Daily Archives

January 17, 2022

ଦେବାଳିଆ ଆଡକୁ ଗତି କରୁଛି ପଡୋଶୀ ଶ୍ରୀଲଙ୍କା: ସାହାଯ୍ୟର ହାତ ବଢାଇଲା ଭାରତ

କନକ ବ୍ୟୁରୋ: ପଡୋଶୀ ଦେଶ ଶ୍ରୀଲଙ୍କା ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାରି ମଧ୍ୟରେ ଶ୍ରୀଲଙ୍କାକୁ ସହାଯ୍ୟର ହାତ ବଢାଇଛି ଭାରତ । ଆଉ ୯୦ କୋଟି ଟଙ୍କା ଋଣ ଦେବାକୁ ଘୋଷଣା କରିଛି ଭାରତ । ଶ୍ରୀଲଙ୍କାର ପ୍ରମୁଖ ଅର୍ଥଶାସ୍ତ୍ର ଓ ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ…

ପଞ୍ଚାୟତ ନିର୍ବାଚନ : ମାଲକାନଗିରି ଦେଖିବ ମହାଲଢେଇ । କ୍ଷମତାକୁ ଫେରିବାକୁ ଜି ଜାନ ଲଗାଇଛି ଶାସକ ଦଳ, ଚେକମେଟ୍…

କନକ ବ୍ୟୁରୋ : ନେତା ବାଛିବେ ଗାଁ ଜନତା  । ପଞ୍ଚାୟତ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ ଗାଁ ମୁହାଁ ରାଜନେତା । କୋଭିଡ କଟକଣା ଯୋଗୁ ପ୍ରଚାର କାର୍ଯ୍ୟରେ ଏକ ବଡ ଧରଣର ବାଧକ ସୃଷ୍ଟି ହୋଇଛି ସତ । ତଥାପି ଉପାନ୍ତ ଅଞ୍ଚଳରେ ନିର୍ବାଚନର ମାହୋଲ ସ୍ପଷ୍ଟ ବାରି ହେଉଛି । ନେତା…

ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଟିକା: ସୂଚନା ଦେଲେ ଏନଟିଏଜିଆଇ ଅଧ୍ୟକ୍ଷ ଏନକେ ଆରୋରା

କନକ ବ୍ୟୁରୋ: ମାର୍ଚ୍ଚରୁ ୧୨ରୁ ୧୪ ବୟସ ବର୍ଗର ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇପାରେ । ଏନେଇ ସୂଚନା ଦେଲେ ଏନଟିଏଜିଆଇ ଅଧ୍ୟକ୍ଷ ଏନକେ ଆରୋରା । ଏନେଇ ସେ କହିଛନ୍ତି, ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇଛି । ମାର୍ଚ୍ଚ ସୁଦ୍ଧା ଏହି ଟିକାକରଣ ଶେଷ ହେବା ଆଶା ରହିଛି…

ନିଆଳିରେ ତିଆରି ହୋଇଛି ମନଲୋଭା ଗ୍ରାମୀଣ ଉଦ୍ୟାନ । ଜମୁଛି ଲୋକଙ୍କ ଭିଡ, ମୁଖ୍ୟ ଆକର୍ଷଣ ନୌକା ବିହାର ।

କନକ ବ୍ୟୁରୋ : ଗ୍ରାମୀଣ ପରିବେଶରେ ସହରୀ ଛାପ । ଲୋକଙ୍କ ମନ ମୋହଛି ଗ୍ରାମୀଣ ଉଦ୍ୟାନ । ସକାଳେ ସଞ୍ଜରେ ପାର୍କରେ ଜମୁଛି ଭିଡ । ସରପଞ୍ଚ ଓ ବିଧାୟକଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ । କଟକ ଜିଲ୍ଲା ନିଆଳି ବ୍ଲକର ରତନପୁର ଗାଁରେ ମୋଟ ୧ କୋଟି ଟଙ୍କା ବ୍ୟୟରେ ୫୨ ଏକର…

ଭଞ୍ଜନଗରରେ ପ୍ରାର୍ଥୀ ଚୟନକୁ ନେଇ ଛିଣ୍ଡୁନି ଅଙ୍କ । ଦଳୀୟ ସମର୍ଥନରେ ଲଢ଼ିବାକୁ ଆଶାୟୀ ପ୍ରବଳ ।

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭଞ୍ଜନଗର ବ୍ଲକ୍‌ର ବିଭିନ୍ନ ଗାଁରେ ରାଜନୈତିକ ପାଣିପାଗ ଚଳଚଞ୍ଚଳ ହୋଇ ଉଠିଥିବା ସହ ପ୍ରଶାସନିକସ୍ତରରେ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । କିନ୍ତୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭକୁ ଅଳ୍ପ ସମୟ ଥିଲେ ମଧ୍ୟ, ଏଯାବତ୍ ବିଭିନ୍ନ…

କରୋନା ନେଇ ରାଜ୍ୟ ସରକାରଙ୍କ ସୂଚନା: ପଢନ୍ତୁ ଓମିକ୍ରନକୁ ନେଇ କଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ?

କନକ ବ୍ୟୁରୋ: କରୋନାକୁ ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଓମିକ୍ରନକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଖିରୋଦ କୁମାର ରାଉତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଲୋକମାନଙ୍କ ମନରେ ଓମିକ୍ରନକୁ ନେଇ ରହିଥିବା ଦ୍ୱନ୍ଦକୁ ନିଜ ଉତ୍ତରରେ ସେ ଦୂର କରିଛନ୍ତି । ତେବେ ପଢନ୍ତୁ କଣ କହୁଛନ୍ତି…