Daily Archives

December 13, 2021

ଟ୍ରାଫିକ ପରିଚାଳନା କରୁଥିବା ମହିଳା ହୋମଗାର୍ଡଙ୍କୁ ଛୁରାମାଡ଼ : ନିୟମ ଭାଙ୍ଗି ଥିବା ଅଭିଯୋଗରେ ଗାଡ଼ି ଥାନାକୁ ନେବାରୁ…

କନକ ବ୍ୟୁରୋ : ନିୟମ ଭାଙ୍ଗିଲେ, ଛୁରାମାଡ଼ କଲେ । କାର୍ଯ୍ୟରତ ମହିଳା ଟ୍ରାଫିକ କର୍ମଚାରୀଙ୍କୁ ଛୁରାମାଡ଼ । ଏଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦଲି ଥାନା ଜେକେପୁରରେ । ହୋମଗାର୍ଡ଼ ରୀମା ବିଦିକା ଦାୟିତ୍ୱରେ ଥିବା ବେଳେ ଜଣେ ଯୁବକ ଟ୍ରାଫିକ ନିୟମକୁ ଉଲଂଘନ କରି ନିଜ ବାଇକକୁ ବସ୍ ଧକ୍କା…

ଏଲୋନ୍ ମସ୍କ ବର୍ଷର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି : ଟାଇମ୍ ପତ୍ରିକାରେ ରିପୋର୍ଟ ପ୍ରକାଶ

କନକ ବ୍ୟୁରୋ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲାର ମାଲିକ ଏଲୋନ୍ ମସ୍କଙ୍କୁ ଟାଇମ ପତ୍ରିକା ବର୍ଷର ଶ୍ରେଷ୍ଠ ବ୍ୟକ୍ତିତ୍ବ ବା ପର୍ସନ ଅଫ ଦି ଇୟର ଘୋଷଣା କରିଛି । ଏହି ତାଲିକା ପ୍ରତିବର୍ଷ ଟାଇମ୍ ପତ୍ରିକାର ସ୍ବତନ୍ତ୍ର ସଂସ୍କରଣରେ ପ୍ରକାଶ ପାଏ । ଏଥର…

ମହାରାଷ୍ଟ୍ରରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ : ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪୦ରେ ପହଞ୍ଚିଲା

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଆଜି ରାଜ୍ୟରେ ଆଉ ୨ଟି ନୂଆ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଗୋଟିଏ ମାମଲା ଲାଟୁର ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟଟି ପୁଣେରୁ ଚିହ୍ନଟ ହୋଇଛି ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।…

ଶିକ୍ଷକ ଦମ୍ପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ : ଲୁଟି ନେଇଗଲେ ଝିଅ ବାହାଘର ପାଇଁ ରଖିଥିବା ସବୁ ସୁନା ଗହଣା

କନକ ବ୍ୟୁରୋ : ଶିକ୍ଷକ ଦମ୍ପତିଙ୍କ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ଝିଅ ବାହାଘର ପାଇଁ ରଖିଥିବା ସୁନା-ରୁପା ଗହଣା ଦୁବୃର୍ତ୍ତମାନେ ଅନ୍ଧାରର ସୁଯୋଗ ନେଇ ଲୁଟି ନେଇଛନ୍ତି । ଦୁଇଟି ସୁନା ହାର, ୭ଟି ସୁନା ଚେନ୍, ୧୭ଟି ସୁନାର ମୁଦି, ଦୁଇଟି ଖଡୁ, ରୁପାର ପାଞ୍ଚ ହଳ ପାଉଜୀ ସହ…

ଗିରଫ ହେଲା ସୁପାରି କିଲର ରାଜେନ୍ଦ୍ର ମଲ୍ଲିକ : ଗାଡ଼ିରେ ପ୍ରେସ ଲେଖି ପୋଲିସକୁ ଦେଉଥିଲା ଚକମା

ପୋଲିସ ହାତରେ ଧରାପଡିଛି ନୟାପଲ୍ଲୀରେ ବ୍ୟବାସାୟୀଙ୍କୁ ହତ୍ୟା ଉଦ୍ୟମ ଷଡଯନ୍ତ୍ରର ମାଷ୍ଟର ମାଇଣ୍ଡ । ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଆସିଥିବା ୨ ଅପରାଧୀ ସମ୍ପଦ ଓ ପ୍ରଶାନ୍ତ ନିକଟରୁ ମିଳିଥିଲା ମୁଖ୍ୟ ଷଡଯନ୍ତ୍ରକାରୀ ରାଜେନ୍ଦ୍ର ମଲ୍ଲିକର ସୁରାକ । ରାଜେନ୍ଦ୍ରକୁ ଟାର୍ଗେଟ କରି ପୋଲିସ ଚଢାଉ…