Daily Archives

January 10, 2022

ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲର ଛାତ୍ର ହେଲେ ବେଷ୍ଟ ଏନସିସି କ୍ୟାଡେଟ୍ । ମିଳିଲା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ।

କନକ ବ୍ୟୁରୋ: ଇଣ୍ଡିଆନ ପବ୍ଲିକ ସ୍କୁଲର ଛାତ୍ରଙ୍କ ସଫଳତା । ବିଦ୍ୟାଳୟର ନବମ ଶ୍ରେଣୀର କୃତୀ ଛାତ୍ର ଶୁଭ୍ରାଂଶୁ ରଞ୍ଜନ ଜେନା ଏନସିସି କ୍ଷେତ୍ରରେ ଅଦ୍ଭୁତ ପ୍ରଦର୍ଶନ ପାଇଁ " ବେଷ୍ଟ କ୍ୟାଡେଟ୍ ।" ଭାବେ ମନୋନୀତ ହୋଇଛନ୍ତି । ତାଙ୍କୁ ଏବେ ରାଜ୍ୟପାଳ ପୁରସ୍କାର ସହିତ ମୁଖ୍ୟମନ୍ତ୍ରୀ…

ଭରତପୁର ତାରିଣୀ ବସ୍ତିରେ ଯୁବତୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କନକ ବ୍ୟୁରୋ: ଭୁବନେଶ୍ବର ଉପକଣ୍ଠ ଭରତପୁରରେ ଜଣେ ଯୁବତୀଙ୍କ ମୃତଦେହ ଜବତ ହୋଇଛି । ଉକ୍ତ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗି ଥିବା ସନ୍ଦେହ କରାଯାଉଛି । ଭୋଜି ଭାତ କରି ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ…

ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ରଣହୁଙ୍କାର, ଆମେ ଜିତିବୁ ତୃତୀୟ ଟେଷ୍ଟ । ମ୍ୟାଚ୍ ପୂର୍ବରୁ ଭାରତ ପାଇଁ ଆସିଲା ଖୁସି…

କନକ ବ୍ୟୁରୋ : ମଙ୍ଗଳବାର ଠାରୁ କେପଟାଉନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ଉଭୟ ଟିମ୍ । କାରଣ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ…

ଅହମ୍ମଦାବାଦ୍ ଟିମକୁ ମିଳିଲା ବିସିସିଆଇର ମଞ୍ଜୁରୀ । ଏହି ଖେଳାଳି ହୋଇପାରନ୍ତି ଦଳର କ୍ୟାପଟେନ୍…

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗକୁ ନେଇ ଆସିଲା ବଡ ଅପଡେଟ୍ । ବିସିସିଆଇ ବିଧିବଦ୍ଧ ଭାବେ ଏବେ ଅହମ୍ମଦାବାଦ ଟିମକୁ ମଞ୍ଜୁରୀ ଅର୍ଥାତ ଲେଟର ଅଫ୍ ଇଣ୍ଟେଣ୍ଟ ପ୍ରଦାନ କରିଛି । ଯାହାଫଳରେ ଏବେ ଅହମ୍ମଦାବାଦ ଟିମ୍ ଖେଳାଳି ନିଲାମ ପ୍ରକ୍ରିୟାରେ ଭାଗ ନେବା ପକ୍କା ହୋଇଯାଇଛି । ଏଥର…

ବିଦେଶକୁ ୨୩୦୦ କୋଟି ନେଇଗଲେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ। ପଢ଼ନ୍ତୁ କେଉଁ ଦେଶର ଘଟିଛି ଏମିତି ଘଟଣା…

କନକ ବ୍ୟୁରୋ: ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ବିଦେଶକୁ ନେଇଗଲେ ୨,୩୦୦ କୋଟି ଟଙ୍କା। କାଜାକିସ୍ତାନରେ ଚାଲିଥିବା ହିଂସା ମଧ୍ୟରେ ଦେଶର ପୂର୍ବତନ ରାଷ୍ଟ୍ରପତି ନର୍ସଲଟାନ ନଜରବାୟବଙ୍କ ଝିଅ ଆଲିଆ ନାଜାରବାୟଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା। ସୂଚନା ମୁତାବକ ଆଲିଆ ଲଣ୍ଡନ ଗସ୍ତରେ ଯାଇଛନ୍ତି।…

ବଢୁଛି ସଂକ୍ରମଣ, କିନ୍ତୁ କଟକଣା ମାନୁନାହାନ୍ତି ଲୋକେ । ନା ପିନ୍ଧୁଛନ୍ତି ମାସ୍କ, ନା ରହୁଛି ସାମାଜିକ ଦୂରତା ।

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । କେନ୍ଦ୍ର ଓ ରାଜ୍ୟ ସରକାର କରୋନା ନିୟମ ପାଳନ କରିବାକୁ ଗୁରୁତ୍ୱ ଦେଉଥିବା ବେଳେ ଗ୍ରାମାଳରେ ଏହାର ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ଥିବା ସାପ୍ତାହିକ ହାଟରେ କୋଭିଡ଼ ନିୟମ ଉଲ୍ଲଘଂନ କରୁଛନ୍ତି ଲୋକେ । କଟକ…