Daily Archives

January 28, 2022

ପଞ୍ଚାୟତ ଲଢେଇରେ ହାଇପ୍ରୋଫାଇଲ ପ୍ରାର୍ଥୀ । ଗଞ୍ଜାମ ଗାଁ ରାଜନୀତିରେ ଶିଳ୍ପପତି ଓ ବ୍ୟବସାୟୀ

କନକ ବ୍ୟୁରୋ: ପଞ୍ଚାୟତ ରାଜନୀତିରେ ହାଇପ୍ରୋଫାଇଲ ପ୍ରାର୍ଥୀ । ଜୋରଦାର ହେବ ଗଞ୍ଜାମ ହିଞ୍ଜିଳି ବ୍ଲକ ସାରୁ ପଞ୍ଚାୟତରେ ଲଢେଇ । କାରଣ ଗାଁ ରାଜନୀତିରେ ମୁହାଁମୁହିଁ ହୋଇଛନ୍ତି ଶିଳ୍ପପତି, ବ୍ୟବସାୟୀ ଓ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ସାରୁ ପଞ୍ଚାୟତରେ ଏଥର…

ପଞ୍ଚାୟତ ନିର୍ବାଚନ ପାଇଁ ବାହାଘର । ବୋହୂ ବେଶରେ ବେଦୀରେ ବସିଲେ ପ୍ରାର୍ଥୀ

କନକ ବ୍ୟୁରୋ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଦୃଶ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ଏକ ବାହାଘର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଆଇତିପୁର ପଞ୍ଚାୟତରେ କୋର୍ଟ ମ୍ୟାରେଜ ସାର୍ଟିଫିକେଟ ଦେଇ ପ୍ରଭାତୀ ସାହୁ ନାମାଙ୍କନ ଭରିଥିଲେ…

ତେଜୁଛି ବିଜେଡି-ବିଜେପି ଆରୋପ, ପ୍ରତ୍ୟାରୋପ । ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲେ ଦୁଇ ଦଳ ।

କନକ ବ୍ୟୁରୋ: ନିର୍ବାଚନୀ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ନିର୍ବାଚନ କମିସନଙ୍କ ପାଖରେ ଫେରାଦ । ଉଭୟ ବିଜେପି ଓ ବିଜେଡିର ପ୍ରତିନିଧି ଦଳ କମିସନଙ୍କୁ ଭେଟି ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେପିର ପ୍ରତିନିଧି ଦଳ ନିର୍ବାଚନ କମିସନଙ୍କୁ ଭେଟି…

ସରପଞ୍ଚଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଭୋଟ୍ ନଦେଲେ ସରକାରୀ ଯୋଜନାରୁ ନାଁ କାଟି ଦେବାକୁ ଦେଉଛନ୍ତି ଧମକ

କନକ ବ୍ୟୁରୋ: ସରପଞ୍ଚଙ୍କ ବିରୋଧରେ ଗ୍ରାମବାସୀଙ୍କ ବିଷୋଦଗାର । ଭୋଟ୍ ନଦେଲେ ରେସନ୍ କାର୍ଡ ସମେତ ଅନ୍ୟ ସରକାରୀ ସୁବିଧାରୁ ବଞ୍ଚିତ କରାଇବାକୁ ଖୋଲାଖୋଲି ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ବାଣପୁର ବ୍ଲକର କୁମାରାଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି କିଛି…

ଜିଲ୍ଲା ପରିଷଦ ଆସନରେ ୨୯୮ ସ୍ୱାଧୀନ ପ୍ରାର୍ଥୀ । କେଉଁ ଦଳର ବିଦ୍ରୋହୀ, ସେନେଇ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନୀ ମଇଦାନରେ ଅଛନ୍ତି ୨୯୮ସ୍ୱାଧୀନ ପ୍ରାର୍ଥୀ । ଚର୍ଚ୍ଚା ହେଉଛି ବିଭିନ୍ନ ରାଜନୈତିକ ଦଳର ବିଦ୍ରୋହୀ ପ୍ରାର୍ଥୀ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ଏବେ ସ୍ୱାଧୀନ ଭାବେ ଲଢୁଛନ୍ତି । ତେବେ କେଉଁ ଦଳର ଏହି ବିଦ୍ରୋହୀ ପ୍ରାର୍ଥୀ, କେଉଁ…

ମିଠା ଖାଅ, ମତେ ଭୋଟ ଖଣ୍ଡେ ଦିଅ… ଘର ଘର ବୁଲି ମିଠା ଦେଇ ପ୍ରଚାର କରୁଛନ୍ତି ମାଉସୀ ।

କନକ ବ୍ୟୁରୋ: ମିଠା ଖାଅ, ମତେ ଭୋଟ ଖଣ୍ଡେ ଦିଅ । ମିଠା ଖାଇ ମନେ ରଖିଥିବ, ଭୋଟ ଦେଲା ବେଳେ ମୋ ଚିହ୍ନ ମନେପକେଇବ । ଘରଘର ବୁଲି ଏମିତି ଲୋକଙ୍କ ପାଟିରେ ମିଠାଟିଏ ଦେଇ ନିଜ ପାଇଁ ଭୋଟ ମାଗୁଛନ୍ତି ଜଣେ ବୃଦ୍ଧା । ପ୍ରତିଦିନ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତିର ରୋଚକ ଚିତ୍ର ଆସୁଥିବା ବେଳେ…