Daily Archives

December 11, 2021

ପଣ୍ଡିତ ହରିପ୍ରସାଦ ଚୌରାଶିଆଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଫାଷ୍ଟ ଫୋରମର ଶୁଭାରମ୍ଭ ।

ପ୍ରଥମ ଥର ପାଇଁ ସାମାଜିକ କାର୍ଯ୍ୟ, କ୍ରୀଡ଼ା, ସ୍ଥାପତ୍ୟ, ଶାସ୍ତ୍ରୀୟନୃତ୍ୟ, ସଙ୍ଗୀତ, ଏକାଡେମୀ, ଉଦ୍ୟୋଗ ଓ ପ୍ରଯୁକ୍ତି ବିଦ୍ୟା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନେ ଓଡ଼ିଶାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ଫାଷ୍ଟ ତରଫରୁ ଫୋରମର…

ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭେଟି । ୯,୮୦୦ କୋଟିର ସରାୟୁ କେନାଲ ପ୍ରକଳ୍ପର…

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଜନତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଉ ଏକ ଉପହାର । ଆଜି ଉତ୍ତରପ୍ରଦେଶ ବଳରାମପୁରରେ ପହଞ୍ଚି ଆଉ ଏକ ବଡ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୋଦୀ । ବଳରାମପୁର ଜିଲ୍ଲାରେ ୯ ହଜାର ୮୦୦ କୋଟିର ମେଗା ପ୍ରୋଜେକ୍ଟକୁ ଲଞ୍ଚ କରିଛନ୍ତି ମୋଦୀ । ଏହି ଅବସରରେ ୟୁପିର…

୧୫ ମାସର ଆନ୍ଦୋଳନ ପରେ ଘରକୁ ଫେରିଲେ ଚାଷୀ । ଚାଷୀଙ୍କ ବିଜୟ ହୋଇଥିବାରୁ ଆକାଶରୁ ହେଲା ଫୁଲବର୍ଷା ।

କନକ ବ୍ୟୁରୋ : ଶେଷ ହେଲା ୧୫ ମାସର ଆନ୍ଦୋଳନ । ଘରକୁ ଫେରିଲେ ଚାଷୀ । କେନ୍ଦ୍ର ସରକାରଙ୍କ ବିବାଦୀୟ ତିନି କୃଷି ଆଇନକୁ ନେଇ ରାସ୍ତାକୁ ଓହ୍ଲାଇଥିବା ଚାଷୀଙ୍କ ପ୍ରତିବାଦ ଶେଷ ହୋଇଛି । ଦୀର୍ଘ ୧୫ ମାସ ଆନ୍ଦୋଳନରେ ବସିଥିବା ଚାଷୀ ଏବେ ଘରକୁ ଫେରିଛି । ଦିଲ୍ଲୀ ସୀମାରେ ଥିବା ସିଙ୍ଘୁ ବର୍ଡର,…

ଦେଶରେ ବଢୁଛି ଓମିକ୍ରନ୍ ସଂକ୍ରମଣ । ମୁମ୍ବାଇରେ ଲାଗିଲା ୧୪୪ ଧାରା, ଡର ବଢାଇଲାଣି ମହାରାଷ୍ଟ୍ର ।

କନକ ବ୍ୟୁରୋ : ଭାରତରେ ପ୍ରଭାବ ବିସ୍ତାର କରୁଛି ଓମିକ୍ରନ । ଶୁକ୍ରବାର ଗୁଜରାଟରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ଏବେ ଦିଲ୍ଲୀରୁ ଆଉ ଜଣେ ଆକ୍ରାନ୍ତ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଏହି ସଂଖ୍ୟାକୁ ମିଶାଇଲେ ଦିଲ୍ଲୀରେ ଏବେ ସମୁଦାୟ…

ବଞ୍ଚିଛି ମଣିଷ, ହେଲେ ମାରିଦେଇଛି ସରକାରୀ କାଗଜ ପତ୍ର । କୋଭିଡ ତାଲିକାରେ ସାଙ୍ଘାତିକ ତ୍ରୁଟି ।

କନକ ବ୍ୟୁରୋ : କୋଭିଡ ତାଲିକାରେ ସାଙ୍ଘାତିକ ତ୍ରୁଟି । ବଞ୍ଚିଛି ମଣିଷ, ହେଲେ ମାରିଦେଇଛି ସରକାରୀ କାଗଜ ପତ୍ର । ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ପ୍ରସ୍ତୁତ ହୋଇଛି କୋଭିଡ ମୃତ ବ୍ୟକ୍ତିଙ୍କ ତାଲିକା । ମୟୂରଭଞ୍ଜ ଜିଲ୍ଲାର ଉଦଳା ଓ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରୁ ଆସିଛି ଏଭଳି ଅଭିଯୋଗ…