Daily Archives

January 10, 2022

ଭଦ୍ରକ ସ୍ୱୟଂଶାସିତ କଲେଜରେ ନାମଲେଖାରେ ସାଂଘାତିକ ଜାଲିଆତି ଅଭିଯୋଗ । ରାସ୍ତାକୁ ଓହ୍ଲାଇ ପ୍ରତିବାଦ କଲେ ଛାତ୍ର…

କନକ ବ୍ୟୁରୋ : ଭଦ୍ରକ କଲେଜରେ ନାମଲେଖାରେ ସାଂଘାତିକ ଜାଲିଆତି ହୋଇଥିବା ଅଭିଯୋଗ ଆସିଛି । ସୂଚନା ଅଧିକାର ଆଇନ ବଳରେ ରିପୋର୍ଟ ପଦାକୁ ଆସିବା ପରେ ଏହି ପ୍ରସଙ୍ଗରେ ତେଜିଛି ରାଜନୀତି । ଭଦ୍ରକ କଲେଜରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କିଛି ଛାତ୍ର ନାମ ଲେଖାଇଥିବା ଜଣାପଡିବା ପରେ…

କେମିତି ହେବ ତୃତୀୟ ଲହରର ମୁକାବିଲା ? ରାଜ୍ୟଗୁଡିକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । 

କନକ ବ୍ୟୁରୋ : ରାଜ୍ୟ ଓ ଦେଶର କରୋନା ମିଟର ଉପରମୁହାଁ ରହିଛି । ରାଜ୍ୟରେ ପ୍ରତିଦିନ ବଢ଼ି ଚାଲିଛି ସଂକ୍ରମଣ । ରାଜ୍ୟରେ ଆଜି ୫ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଶେଷକରି ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁରରେ ସଂକ୍ରମଣ ଦ୍ରୁତ…

ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ: କରୋନା କଟକଣା ଭିତରେ ହୋଇପାରେ ନିର୍ବାଚନ

କନକ ବ୍ୟୁରୋ: ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । କାଲି ୧୧ଟା ୩୦ରେ ଘୋଷଣା କରିପାରନ୍ତି ରାଜ୍ୟ ନର୍ବାଚନ କମିଶନ । ଏନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢୀ । ପୋଲିସ ଡିଜି ଓ ପୋଲିସ ବିଭାଗର ଅନ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨ଟି ଶିଳ୍ପ ପ୍ରକଳ୍ପ ଉଦଘାଟିତ, ୧୧ଟିର ଶିଳାନ୍ୟାସ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୧୧ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏସବୁ ପ୍ରକଳ୍ପରେ ମୋଟ ୨୩୫୯ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବାବେଳେ ୩୨୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଉଦଘାଟିତ ହୋଇଥିବା ୨ଟି…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଘରେ ମହାମୃତ୍ୟୁଞ୍ଜୟ ପାଠ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକ ନେଇ ରାଜନୀତି ସରଗରମ ରହିଛି । ସୁପ୍ରିମକୋର୍ଟ ଏହି ମାମଲାର ଯାଞ୍ଚ ପାଇଁ ଏକ ତଦନ୍ତ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏହି ତଦନ୍ତ କମିଟିର ମୁଖ୍ୟ ରହିବେ ବୋଲି ସବୋର୍ଚ୍ଚ ନ୍ୟାୟାଳୟ…

କୋଭିଡ୍ ଭିତରେ କେମିତି ହେବ ପଞ୍ଚାୟତ ନିର୍ବାଚନ ? ସର୍ବଦଳୀୟ ବୈଠକରେ ହେଲା ଆଲୋଚନା ।

କନକ ବ୍ୟୁରୋ : କୋଭିଡ୍ ଭିତରେ କେମିତି ହେବ ନିର୍ବାଚନ ? ନିର୍ବାଚନ ହେବ କି ନାହିଁ, ଏହାକୁ ନେଇ ଗାଁରେ ଉତ୍କଣ୍ଠା ବଢ଼ୁଥିବାବେଳେ, ବିଚାର ବିମର୍ଷ ଜାରି ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ବୈଠକରେ ବିରୋଧୀ ମାନେ ନିର୍ବାଚନକୁ…