ଖାଦ୍ୟ ଓ…

କନକ ବ୍ୟୁରୋ : ଅତ୍ୟାଧୁନିକ ଜ୍ଞାନ କୌଶଳରେ ଆଠଗଡ଼ ଅଞ୍ଚଳରେ କୁକୁଡ଼ା ଫାର୍ମ କରି ସଫଳତା ପାଇଛନ୍ତି ପ୍ରଣତି ମିଶ୍ର ନାମକ ଜଣେ ଗୃହିଣୀ । ଏହି କାମରେ ତାଙ୍କୁ ସହଯୋଗ କରନ୍ତି ତାଙ୍କର ଏମବିଏ ପଢୁଆ ପୁଅ ଅଙ୍କିତ । ପାଖାପାଖି ୭୦ ଲକ୍ଷ ଟଙ୍କା ବ୍ୟୟରେ ବ୍ରଏଲର କୁକୁଡ଼ା ଫାର୍ମ ତିଆରି କରି ମାସକୁ…

ବଜାରରେ ବଢୁଛି ରଙ୍ଗିନ୍ କୋବିର ଚାହିଦା । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଛି ଚାଷ ।

କନକ ବ୍ୟୁରୋ : କୋରାପୁଟ ମାଲଦା ଗାଁରେ ରଙ୍ଗିନ୍ କୋବି ଚାଷ କରିଛନ୍ତି ଚାଷୀ । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଛି କୋବି ଚାଷ । ବଜାରରେ ଗ୍ରାହକଙ୍କ ଚାହିଦାକୁ ନଜର ରଖି ଏହି ଚାଷ ପ୍ରତି ବଢୁଛି ଚାଷୀଙ୍କ ଆଗ୍ରହ । ଚାଷୀଙ୍କୁ ତାଲିମ ଦେବା ସହ ଏହି ଚାଷ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଯୋଗାଇଛି…

ଉତ୍ତରପ୍ରଦେଶରେ ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ ।

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଉତ୍ତରପ୍ରଦେଶରେ ୫୭ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିସନ । ଉତ୍ତରପ୍ରଦେଶର ୧୬ ଜିଲ୍ଲାର ୫୯ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି । ପ୍ରାୟ ୨କୋଟି ୧୬…

ଔଷଧୀୟ ଗୁଣ ପାଇଁ କନ୍ଧମାଳ ଅଦାର ରହିଛି ସ୍ୱତନ୍ତ୍ର ଚାହିଦା । କମ୍ ଦରରେ ବିକ୍ରି ହେଉଥିବାରୁ ଚାଷୀଙ୍କୁ ମିଳୁନି…

କନକ ବ୍ୟୁରୋ : ପାହାଡ ପର୍ବତ ଘେରା କନ୍ଧମାଳ ଜିଲ୍ଲାରେ ଅଦା ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । କମ ତାପମାତ୍ରା ଏବଂ ପାହାଡିଆ ଜମିରେ ହେଉଥିବା ଫସଲ ମଧ୍ୟରୁ କନ୍ଧମାଳରେ ବହୁଳ ଭାବେ ଅଦା ଏବଂ ହଳଦୀ ଚାଷ ହେଉଛି । ବଜାରରେ ଅଦା ଦର କମ୍ ରହୁଥିବାରୁ ପରିଶ୍ରମ ଅନୁସାରେ ଚାଷୀଙ୍କୁ ଉପଯୁକ୍ତ…