Daily Archives

December 15, 2021

ସାମ୍ବାଦିକ ସମ୍ମିଳନୀରେ କୋହଲି ଖୋଲିଲେ ମନର ଦୁଃଖ । ଚୟନ କର୍ତ୍ତାଙ୍କ ଉପରେ କ୍ଷୁବ୍ଧ ହେଲେ ବିରାଟ !

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ବୋର୍ଡକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ବିରାଟ କୋହଲି । ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜ ମନକଥା ସଭିଁଙ୍କ ସାମ୍ନାରେ ରଖିଛନ୍ତି କୋହଲି । ହେଲେ ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ମନାନ୍ତର, ମତାନ୍ତର ନଥିବା…

ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ଏସଆଇଟି ରିପୋର୍ଟ । ତେଜିଲା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି ।

କନକ ବ୍ୟୁରୋ : ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ଏସଆଇଟି ରିପୋର୍ଟ ପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି ହୋଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାକୁ ନେଇ କେନ୍ଦ୍ର ବିରୋଧରେ ବର୍ଷିଛନ୍ତି । ସେପଟେ ଏସଆଇଟି ରିପୋର୍ଟ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି…

ଓଡ଼ିଶାକୁ ବଢୁଛି ଓମିକ୍ରନ ଚିନ୍ତା ? ଭୟ ବଢାଇଲେଣି ପଡୋଶୀ ! ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନାହିଁ ନଜର ।

କନକ ବ୍ୟୁରୋ : ଓମିକ୍ରନର ଭୟ ଭିତରେ ପଡୋଶୀ ରାଜ୍ୟରୁ ଆକ୍ରାନ୍ତ ଚିହ୍ନଟ ହେବା ଓଡିଶାର ଚିନ୍ତା ବଢାଇ ଦେଇଛି । ପୂର୍ବରୁ ଆନ୍ଧ୍ରରୁ ଆଉ ଏବେ ପଶ୍ଚିମବଙ୍ଗରୁ ଜଣେ ନାବାଳକ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଡୋଶୀଙ୍କ ଠାରୁ ଦ୍ରୁତ ସଂକ୍ରାମକ କରୋନାର ଏହି ନୂଆ ପ୍ରଜାତି ରାଜ୍ୟକୁ ପଶି ଆସିବା…

ଆଖିବୁଜିଲେ ବୀର ଯୋଦ୍ଧା ବରୁଣ । ସିଡିଏସ୍ ବିପିନ ରାୱତଙ୍କ ସହ ଗଲା ବେଳେ ହେଲିକପ୍ଟର ଦୁର୍ଘଟଣାରେ ହୋଇଥିଲେ ଆହତ ।

କନକ ବ୍ୟୁରୋ : ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ୱେ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ମୃତ୍ୟୁ ଘଟିଛି । ଭାରତୀୟ ବାୟୁସେନା ଏହି ସୂଚନା ଦେଇଛି । ବରୁଣ ସୁସ୍ଥ ହୋଇଥିଲେ ୮ ତାରିଖ ଦିନ ମଝି ଆକାଶରେ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର କେଉଁ କାରଣ ପାଇଁ ଦୁର୍ଘଟଣାର ଶିକାର ହେଲା ଜଣାପଡିଥାନ୍ତା…

ଚିପ ମାନୁଫେକଚରିଙ୍ଗ ହବ ପାଲଟିବ ଭାରତ: ୭ ହଜାର ୬ ଶହ କୋଟି ଇନସେନଟିଭ ସ୍କିମ ପାଇଁ କେନ୍ଦ୍ରର ମଞ୍ଜୁରୀ 

କନକ ବ୍ୟୁରୋ: ଚିପ ମାନୁଫେକଚରିଙ୍ଗ ହବ ପାଲଟିବ ଭାରତ । ଏନେଇ କେନ୍ଦ୍ର ସରକାର ୭ ହଜାର ୬ ଶହ କୋଟି ଟଙ୍କାର ଇନସେନଟିଭ ସ୍କିମ ପାଇଁ ମଂଜୁରି ଦେଇଛନ୍ତି । ଏହି ସ୍କିମ ଭାରତରେ ଚିପ ସର୍ଟେଜର ସମସ୍ୟାକୁ ଦୂର କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏହି ଯୋଜନା ଦ୍ୱାରା…