Daily Archives

December 24, 2021

ସରକାର କହିଲେ ଫାଇଦା ନେଉଛନ୍ତି ମିଛ ଚାଷୀ । ୨୬ ହଜାର ନକଲି ଚାଷୀ ଚିହ୍ନଟ ହୋଇଥିବା ସୂଚନା ଦେଲେ ଯୋଗାଣ ମନ୍ତ୍ରୀ

କନକ ବ୍ୟୁରୋ: ଧାନ ଅମଳ ପରେ ନଜର ଏବେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଉପରେ । ମଣ୍ଡି ଜରିଆରେ ଟୋକନ ବ୍ୟବସ୍ଥା ଦ୍ୱାରା ସରକାର ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରୁଥିବା ବେଳେ ଅଭିଯୋଗ ହେଉଛି ଯେ, ସରକାର ଠିକ୍ ଭାବେ ମଣ୍ଡି ଖୋଲୁ ନାହାନ୍ତି କି ଧାନ ସଂଗ୍ରହ କରୁ ନାହାନ୍ତି । ଆଉ ଠିକ୍ ଏତିକି…

ଡେଲଟା ଭୂତାଣୁ ଅପେକ୍ଷା ଅଧିକ ସଂକ୍ରାମକ ଓମିକ୍ରନ୍ । ତିନି ଲେୟାର ମାସ୍କ କିମ୍ବା ଏନ୍-୯୫ ମାସ୍କ ପିନ୍ଧିବାକୁ କହିଲେ…

କନକ ବ୍ୟୁରୋ: କରୋନାର ନୂଆ ପ୍ରଜାତି ଓମିକ୍ରନ୍ ଏବେ ଦେଶ ଆଗରେ ନୂଆ ଆହ୍ୱାନ ହୋଇ ଛିଡା ହୋଇଛି । ସାରା ବିଶ୍ୱ କରୋନାର ଚତୁର୍ଥ ଲହରକୁ ସାମ୍ନା କରୁଥିବାରୁ ଅଧିକ ସତର୍କ ହେବା ପାଇଁ ଚେତାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା କରିବାକୁ ଭିଡ…

ଓମିକ୍ରନ ଆଣିପାରେ ତୃତୀୟ ଲହର । କାନପୁର ଆଇଆଇଟିର ଆକଳନ, ଫେବୃୟାରୀ ୩ ବେଳକୁ ଭାରତରରେ ଶୀର୍ଷରେ ପହଞ୍ଚିିପାରେ…

କନକ ବ୍ୟୁରୋ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆଇଆଇଟି କାନପୁର ଓମିକ୍ରନ ଉପରେ ଏକ ନୂଆ ମଡେଲ ଆଣିଛି । ଏଥିରେ କୁହାଯାଇଛି, ଦେଶରେ ଓମିକ୍ରନ ତୃତୀୟ ଲହର ଆଣିବ ଏବଂ ଆସନ୍ତା ଫେବୃଆରୀ ୩ ତାରିଖରେ ସଂକ୍ରମଣ ଶୀର୍ଷରେ ପହଞ୍ଚିପାରେ । କରୋନାର ଏହି ନୂଆ ଭ୍ୟାରିଆଣ୍ଟ ଭାରତରେ ତୃତୀୟ ଲହର…

ମାଡ୍ରାସ ହାଇକୋର୍ଟଙ୍କ ଗରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ସମସ୍ତ ସ୍ପା ଓ ମାଲିସ କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ

କନକ ବ୍ୟୁରୋ : ଦେଶରେ ସ୍ପା ଓ ମାଲିସ କେନ୍ଦ୍ରରେ ଅନୈତିକ କାର୍ଯ୍ୟ ହେଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସୁଛି । ଏହାକୁ ନଜରରେ ରଖି ମାଡ୍ରାସ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏବେ ସମସ୍ତ ସ୍ପା ଓ ମାଲିସ କେନ୍ଦ୍ରରେ…

କଟକଣାରେ ପାଳନ ହେବ ନୂଆବର୍ଷ । ବଡଦିନ ଓ ନୂଆବର୍ଷ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର ।

କନକ ବ୍ୟୁରୋ: ଓମିକ୍ରନ ଭୟ ଭିତରେ ଆଜି ଓଡ଼ିଶା ସରକାର ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛନ୍ତି । ସାରା ରାଜ୍ୟରେ କେଉଁଠି ନୂଆବର୍ଷ ପାଳନ କରାଯାଇ ପାରିବ ନାହିଁ । ଡିସେମ୍ବର ୨୫ ଓ ଏବଂ ୩୧ ଏବଂ ଜାନୁୟାରୀ ୧ ଓ ୨ ତାରିଖ ଏହି କଟକଣା ବଳବତ୍ତର ରହିବ । ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟ ଓ ପାର୍କ…

ଲୋ ଭୋଲଟେଜ୍ ସମସ୍ୟା ଦୂର ପାଇଁ ଟ୍ରାନ୍ସମିସନ ପ୍ରକଳ୍ପ । ଖର୍ଚ୍ଚ ହେବ ୨୬୦ କୋଟି ଟଙ୍କା । ପ୍ରତିଷ୍ଠା କରାଯିବ ୩୩…

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହି ବୈଠକରେ ମୋଟ ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୋକଙ୍କ ଲୋ ଭୋଲଟେଜ୍ ସମସ୍ୟା ଦୂର କରିବା ପାଇଁ ଏହି ବୈଠକରେ ଟ୍ରାନ୍ସମିସନ ପ୍ରକଳ୍ପକୁ କ୍ୟାବିନେଟ୍ ମୋହର ବାଜିିଛି ।…